Browsing Category

Bignews

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି;ଆଜିଠାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ୪ଟି ଆସନ ଖାଲି ପଡିଥିବା ନେଇ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ ।…
Read More...

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ୪ ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ପୁଣି ଜାରି ହେଲା ନୂଆ ଡେଥ୍ ୱାରେଂଟ । ମାର୍ଚ୍ଚ ୨୦ ସକାଳ ୫ଟା ୩୦ ମିନିଟରେ ଫାଶୀରେ ଝୁଲିବେ ୪ ଦୋଷୀ । ପ୍ରକାଶଥାଉକି, ଦିଲ୍ଲୀ ସରକାର ବୁଧବାର ଦୋଷୀଙ୍କ ଫାଶୀ ପାଇଁ ନୂଆ…
Read More...

ଏସସିବିର ସଂପ୍ରସାରିତ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକର ଐତିହାସିକ ବାଲିଯାତ୍ରା ପଡିଆରେ ଆଜି ପଂଚାୟତିରାଜ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ, ‘ସାଢ଼େ ୪ କୋଟି ଓଡ଼ିଆଙ୍କ ପାଖରେ ମୁଁ ଋଣୀ । କଟକ ସହ ଆମ…
Read More...

ପ୍ରଣବଙ୍କୁ ଗୁରୁ ଦାୟିତ୍ୱ :ବିଜେଡି ସଂଗଠନ ସମ୍ଭାଳିବେ ବବି

ଭୁବନେଶ୍ୱର: ଆଜି ହେଉଛି ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ । ସେପଟେ ଆଜି ମୁଖ୍ୟମନ୍ତ୍ରୀ ହେବାର ୨୦ ବର୍ଷ ପୂରଣ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି ।ଯାଜପୁର ବିଧାୟକ…
Read More...

୧ରୁ ଶ୍ରୀମନ୍ଦିର ପ୍ଲାଷ୍ଟିକ ମୁକ୍ତ, ପାନଛେପ ପକାଇଲେ ୫୦୦ଟଙ୍କା ଜରିମାନା

ପୁରୀ: ଶ୍ରୀମନ୍ଦିର ପରିସରରେ ଏପ୍ରିଲ ୧ରୁ ପ୍ଲାଷ୍ଟିକ୍ ମୁକ୍ତ କରିବା ସହ ପାନଛେପ ପକାଇଲେ ୫୦୦ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଆଜି ଛିତଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି ।ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ…
Read More...

କୋରୋନା ଭାଇରସ: ଭାରତରେ ୨୮ ସଂକ୍ରମିତ

ନୂଆଦିଲ୍ଲୀ: ଚୀନରୁ ଉତ୍ପତି ହୋଇଥିବା ମାରାତ୍ମକ କୋରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଏବେସୁଦ୍ଧା ୨୮ ଜଣ ବ୍ୟକ୍ତି କୋରୋନା ଭାଇରସରେ ସଂକ୍ରମିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ…
Read More...

ସୁନ୍ଦରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ; ୫୦୦କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ସହ ଏକ ହଜାର କୋଟି ଟଙ୍କା ପ୍ରକଳ୍ପର କଲେ…

ସୁନ୍ଦରଗଡ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତରେ ଯାଇ ୫୦୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ଏକ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର…
Read More...

ଆଜିଠୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଆରମ୍ଭ । ରାଜ୍ୟର ମୋଟ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଶୃଙ୍ଖଳିତ ଓ କପି ମୁକ୍ତ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି…
Read More...

୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ସବୁଜ ସଙ୍କେତ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ୪ଟି ବିଭାଗର ମୋଟ ୮ଟି ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଙ୍କେତ ମିଳିଛି । ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ,…
Read More...

ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ

ଭୁବନେଶ୍ବର: ମୋ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ । ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ, ଜଳସମ୍ପଦ ବିଭାଗ, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ ବିଭାଗ ମୋ ସରକାରରେ ସାମିଲ ହେଲା ।…
Read More...

୨୨ ହଜାର ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଛି ପକ୍କାଘର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ପରିଚାଳିତ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ରାଜ୍ୟରେ ଆଜିଠାରୁ ଅର୍ଥାତ୍ ୨ ଠାରୁ ୮ପର୍ଯ୍ୟନ୍‌ତ…
Read More...

ଏସସିବି ହେବ ବିଶ୍ବ ସ୍ତରୀୟ : ସ୍ବତନ୍ତ୍ର ଟିମ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଟକ ଏସସିବି ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ । ଏହି ଯୋଜନାକୁ ରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଜଣ ଖ୍ୟାତନାମା ଡାକ୍ତରଙ୍କର ଏକ ଉପଦେଷ୍ଟା…
Read More...

ଦିଲ୍ଲୀ ହିଂସା: କନେଷ୍ଟବଳ ମହମ୍ମଦଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିଲ୍ଲୀର ଉତର ପୂର୍ବରେ ହୋଇଥିବା ହିଂସାରେ ବିଏସଏଫ ୯ ବାଟାଲିୟନର କନେଷ୍ଟବଳ ମହମ୍ମଦ ଅନିଜଙ୍କ ପରିବାରକୁ ସହାୟତା ଘୋଷଣା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ୧୦ ଲକ୍ଷର ସହାୟତା…
Read More...

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ବର: ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ଦାସବର୍ମା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି ।ନିଯୁକ୍ତି…
Read More...