ଆଜି ବିଜେପି ପୁଣି ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୨୧ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ…
ରାଉରକେଲା: ଦିଲ୍ଲୀପ ରାୟ
ପାଟଣା: ଅଖିଳଚନ୍ଦ୍ର ନାୟକ
ସାରସକଣା: ଭାଦବ ହାଁସଦା
ରାଇରଙ୍ଗପୁର: ଜୋଲେନ ବରଦା
ବାଙ୍ଗିରିପୋଷି-ସଞ୍ଜଳୀ ମୁର୍ମୁ
କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ
ଝରିଗାଁ- ନରସିଂହ ଭତ୍ରା
ଡାବୁଗାଁ-ସୋମନାଥ ପୂଜାରୀ
ରାଜନଗର-ଲଲିତ ବେହେରା
ବାଲିକୁଦା-ଏରସମା- ସତ୍ୟସାରଥୀ ମହାନ୍ତି
ଜଗତସିଂହପୁର-ଅମରେନ୍ଦ୍ର ଦାଶ
କାକଟପୁର-ବାଇଧର ମଲ୍ଲିକ
ରଣପୁର-ସୁରମା ପାଢୀ
ସାନଖେମୁଣ୍ଡି: ଉତ୍ତମ କୁମାର ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ-ଜଗନ୍ନାଥ ନୁଣ୍ଡ୍ରୁକା
ରାୟଗଡ଼ା-ବସନ୍ତ ଉଲାକା
ଲକ୍ଷ୍ମୀପୁର-କୈଳାସ କୁଲେସିକା
କୋଟପାଡ଼-ରୁପୁ ଭତ୍ରା
ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା-ଡମ୍ବୁରୁ ଶିଶା
