Browsing Category
Bignews
“ମୋ ସରକାର” ଅଧିନକୁ ଗଲା ଆଉ ୫ବିଭାଗ
ଭୁବନେଶ୍ୱର: “ମୋ ସରକାର” ଅଧିନକୁ ଗଲା ଆଉ ୫ଟି ବିଭାଗ । ଆଜି ଜଙ୍ଗଲ ଏବଂ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡା ଓ ଯୁବ ସେବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ମୋ ସରକାରରେ ସାମିଲ…
Read More...
Read More...
ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର: ଯାତ୍ରୀମାନଙ୍କର ସୁବିଧା ପାଇଁ ଭୁବନେଶ୍ୱର ଓ କଟକ ମଧ୍ୟରେ ଆସନ୍ତାକାଲି ଠାରୁ ୩୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ନେଇ ରେଳବାଇ ନିଷ୍ପତି ନିଆଯାଇଛି । ଏବେ ଏହା ପରୀକ୍ଷାମୂଳକ ଭାବେ ଚଳାଚଳ…
Read More...
Read More...
ଲୋକର୍ପିତ ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର
ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା…
Read More...
Read More...
ହୋମଗାର୍ଡ ପାଇଁ ଖୁସି ଖବର, ଦୈନିକ ୫୦୦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ହୋମଗାର୍ଡଙ୍କ ପାଇଁ ଖୁସି ଖବର । ହୋମଗାର୍ଡଙ୍କୁ ଦୈନିକ ୫ ଶହ ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।…
Read More...
Read More...
ପୂର୍ବାଂଚଳ ରାଜ୍ୟ ପରିଷଦ ବୈଠକ; ଏହି ୪ ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜଧାନୀରେ ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଂଚଳ ରାଜ୍ୟ ପରିଷଦ ବୈଠକରେ କରୁଛନ୍ତି ଅଧ୍ୟକ୍ଷତା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ…
Read More...
Read More...
ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ
ଭୁବନେଶ୍ବର: ଭୁବନେଶ୍ବରରେ ପହଂଚିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ସ୍ବତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଂଚିଛନ୍ତି । ଏଠାରୁ ସେ ସିଧା ଲୋକସେବା ଭବନ ଯିବାର କାର୍ଯ୍ୟକ୍ରମ ରହିଛି ।ଲୋକସେବା…
Read More...
Read More...
ମୁଖ୍ୟମନ୍ତ୍ରୀ-ଧର୍ମେନ୍ଦ୍ରଙ୍କ ଭେଟଘାଟ; ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ନେଇ ଆଲୋଚନା
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସେବା ଭବନଠାରେ ସାକ୍ଷାତ କରିଛନ୍ତି । ଏହି ଭେଟଘାଟରେ ଉଭୟ ରାଜ୍ୟର ଇସ୍ପାତ ଶିଳ୍ପର ବିକାଶ ନେଇ…
Read More...
Read More...
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି; ଗ୍ରୁପ୍-୩ କର୍ମଚାରୀଙ୍କ ପଦନ୍ନୋତି ପାଇଁ ଦରକାର ନାହିଁ ସିସିଆର
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଏଥର ରାଜ୍ୟର ଗ୍ରୁପ୍-୩ କର୍ମଚାରୀଙ୍କ ପଦନ୍ନୋତି ପାଇଁ ଦରକାର ପଡିବ ନାହିଁ ସିସିଆର ବୋଲି ନିଷ୍ପତି ନେଇଛନ୍ତି । ଏହା କେବଳ ଉପରିସ୍ଥ…
Read More...
Read More...
ଆଦିବାସୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଉଦଘାଟିତ ହେଲା ସର୍ବଭାରତୀୟ ସ୍ତରୀୟ ଅନୁସୂଚିତ ଜନଜାତି ବର୍ଗର ଲୋକ ପ୍ରତିନିଧି ମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଉଦଘାଟନ ଉତ୍ସବରେ…
Read More...
Read More...
‘ମୋ ସରକାର’ରେ ସାମିଲ ହେଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୫ମ ପାଳିରେ ପ୍ରଶାସନକୁ ଆହୁରି ଲୋକାଭିମୁଖୀ ଓ ସ୍ବଛ କରିବା ପାଇଁ ଆରମ୍ଭ କରିଥିଲେ ମୋ ସରକାର କାର୍ଯ୍ୟକ୍ରମ । ଯଦ୍ବାରା ବିଭାଗୀୟ ଅଧିକାରୀ ମାନେ ଲୋକଙ୍କୁ ସିଧା ସଳଖ ଫୋନ କରି…
Read More...
Read More...
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ-୨୦୨୦; କପ୍, ଜ୍ୟାକେଟ ଓ ମାସକଟ୍ କୁ ଲୋକାର୍ପିତ କଲେ ମୁଖମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସଭା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ଫୁଟବଲ ୨୦୨୦ର କପ୍, ଜ୍ୟାକେଟ୍ ଏବଂ ମାସକଟ୍ ଲୋକାର୍ପିତ କରିଛନ୍ତି ।ରାଜ୍ୟର ନଅ…
Read More...
Read More...
ଏପ୍ରିଲ ପ୍ରଥମ ସପ୍ତାହରୁ +୨ ଖାତା ମୂଲ୍ୟାୟନ
ଭୁବନେଶ୍ବର: ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ । ଜୁନ ୭ ସୁଦ୍ଧା ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଫଳ । ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନର…
Read More...
Read More...
ନଦୀକୁ ଖସିଲା ବରଯାତ୍ରୀ ବସ, ୨୪ ମୃତ
ଜୟପୁର: ରାଜସ୍ଥାନରେ ବଡ ଧରଣର ଦୁର୍ଘଟଣା । ବୁନ୍ଦି ଜିଲ୍ଲା କେଶୋରାୟପାଟଣା ନିକଟ ନଦୀକୁ ଖସିଲା ବରଯାତ୍ରୀ ବସ । ଦୁର୍ଘଟଣାରେ ୨୪ ମୃତ, ୪ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।ସୂଚନାଯୋଗ୍ୟ, ବସରେ ମୋଟ…
Read More...
Read More...
ଅଷ୍ଟମ ଥର ପାଇଁ ବିଜେଡିର ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଓଡ଼ିଶାବାସୀଙ୍କୁ ଜଣାଇଲେ ଧନ୍ୟବାଦ
ଭୁବନେଶ୍ବର: ଅଷ୍ଟମ ଥର ପାଇଁ ବିଜେଡିର ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦଳୀୟ କାର୍ଯ୍ୟାଳୟରେ ସଭାପତି ଭାବେ ତାଙ୍କ ନାମ ଘୋଷଣା କରାଯାଇଛି । ସେହିପରି ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ…
Read More...
Read More...
