Browsing Category

Bignews

ନୀଳାଚଳ ଇସ୍ପାତରୁ ପ୍ରତ୍ୟାହାର ହେବ ପୁଞ୍ଜି

ନୂଆଦିଲ୍ଲୀ/ଭୁବନେଶ୍ୱର: ନୀଳାଚଳ ଇସ୍ପାତରୁ ପ୍ରତ୍ୟାହାର ହେବ ପୁଞ୍ଜି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା…
Read More...

ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ; ବାରିପଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଘୋଷଣା କଲେ…

ମୟୁରଭଞ୍ଜ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳଠାରେ ଆଦାନୀ ଶିଳ୍ପ ସଂସ୍ଥାର ସହଯୋଗରେ ପ୍ରତିଷ୍ଠିତ କିସ୍…
Read More...

ଇରାନରେ ବିମାନ ଦୁର୍ଘଟଣା: ୧୭୦ ଯାତ୍ରୀ ମୃତ

ତେହେରାନ: ଇରାନରେ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ସେଥିରେ ଥିବା ୧୭୦ଜଣ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି ।ପ୍ରକାଶ ଯେ, ବିମାନଟି ଇରାନ୍‌ର ରାଜଧାନୀ ତେହରାନ୍‌ ସ୍ଥିତ…
Read More...

ଭାରତ ବନ୍ଦ ଯୋଗୁଁ ରାଜ୍ୟ ପ୍ରଭାବିତ; ଲୋକେ ହନ୍ତସନ୍ତ

ଭୁବନେଶ୍ୱର: ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଦୂର କରିବା, ସର୍ବନିମ୍ନ ବେତନ ବୃଦ୍ଧି କରିବା ସହ ୧୨ ଦଫା ଦାବିରେ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ୨୪ ଘଂଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଫଳରେ ଓଡ଼ିଶାର…
Read More...

ଆଜି ଭାରତ ବନ୍ଦ

ନୂଆଦିଲ୍ଲୀ: ଆଜି ଦେଶର ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି । ଏହି ବନ୍ଦ ଯୋଗୁଁ କୋଟି କୋଟି ପ୍ରଭାବିତ ହେବ । ବ୍ୟାଙ୍କଗୁଡ଼ିକ ବନ୍ଦ ହେବା ଦ୍ୱାରା ଆର୍ଥିକ କାରବାର ବ୍ୟାପକ ଭାବେ ପ୍ରଭାବିତ…
Read More...

ନିର୍ଭୟା ମାମଲା: ୨୨ ତାରିଖ ସକାଳ ୭ଟାରେ ୪ ଅଭିଯୁକ୍ତ ପାଇବେ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ କେବେ ଫାଶୀ ପାଇବେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯାହାର ଆଜି ଅନ୍ତ ଘଟିଛି । ତେବେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତ…
Read More...

ଆସନ୍ତାକାଲି ଗଡିବନି ବସ୍

ଭୁବନେଶ୍ୱର: ଦରଦାମ ବୃଦ୍ଧି, ବେକାରୀ, ନିଯୁକ୍ତି ସମେତ ୧୨ ଦଫା ନେଇ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା କାରଣରୁ ସନ୍ଧ୍ୟା ୬ଟା ଯାଏଁ ବସ୍ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା ୬ଟା…
Read More...

ଆସନ୍ତାକାଲି ଭାରତ ବନ୍ଦ: ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ । ତେବେ ଭାରତ ବନ୍ଦ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ଶିକ୍ଷା ବିଭାଗର ଅତିରିକ୍ତ ସଚିବ ।ଏନ୍‌ଡିଏ ସରକାରଙ୍କ ‘ଦମନକାରୀ ନୀତି’ପ୍ରତିବାଦରେ ୧୦ଟି ଶ୍ରମିକ…
Read More...

ପାନ, ଗୁଟକା ଓ ମାଦକ ଦ୍ରବ୍ୟ ସେବନ କରି ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଥର କୌଣସି ବ୍ୟକ୍ତିବିଶେଷ ଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟକା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରବେଶ କରିପାରିବେନି । ନିୟମକୁ ଉଲ୍ଲଂଘନ କଲେ ଜୋରିମାନା ଆକାରରେ ୧୦୦ ଟଙ୍କା ଦେବାକୁ ପଡିବ ।ଏହି ନିୟମ ୧୫ ତାରିଖରୁ…
Read More...

ପ୍ରକାଶ ପାଇଲା ଓଏଏସ୍ ରେଜଲ୍‌ଟ : ଦେବାଶିଷ ପଣ୍ଡା ଟପ୍ପର

କଟକ : ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ୨୦୧୮ ମସିହା ଲାଗି ଆୟୋଜିତ ରାଜ୍ୟ ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷାରେ ୨୧୮ ଜଣ ପ୍ରାର୍ଥୀ କୃତକାର‌୍ୟ୍ୟ ହୋଇଛନ୍ତି। ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ୭୨ ଜଣ…
Read More...

ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ

ଭୁବନେଶ୍ୱର : ତୃଣମୂଳ ସ୍ତରରୁ କ୍ରୀଡ଼ାର ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଭାରତ ସରକାର ପ୍ରତିବର୍ଷ ୪ଟି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ନୀତିଗତ ନିଷ୍ପତି ନେଇଛନ୍ତି । ଏହି ଚାରିଟି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଖେଲୋ…
Read More...

ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର:  ଅଟୋମେଟିକ୍ ମେକାନିଜିମ୍‌ରେ ବଢ଼ିଲା ବସ୍ ଭଡ଼ା। ଅର୍ଡିନାରି ବସ୍ କିମି ପିଛା ୬୯ ପଇସା ଥିଲା । ହେଲା ୭୦ ପଇସା। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଥିଲା ୭୨ ପଇସା । ହେଲା ୭୩ ପଇସା। ଡିଲକ୍ସ ବସ୍ ଭଡ଼ା ଥିଲା…
Read More...

ଶଙ୍କରାଚାଯ୍ୟଙ୍କୁ ଭେଟି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଆଲୋଚନା

ପୁରୀ : ବର୍ଷକୁ ୩ରୁ୪ ଥର ଗୋବର୍ଦ୍ଧନ ପୀଠରେ ଶ୍ରୀମନ୍ଦିର ପରିଚଳନା କମିଟିର ବୈଠକ ବସିବ। ସ୍ବତଃନୀତି ଅନୁସାରେ ଓ ମନ୍ଦିରର ୮୦୦ ବର୍ଷ ପୁରୁଣା ପରମ୍ପରା ରୀତିନୀତି ଅନୁଯାୟୀ ଶ୍ରୀଜୀଉଙ୍କ ହେବ ସେବା ନୀତି ହେବ।…
Read More...

ଫେବୃଆରୀ ୮ରେ ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ: ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ୧୧ରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଏ ନେଇ ଘୋଷଣା କରିଛନ୍ତି। ମୋଟ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା…
Read More...