ମୁମ୍ବାଇ : ନିଜର ନିଆରା ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ପ୍ରିୟା ପ୍ରକାଶ । ଖାସ କରି ତାଙ୍କର ୨୬ ସେକେଣ୍ଡର ଆଖିମରା ଭିଡିଓ >ିଜର ସାରା ଦେଶରେ ତାଙ୍କୁ ଚର୍ଚ୍ଚିତ କରିଥିଲା । ରାତା ରାତି ପ୍ରିୟା ପାଲଟି ଯାଇଥିଲେ ୟଙ୍ଗ ଜେନେରେସନର ସେନସେସନ । ିଣ୍ଟରେନେଟରେ ଛାଇ ଯାଇଥିଲେ । ଏହି ଇଣ୍ଟରନେଟ ଗର୍ଲ ପ୍ରିୟା ପ୍ରକାଶଙ୍କ ଆଉ ଏକ ଫଟୋ ଭାଇରାଲ ହୋଇଛି । ଦେଖନ୍ତୁ ଏହି ଫଟୋକୁ ଏଲୋ ଡ୍ରେସ ସାଙ୍ଗକୁ ସେକ୍ସି ଲୁକ ସହ ସ୍ମାଇଲ ପୋଜରେ ଫଟୋକୁ ନିଜେ ପ୍ରିୟା ଇନଷ୍ଟାରେ ସେୟାର କରିଛନ୍ତି । ଆପଣ ଦେଖୁଥିବା ଫଟୋ ଏକ ପୁଲ ନିକଟରେ ନିଆଯାଇଛି । ଫଟୋ ସେୟାର ହେବାମାତ୍ରେ ଏହା ଭାଇରାଲ ହୋଇଛି । ହଳଦିଆ ରଙ୍ଗର ଡ୍ରେସ ସହ ନିଜ କେଶରେ ଏକ ଫୁଲ ଲାଗାଇଛନ୍ତି ପ୍ରିୟା । ପୁଲ ପାଖରେ ଥାଇ ସ୍ମାଇଲ ଦେଉଛନ୍ତି । ଏହି ଫଟୋ ୟଙ୍ଗ ଜେନରେସନଙ୍କ ପସନ୍ଧ ପାଲଟିଛି । ଇ>ଷ୍ଟାରେ ପ୍ରିୟାଙ୍କ ଫଲୋଅର ସଂଖ୍ୟା ୫୧ ଲକ୍ଷରୁ ଅଧିକ ବୋଲି ଜଣାପଡିଛିି ।
