ଫାମିଲି ଲାଇଫର ବିରାଟଙ୍କ ସହ ଫନି ଫଟୋ ସେୟାର କଲେ ଅନୁଷ୍କା
By
OPA on January 21, 2019
ମୁମ୍ବାଇ
: ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହେଲି ଓ
ବଲିଉଡ ଗ୍ଲାମର ଗର୍ଲ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିଜ ପ୍ରେମ ପାଇଁ ହେଉ
କି ବିବାହ ପାଇଁ ଉଭୟ ସବୁବେଳେ ଗଣ ମାଧ୍ୟମର ଶିରୋନାମାରେ ଅଛନ୍ତି । ଏମିତି କି ଦୁହିଁଙ୍କ
ଫ୍ୟାମିଲ ଲାଇଫକୁ ନେଇ ବି ଏବେ ଚର୍ଚ୍ଚା ଚାଲିଛି । ନିକଟରେ ନିଜେ ଅନୁଷ୍କା ସେୟାର କରିଥିବା
ନିଜ ପତ୍ନୀଙ୍କ ଫଲି ଫଟୋ କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା ।
ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ପତି ବିରାଟ କୋହଲିଙ୍କ ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି ପତ୍ନୀ ଅନୁଷ୍କା ଶର୍ମା। ଏହି ଭିଡିଓରେ ବିରାଟଙ୍କ ମୁହଁରେ ଡଗି ଫିଲ୍ଟର ବ୍ୟବହାର କରିଛନ୍ତି । ଏହି ଭିଡିଓରେ ପତ୍ନୀଙ୍କୁ ଚାହିଁ କେବଳ ହସୁଛନ୍ତି ବିରାଟ।