ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଭେଟେରାନ ଓ ସେମାନଙ୍କର ବିଧବାଙ୍କୁ ଦିଆଯାଉଥିବା ଭତ୍ତା ରାଶି ବୃଦ୍ଧି

ଭୁବନେଶ୍ୱର: ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଭେଟେରାନ ଓ ସେମାନଙ୍କର ବିଧବାଙ୍କୁ ଦିଆଯାଉଥିବା ଭତ୍ତା ରାଶିକୁ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପେନ୍‌ସନ୍‌ ରାଶିକୁ ବୁଧବାର ବୃଦ୍ଧି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଭତ୍ତା ଏଣିକି ୬୦୦୦ଟଙ୍କା ଲେଖାଏଁ ମିଳିବ। ୨୦୦୧ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପୂର୍ବରୁ ୧୦୦୦ଟଙ୍କା ଦିଆଯାଉ ଥିଲା।

Comments (0)
Add Comment