Browsing Category

Bignews

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଯାହା ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଦଳବଦଳରେ ୫ଜଣ ବରିଷ୍ଠ ଓ କନିଷ୍ଠ ଆଇଏଏସ୍ ଅଧିକାରୀ ଏବଂ ଜଣେ ଆଇପିଏସ୍…
Read More...

କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି ।ଭୁବନେଶ୍ୱର ସ୍ୱାଧିନତା ସଂଗ୍ରାମୀ ପଡିଆରେ ୩୩ତମ ସ୍ୱଧିନତା ସଂଗ୍ରାମୀ ମହୋତ୍ସବ ଉଦଘାଟନ କରିବ…
Read More...

ପିକନିକ୍ ସାରି ଫେରୁଥିଲେ, କୂଅରେ ଖସିପଡିଲା ବାଇକ ତିନି ସାଙ୍ଗଙ୍କ ମୃତ୍ୟୁ

ବ୍ରହ୍ମପୁର: ନୂଆ ବର୍ଷରେ ଅଘଟଣ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡ଼ା ବ୍ରିଜ ତଳକୁ ଖସିପଡିଲା ଦୁଇଟି ବାଇକ୍ । ଦୁଇଟି ବାଇକରେ ୫ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗରେ ନୂଆ ବର୍ଷରେ ମାଷ୍ଟର ପ୍ଲାନ, ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅପହଁଚ ଗାଁକୁ ରାସ୍ତା ହେବ…

ଭୁବନେଶ୍ୱର : ନୂଆ ବର୍ଷରେ  ଗ୍ରାମ୍ୟ ଉନ୍ନୟନ ବିଭାଗର  ମାଷ୍ଟର ପ୍ଲାନ । ରାଜ୍ୟର ଅପହଁଚ ଗାଁକୁ ଚିହ୍ନଟ କରାଯିବ । ସେ ସବୁ ଗାଁକୁ ତିଆରି ହେବ ସବୁଦିନିଆ ରାସ୍ତା । ଏ ନେଇ ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ପ୍ରଦୀପ କୁମାର…
Read More...

ନୂଆବର୍ଷରେ ଲିଙ୍ଗରାଜଙ୍କୁ ଦର୍ଶନ କରି ନବବର୍ଷର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ନୂଆବର୍ଷରେ ପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟବାସୀଙ୍କୁ ୨୦୨୦ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଲିଙ୍ଗରାଜ ମନ୍ଦିର…
Read More...

ଦେଶର ପ୍ରଥମ ସିଡିଏସ୍ ର ଦାୟିତ୍ୱ ନେଲେ ଜେନେରାଲ ବିପିନ୍ ରାୱତ୍

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସଷ୍ଟାଫ୍ (ସିଡିଏସ୍) ର ଦାୟିତ୍ୱ ନେଲେ ଜେନେରାଲ ବିପିନ ରାୱତ୍ । ଆଗାମୀ ୩ବର୍ଷ ପାଇଁ ସେ ଏହି ପଦବୀରେ ରହି ନିଜର ଦାୟିତ୍ୱ ସଂପାଦନ କରିବେ ।ନୂତନ ଭାବେ ଗଠିତ ଏହି ସାମରିକ…
Read More...

ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୯୧ ବର୍ଷ ହୋଇଥିଲା । ନୂଆପଡା ଜିଲ୍ଲାର ଖରିଆ ରୋଡସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।ସୂଚନାଯୋଗ୍ୟ,…
Read More...

ନବୀନ ପାଳିବେନି ନୂଆବର୍ଷ; ଶୁଭେଚ୍ଛୁଙ୍କୁ ନବୀନ ନିବାସ ନ ଆସିବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳିବେ ନାହିଁ । ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ କାରଣରୁ ମୁଖ୍ୟମନ୍ତ୍ରୀ ଶୋକ ପାଳନ କରୁଛନ୍ତି । ଏହି କାରଣରୁ ଆସନ୍ତାକାଲି…
Read More...

ମନୋଜ ମୁକୁନ୍ଦ ନରଭାଣେ ହେଲେ ଦେଶର ନୂତନ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଆଜି ମନୋଜ ମୁକୁନ୍ଦ ନରଭାଣେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୩ବର୍ଷ ଧରି କାର୍ଯ୍ୟ କରୁଥିବା ଜେନେରାଲ ବିପିନ ରାୱତ୍ ଆଜି ଅବସର ନେବା ପରେ ତାଙ୍କୁ ଏହି ସ୍ଥାନରେ ନିଯୁକ୍ତ କରାଯାଇଛି…
Read More...

ଅନ୍ତର୍ଜାତୀୟ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ ଘଟିଛି । ଅନ୍ତର୍ଜାତୀୟସ୍ତରେ ଖ୍ୟାତିଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ…
Read More...

ନୀତି ଆୟୋଗ ରିପୋର୍ଟ : ସମନ୍ବିତ ବିକାଶ କ୍ଷେତ୍ରରେ ୧୦ ପାଦ ଉପରକୁ ଉଠିଲା ଓଡିଶା

ଭୁବନେଶ୍ବର : ନୀତି ଆୟୋଗ, ଏସଡିଜି ଇଣ୍ଡିଆ ଇଣ୍ଡେକ୍ସର ସୂଚକାଙ୍କରେ ସାରା ଦେଶରେ ଓଡିଶା ପ୍ରଦର୍ଶନ ବେଶ ଉତ୍ସାହ ଜନକ ରହିଛି । ଓଭର ଅଲ ରାଙ୍କିଙ୍ଗରେ ଓଡ଼ିଶା ୧୦ ପାଦ ଉପରକୁ ଉଠିଛି।  ୨୦୧୮ରେ ଓଡ଼ିଶା ୨୬ ତମ ସ୍ଥାନରେ…
Read More...

ବିପିନ ରାୱତ୍ ହେଲେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍

ନୂଆଦିଲ୍ଲୀ: ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତ୍ ହେଲେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ(ସିଡିଏସ୍) । ଆଜି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି । ସେନାମୁଖ୍ୟ ଭାବେ ଜେନେରାଲ ରାୱତ୍ ୩ବର୍ଷର କାର୍ଯ୍ୟକାଳ ଶେଷ…
Read More...

ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡିବ ବିମାନ

ଭୁବନେଶ୍ୱର: ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟକୁ ଉଡିବ ବିମାନ । ଫଳରେ ଗୁଜୁରାଟରେ ରହୁଥିବା ପ୍ରବାସୀ ଓଡ଼ିଆ ଯାତାୟତରେ କୌଣସି ଅସୁବିଧା ରହିବ ନାହିଁ । ଏନେଇ ବେସାମରିକ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ୱିଟ ଯୋଗେ ସୂଚନା…
Read More...

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଂଟିଆଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ପୂର୍ଣ୍ଣ ଖୁଂଟିଆଙ୍କର ଆଜି ପରଲୋକ ଘଟିଛି । ଭୋର ୩ଟାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।ପରିବାର…
Read More...