Browsing Category

Bignews

ଯେକୌଣସି ବ୍ୟାଙ୍କ ଏଟିଏମ୍ ରୁ ଟଙ୍କା ଉଠାଇଲେ ଦେବାକୁ ପଡିବନି ଅର୍ଥ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଏଥର ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ ରୁ ଟଙ୍କା ଉଠାଇଲେ ଦେବାକୁ ପଡିବନି ଅର୍ଥ । ବିନା ଶୁଳ୍କରେ ଯେକୌଣସି ଏଟିଏମ୍ ରୁ…
Read More...

ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେଲା ବସ୍ ଚଳାଚଳ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେଲା ବସ୍ ଚଳାଚଳ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।ସୂଚନାଯୋଗ୍ୟ, କୋରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଗତ…
Read More...

ସମ୍ପୂର୍ଣ୍ଣ ଓଡ଼ିଶା ହେଲା ଲକ୍ ଡାଉନ୍

ଭୁବନେଶ୍ବର:ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋରୋନା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସରକାର ଏହି ଘୋଷଣା ଜାରି କରିଛନ୍ତି । ଆସନ୍ତା କାଲି ରାଜ୍ୟର କିଛି ଅଂଚଳରେ ଲକ ଡାଉନ ଘୋଷଣା…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ନବୀନ

ଭୁବନେଶ୍ୱର: କୋଭିଡ ୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ତିନି ମାସର ଦରମା ପ୍ରଦାନ କଲେ ନବୀନ ପଟ୍ଟନାୟକ।ସାରା ବିଶ୍ୱ ପାଇଁ କୋରୋନା ବଡ ଚାଲେଞ୍ଜ ସୃଷ୍ଟି କରିଛି। ତେବେ ଏନେଇ ଆହୁରି ଅଧିକ…
Read More...

ଲକ୍ ଡାଉନ୍ ରେ ସାମିଲ ହେଲା ଆଉ ୯ ଜିଲ୍ଲା

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟସରକାର ପ୍ରତ୍ୟେକ ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ପୂର୍ବରୁ ୫ଟି ଜିଲ୍ଲା ଓ ୮ଟି ସହର ଉପରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ ଆଜି ରାଜ୍ୟ ସରକାର ଲକ୍…
Read More...

ହୋମ କ୍ୱାରାଂଟାଇନ୍ ଥିବା ଲୋକଙ୍କ ଘର ଆଗରେ ଲାଗିବ ଷ୍ଟିକର

ଭୁବନେଶ୍ୱର: ହୋମ କ୍ୱାରାଂଟାଇନ୍ ଅର୍ଥାତ୍ ଘରେ ସଙ୍ଗରୋଧ ଥିବା ଲୋକଙ୍କ ଘର ଆଗରେ ଜିଲ୍ଲା ପ୍ରଶାସନ ତରଫରୁ ଲାଗିବ ଷ୍ଟିକର । ଏହି ଷ୍ଟିକର ହୋମ କ୍ୱାରାଂଟାଇନ୍ ର ଅବଧି, ଘର ଓ ପରିବାର ସମ୍ପର୍କିତ ସୂଚନା ଉଲ୍ଲେଖ ରହିବ । ଏହି…
Read More...

ଅପରାହ୍ନ ୫ଟା ଶୁଭିଲା ଘଂଟ, ଥାଳି, ତାଳିର ଧ୍ୱନି; ମୁଖ୍ୟମନ୍ତ୍ରୀ ବି ହେଲେ ସାମିଲ

ଭୁବନେଶ୍ୱର: କୋରୋନା ବିପକ୍ଷରେ ଲଢ଼ୁଥିବା ହିରୋଙ୍କୁ ଅଭିବାଦନ ଜଣାଇବା ପାଇଁ ଆଜି ଅପରାହ୍ନ ୫ଟା ଭିନ୍ନ ଭିନ୍ନ ଉପାୟରେ ସମସ୍ତେ ଏଥିରେ ସାମିଲ ହୋଇଥିଲେ । ଘଂଟ, ଘଂଟି, ତାଳି, ଶଙ୍ଖ ଓ ଥାଳି ଇତ୍ୟାଦି ବଜାଇ ପୂରା ଦେଶ ସମର୍ଥନ…
Read More...

