ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେକ୍ଟରକୁ ଅର୍ଥମନ୍ତ୍ରୀଙ୍କ ଫୋକସ । ତେବେ ସରକାରୀ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ସାଢେ ୩ ଲକ୍ଷ କୋଟି ଟଙ୍କା ନିବେଶ ହେବ । ସେପଟେ ବ୍ୟାଙ୍କ ଜମାକର୍ତାଙ୍କୁ ଆଶ୍ବସ୍ତି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଜମା ଉପରେ ମିଳିବ ଗ୍ୟାରେଂଟି ।
ସେହିପରି ସରକାରୀ ବ୍ୟାଙ୍କକୁ ବଜାରରୁ ମିଳିବ ଟଙ୍କା । ପେନସନକୁ ସୁରକ୍ଷା କରାଯିବ। ସରକାରୀ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ୩.୫ଲକ୍ଷ କୋଟି ବ୍ୟୟବରାଦ । ସିଡୱି ବ୍ୟାଙ୍କ ସହ ଏକ୍ଜିମ ବ୍ୟାଙ୍କ ଦ୍ବାରା ୧୦୦୦ କୋଟିର ସ୍କିମ ଆରମ୍ଭ ହେବ ।
