୧୬କୁ ଘୁଞ୍ôଚଲା ସିଟି, ବିଇଡି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଆଜି ଅନୁଷ୍ଠିତ ହେବାକୁ ଥିବା ସିଟି/ବିଇଡି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୬କୁ ଘୁଞ୍ଚାଇ ଦିଆଯାଇଛି । ପ୍ରସ୍ତାବିତ ୨୪ଘଣ୍ଟା ରାଜ୍ୟ ବ୍ୟାପି ପରିବହନ ଧର୍ମଘଟ ପାଇଁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ତେବେ ୭ତାରିଖ ବ୍ୟତୀତ ଅନ୍ୟାନ୍ୟ ପରୀକ୍ଷାଗୁଡିକ ନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ । ଏନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଶିକ୍ଷା ଗବେଷଣା ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଅଗଷ୍ଟ ୮ରୁ ୧୪ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାରେ କୌଣସି ପରିବର୍ତନ କରାଯାଇ ନାହିଁ ।

Leave A Reply

Your email address will not be published.