ସୁକମା ନକ୍ସଲ ଆକ୍ରମଣ ଘଟଣା: ୧୭ ଯବାନ ଶହୀଦ

ରାୟପୁର: ଛତିଶଗଡ ସୁକମାରେ ହୋଇଥିବା ମାଓବାଦୀ ଆକ୍ରମଣ ଘଟଣାରେ ୧୭ ଜଣ ଯବାନ ଶହୀଦ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ ୧୪ ଜଣ ଯବାନ ଏବେ ବି ଗୁରୁତର ଅଛନ୍ତି । ଶନିବାର ମାଓ ପ୍ରବଣ ସୁକମାରେ ନକ୍ସଲ ଓ…
Read More...

ପୌରାଂଚଳରେ କରୋନା ମୁକାବିଲା ୨୧ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ପୌରାଂଚଳରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୨୧ କୋଟି ୧୦ଲକ୍ଷ ଚଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏ ନେଇ ସହରାଂଚଳ ଉନ୍ନୟନ ସଂସ୍ଥା ( ସୁଡା )କୁ ଅବଗତ କରି ତୁରନ୍ତ ଟଙ୍କା…
Read More...

ସୁକମାରେ ନକ୍ସଲ-ପୋଲିସ ମୁହାଁମୁହିଁ: ୭ ଯବାନ ଶହୀଦ, ୧୭ ନିଖୋଜ

ରାୟପୁର: ଛତିଶଗଡରେ ଶନିବାର ଦିନ ସୁକମା ଜିଲ୍ଲାରେ ବଡ ଧରଣର ନକ୍ସଲ ଆକ୍ରମଣ । ନକ୍ସଲମାନେ ଯବାନଙ୍କ ପଛ ପଟୁ ଆକ୍ରମଣ କରିଛନ୍ତି । ଏଥିରେ ୭ଜଣ ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଯବାନ ଆହାତ ହୋଇଛନ୍ତି ଓ ୧୭ଜଣ ନିଖୋଜ ଥିବା…
Read More...

୫ ଜିଲ୍ଲା ୮ ସହରରେ ଲକ୍ ଡାଉନ୍ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋରୋନାକୁ ନେଇ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୮ସହରକୁ ଲକ୍ ଡାଉନ୍ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଶେଷରେ ନିର୍ଭୟା ପାଇଲେ ନ୍ୟାୟ; ଫାଶୀ ଖୁଂଟରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ: ଦୀର୍ଘ ୭ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଆଇନ୍ କୁ ବ୍ୟବହାର କରି ବାରମ୍ବାର ଫାଶୀରୁ ବଂଚିଯାଉଥିବା ୪ ଦୋଷୀ ଆଜି ଫାଶୀ ଖୁଂଟରେ ଝୁଲିଛନ୍ତି । ଏହି ୪ ଦୋଷୀ ଶୁକ୍ରବାର ଭୋର ୫ଟା ୩୦ରେ ଫାଶୀ ଖୁଂଟରେ…
Read More...

ରବିବାର ଦିନ ଜନତା କର୍ଫ୍ୟୁ : ସକାଳ ୭ରୁ ରାତି ୯ଟା ପର‌୍ୟ୍ୟନ୍ତ ଘରେ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

ନୂଆଦିଲ୍ଲୀ : ଦେଶରେ ଆସନ୍ତା ରବିବାର ଅର୍ଥାତ ‘ଜନତା କର୍ଫ୍ୟୁ’ ଅର୍ଥାତ ଲୋକମାନଙ୍କ ଦ୍ୱାରା ନିଜ ଉପରେ କର୍ଫ୍ୟୁ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ‘ଜନତା କର୍ଫ୍ୟୁ’ ମାଧ୍ୟମରେ…
Read More...

ବନ୍ଦ ହେଲା ମାଟ୍ରିକ ଖାତାଦେଖା ପ୍ରକ୍ରିୟା

କଟକ: ମାଟ୍ରିକ ଖାତା ମୂଲ୍ୟାୟନ ଉପରେ ପଡିଲା କୋରୋନା ପ୍ରଭାବ । ସାମୟିକ ପାଇଁ ସ୍ଥଗିତ ହେଲା ମୂଲ୍ୟାୟନ ପ୍ରକ୍ରିୟା । ଗୁରୁବାର ଗୋଟିଏ ଦିନ ଖାତାଦେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖାତାଦେଖା ଉପରେ ରୋକ ଲଗାଇଛନ୍ତି ରାଜ୍ୟ…
Read More...