ମୁମ୍ବାଇ : ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହେଲି ଓ ବଲିଉଡ ଗ୍ଲାମର ଗର୍ଲ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିଜ ପ୍ରେମ ପାଇଁ ହେଉ କି ବିବାହ ପାଇଁ ଉଭୟ ସବୁବେଳେ ଗଣ ମାଧ୍ୟମର ଶିରୋନାମାରେ ଅଛନ୍ତି । ଏମିତି କି ଦୁହିଁଙ୍କ ଫ୍ୟାମିଲ ଲାଇଫକୁ ନେଇ ବି ଏବେ ଚର୍ଚ୍ଚା ଚାଲିଛି । ନିକଟରେ ନିଜେ ଅନୁଷ୍କା ସେୟାର କରିଥିବା ନିଜ ପତ୍ନୀଙ୍କ ଫଲି ଫଟୋ କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା ।

