ଗାଁ ରାସ୍ତାରେ ଯୁବତୀଙ୍କୁ ଗୋଡେଇ ଗୋଡେଇ ପିଟିଲେ

ବାଙ୍କି : ଗାଁ ଦାଣ୍ଡରେ ଜେଣେ ଯୁବତୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଦୁର୍ବୁତ । ଦିନ ଦ୍ବିପ୍ରରରେ ଗୋଡେଇ ଗୋଡେଇ ପିଟିଲେ ବି କେହି ପ୍ରତିବାଦ କଲେନି । ଏମିତି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ । ବାଙ୍କିର ବୋତଳମା ଗାଁ ଘଟିଛି ଏହି ଘଟଣା । ଗାଁ ରାସ୍ତାରେ ୩ ଜଣ ଯୁବକ ଯୁବତୀଙ୍କୁ ଗୋଡେଇ ଗୋଡେଇ ପିଟିଲେ । ଯୁବତୀଙ୍କ ଅବସ୍ଥା ଗୁରୁତ୍ବର ହେବାରୁ ତାଙ୍କୁ କଟକ ବଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଥାନାରେ ଏତଲା ହେବା ପରେ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.