Browsing Category

Bignews

କଟକରେ ଲାଗୁ ହେଲା ସଟ୍‌ଡାଉନ୍‌

ଭୁବନେଶ୍ୱର: ଭୁବନେଶ୍ୱର ଓ ଭଦ୍ରକ ସହର ପରେ କଟକରେ ବି ଲାଗୁ ହେଲା ସଟ୍‌ଡାଉନ୍ । ଆଜି ରାତି ୮ଟାରୁ ୪୮ ଘଂଟା ପର୍ଯ୍ୟନ୍ତ ଲାଗୁ ହେଲା ସଟ୍‌ଡାଉନ୍ । କଟକରୁ ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଏହି ନିଷ୍ପତି ନେଇଥିବା…
Read More...

ରାଜ୍ୟରେ ଷଷ୍ଠ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଷଷ୍ଠ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ଘର କଟକ ହୋଇଥିବାବେଳେ ସେ ନିକଟରେ ଦିଲ୍ଲୀ ଯାଇଥିଲେ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା…
Read More...

ଭୁବନେଶ୍ୱର ଓ ଭଦ୍ରକ ସହରରେ 48 ଘଣ୍ଟା ଏକପ୍ରକାର କର୍ଫୁ

ଭୁବନେଶ୍ୱର : କରୋନା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଭୁବନେଶ୍ୱର ଓ ଭଦ୍ରକ ଆଜି ସନ୍ଧ୍ୟା ୮ଟାରୁ ରବିବାର…
Read More...

୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ: ମୋଦି

ନୂଆଦିଲ୍ଲୀ: ଏପ୍ରିଲ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହାପରେ ଘରର ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତୀ, ଦୀପ, ଟର୍ଚ୍ଚ, ମୋବାଇଲ ଲାଇଟ୍ ଆଦି ଜଳାଇବାକୁ ଦେଶବାସୀଙ୍କୁ…
Read More...

ଭିଡିଓ କନଫରେନସିଙ୍ଗ୍ ଜରିଆରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଓ କଟକ ସହରରେ ୬୫୦ ଶଯ୍ୟାବିଶିଷ୍ଟ ଦୁଇଟି  କୋଭିଡ୍ ହସ୍ପିଟାଲ କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ୍ ଜରିଆରେ ଆଜି ଉଦଘାଟନ…
Read More...

ରାଜ୍ୟରେ ପଂଚମ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପଂଚମ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଭୁବନେଶ୍ୱର ସୂର୍ଯ୍ୟନଗରର ଜଣେ ୬୦ ବର୍ଷିୟ ବୃଦ୍ଧ ଆକ୍ରାନ୍ତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋରୋନା…
Read More...

ସୁସ୍ଥ ହୋଇ ଘରକୁ ଫେରିଲେ ଓଡିଶାର ଦ୍ୱିତୀୟ କୋରନା ଆକ୍ରାନ୍ତ ବ୍ୟକ୍ତି

ଭୁବନେଶ୍ୱର : ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ…
Read More...

ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ୨୯ ବର୍ଷର ଯୁବକଙ୍କ ରକ୍ତ ଓ ସ୍ୱାବ୍ ନମୁନା କୋଭିଡ୍-୧୯ ପଜିଟିଭ୍ ଆସିଛି । ଆଜି ରାତିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି…
Read More...

ସରକାରଙ୍କ ବଡ ନିଷ୍ପତି: ମନ୍ତ୍ରୀଙ୍କୁ 30%,ଆଇଏଏସ ଓ ଆଇପିଏସଙ୍କୁ ମିଳିବ50% ଦରମା

ଭୁବନେଶ୍ୱର: ତେଲେଙ୍ଗାନା, ମହାରାଷ୍ଟ୍ର ପରେ ଓଡିଶା ସରକାର ନେଲେ ଚରମ ପଦକ୍ଷେପ । ବଡବଡିଆଙ୍କ ଦରମା ସ୍ଥଗିତ ରଖିବକୁ ନିଷ୍ପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ,…
Read More...

୩୦ ଜୁନ୍ ଯାଏଁ ଗାଡି କାଗତପତ୍ରର ନବୀନକରଣ ନାହିଁ ଆବଶ୍ୟକତା

ଭୁବନେଶ୍ୱର: ଫେବୃୟାରୀରେ ଶେଷ ହୋଇଥିବା ଗାଡିଗୁଡିକର କାଗଜପତ୍ରର ନବୀନକରଣର ଆବଶ୍ୟକତା ନାହିଁ । ବର୍ତମାନ ପରିସ୍ଥିତିରେ ଏହା ଜୁନ୍ ୩୦ ଯାଏଁ ବୈଧ ବିବେଚନା କରାଯିବ । ଗାଡି ଫିଟନେସ୍‌, ଡାଇଭିଂ ଲାଇସେନ୍ସ ଏବଂ ପରମିଟ…
Read More...

କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷପେ ନେବାରେ ଜାତୀୟ ସ୍ତରରେ ଚର୍ଚ୍ଚାରେ ନବୀନ

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷପେ ନେବାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରାଦେଶରେ ହିରୋ ପାଲଟିଛନ୍ତି । ସଠିକ ଭାବେ ବିପର୍ଯ୍ୟୟ ମୁକାବିଲା ଲାଗି ଜାତୀୟ ଓ ଅନ୍ତଜାତୀୟସ୍ତରରେ ଚର୍ଚ୍ଚାରେ…
Read More...

ବିଧାନସଭାରେ ୨୦୨୦-୨୧ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ୨୦୨୦-୨୧ ବ୍ୟୟ ମଞ୍ଜୁରି ବିଲ୍‌ । ଗିଲୋଟିନ ଜରିଆରେ ପାରିତ ହେଲା ବ୍ୟୟ ମଞ୍ଜୁରି ବିଲ୍‌ । ଲୋକସେବା ଭବନ କନଭେନ୍‌ସନ ହଲରେ ପ୍ରଥମଥର ବସିଥିଲା ବିଧାନସଭା ବଜେଟର ଏହି ସ୍ୱତନ୍ତ୍ର…
Read More...

ସୋଆ ନୂତନ କୋଭିଡ 19 ହସ୍ପିଟାଲ ପରିଦର୍ଶନ କଲେ 5ଟି ସଚିବ ଓ ଉନ୍ନୟନ କମିଶନର

ଭୁବନେଶ୍ୱର, ମାର୍ଚ୍ଚ ୨୯: ମହାମାରୀ କରୋନାର ମୁକାବିଲା କରିବା ପାଇଁ ଦେଶର ପ୍ରଥମ ଓ ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି। ଏ…
Read More...