Browsing Category
Bignews
ଟେଲିମେଡିସିନ୍ ହେଲ୍ପଲାଇନ୍, ୧୪୪୧୦କୁ ଫୋନ୍ କରି ପାଇପାରିବେ ଚିକିତ୍ସା ପରାମର୍ଶ
ଭୁବନେଶ୍ୱର: କରୋନା ସମ୍ପର୍କରେ ପରାମର୍ଶ ନେବା ପାଇଁ ଆଉ ଏକ ହେଲପଲାଇନ୍ ନମ୍ବର ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ଲୋକେ ଘରେ ଥାଇ ହେଲ୍ପଲାଇନ ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ…
Read More...
Read More...
ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ
ଭୁବେନଶ୍ୱର: ରାଜ୍ୟରେ ପ୍ରଥମ କୋରୋନା ମୃତ୍ୟୁ । ଝାରପଡା ଅଂଚଳର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କର ଗତକାଲି ଦେହାନ୍ତ ହୋଇଥିବାବେଳେ ତାଙ୍କ ରକ୍ତ ନମୂନା କୋରୋନା ପଜେଟିଭ୍ ଆସିଛି । ତେବେ ସେ ୪ ତାରିଖରେ ସ୍ୱାସ୍ଥ୍ୟଗତ ସମସ୍ୟା…
Read More...
Read More...
ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ୪୧କୁ ଛୁଇଁଲା
ଭୁବନେଶ୍ୱର: ରାଜଧାନୀରୁ ଆଉ ଏକ କରୋନା ଚିହ୍ନଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ୟୁନିଟି-୪ ଅନ୍ତର୍ଗତ ମଧୁସୂଦନ ନଗର…
Read More...
Read More...
ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୪୦କୁ ଛୁଇଁଲା
One 32 years male from Kendrapada who had returned from Dubai on 24 March is confirmed positive for COVID-19.
— H & FW Dept Odisha (@HFWOdisha) April 6, 2020ରାଜ୍ୟରେ ଆଉ ଜଣେ…
Read More...
Read More...
କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବଦେନ
ଭୁବନଶେ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଲଢେଇ ପାଇଁ ଦାନ କରିବାକୁ ନିବଦେନ କରିଛନ୍ତି । ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିବଦେନ କରିଛନ୍ତି ମୁଖ୍ୟମନ୍ତ୍ରୀ । cmrfodisha.gov.inରେ ଦାନ କରିବାକୁ ନିବଦେନ…
Read More...
Read More...
ସମ୍ ହସ୍ପିଟାଲରେ ସବୁଠାରୁ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍ଘାଟିତ
ଭୁବନେଶ୍ୱର: ସୋମବାର ସମ୍ ହସ୍ପିଟାଲରେ ରାଜ୍ୟ ସରକାର ଆଉ ଏକ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୫୨୫ ଶଯ୍ୟା ବିଶିଷ୍ଟ ଏହି କୋଭିଡ-୧୯ ହସ୍ପିଟାଲକୁ…
Read More...
Read More...
ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକୁ ବରଦାସ୍ତ କରାଯିବନି : ସିଏମ୍
ଭୁୁବନେଶ୍ୱର: ଭୁବନେଶ୍ୱରରେ ଆଜି ଦିନରେ କେବଳ ବମିଖାଲରୁ ୧୬ ଜଣଙ୍କୁ ମିଶାଇ ୧୮ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସାଧାରଣରେ ଭୟ ସୃଷ୍ଟି ହୋଇଛି । ତେବେ ଭୁବନେଶ୍ୱରର ଏକ କଣ୍ଟେଣ୍ଡ ଅଞ୍ଚଳରୁ ଏମାନେ ଚିହ୍ନଟ ହୋଇଛନ୍ତି ଏବଂ…
Read More...
Read More...
ଆଉ ୧୬ ପଜିଟିଭ୍ କରୋନା ପଜିଟିଭ୍; ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଲା
16 more COVID positive cases confirmed in Bhubaneswar.
— H & FW Dept Odisha (@HFWOdisha) April 5, 2020ଭୁବନେଶ୍ୱର: କରୋନାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏବେ…
Read More...
Read More...
ପୁଣି ୨ କୋରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୨୩କୁ ବୃଦ୍ଧି
ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଦୁଇ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି । ପୂର୍ବରୁ ଓଡିଶାରୁ ୨୧ ଥିଲା କୋରୋନା ପଜିଟିଭଙ୍କ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
Read More...
Read More...
ତିନି ସହରରେ ବଢିବନି ସଟଡାଉନ ଅବଧି, ସାମାଜିକ ଦୂରତାରକ୍ଷା ଲାଗି ମୁଖ୍ୟଶାସନ ସଚିବଙ୍କ ଅପିଲ
ଭୁବନେଶ୍ୱର : ବଢିବନି ୪୮ ଘଣ୍ଟିଆ ସଟଡାଉନ ଅବଧି । ଭୁବନେଶ୍ୱର, କଟକ ଓ ଭଦ୍ରକ ସମେତ କିଛି ଅଞ୍ଚଳରେ ଜାରି ରହିଥିବା ୪୮ ଘଣ୍ଟିଆ ସଟଡାଉନ୍ ଅବଧି ବଢ଼ିବ ନାହିଁ ।ପ୍ରଶାସନର ପୂର୍ବ ଘୋଷଣା ଅନୁସାରେ ଆଜି ରାତି ୮ଟାରେ ଏହି…
Read More...
Read More...
କଳାହାଣ୍ଡିକୁ ଛୁଇଁଲା କରୋନା : ୨୧ ବର୍ଷର ଯୁବକଙ୍କ ଠି କୋଭିଡ-୧୯ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କାଲାହାଣ୍ଡିକୁ ଡେଇଁଲା କରୋନା । କଲାହାଣ୍ଡିରେ ଜଣେ ଯୁବକଙ୍କ ଠି କରୋନା ପଜେଟିଭ ଭୁତାଣୁ ଚିହ୍ନଟ କରାଯାଇଛି । ଯୁବକ ଜଣଙ୍କର ବୟସ ୨୧ ବର୍ଷ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା…
Read More...
Read More...
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୦
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ପୂର୍ବରୁ ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିଲା। ହେଲେ ଶୁକ୍ରବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୫ ଜଣଙ୍କଠାରେ କରୋନା ପଜିଟିଭ୍ ରହିଥିବା…
Read More...
Read More...
ଲକଡାଉନରେ ବୁଲା ପଶୁଙ୍କ ଲାଗି ସ୍ୱତନ୍ତ୍ର ଯୋଜନା : ନବୀନଙ୍କୁ ମିଳିବ ‘ହିରୋ ଟୁ ଆନିମଲ୍ସ’ ଜାତୀୟ ସମ୍ମାନ
ଭୁବନେଶ୍ୱର : କରୋନା ଲକଡାଉନ ସମୟରେ ପଶୁପକ୍ଷୀଙ୍କ ଲାଗି ଖାଇବା ଚିନ୍ତା କରି ସ୍ୱତନ୍ତ୍ର ଯାଜନା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ‘ହିରୋ ଟୁ ଆନିମଲ୍ସ’ ଜାତୀୟ ସମ୍ମାନ । ‘ପିପୁଲ ଫର ଦ ଏଥିକାଲ…
Read More...
Read More...
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ଆଉ ୩ ନୂଆ ଆକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ।ଏହି ତିନିଜଣ ରୋଗୀ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୯ ଜଣଙ୍କ…
Read More...
Read More...
