ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ହେଲା ଘୋଷଣା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।
ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର- ଅଭିମନ୍ୟୁ ସେଠୀ
ସାରସକଣା-ଦେବାଶିଷ ମାର୍ଣ୍ଡି
କରଞ୍ଜିଆ- ବାସନ୍ତି ହେମ୍ବ୍ରମ
ରେମୁଣା- ବିଦ୍ୟାସ୍ମିତା ମହାଳିକ
ସିମୁଳିଆ- ସୁଭାଷିନୀ ସାହୁ
ବଡଚଣା- ବର୍ଷା ପ୍ରିୟଦର୍ଶିନୀ
କେନ୍ଦ୍ରାପଡା- ଗଣେଶ୍ବର ବେହେରା
ଚମ୍ପୁଆ- ସନାତନ ମହାକୁଡ
