Browsing Category

Bignews

୨୦୧୯-୨୦ ପାଇଁ ଲାପଟପ୍ ବଂଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୧୯-୨୦ ବର୍ଷ ପାଇଁ ଲାପଟପ୍ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ୧୦ ଜଣ ଯୁକ୍ତ ଦୁଇର ମେଧାବୀ…
Read More...

ହାଇଦ୍ରାବାଦ୍‌ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ପୁଲିସ ଏନ୍‌କାଉଣ୍ଟର୍‌ରେ ୪ ଅଭିଯୁକ୍ତ ମୃତ

ହାଇଦ୍ରାବାଦ: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ୍‌ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ମୁଖ୍ୟ ଅଭିଯୁକ୍ତଙ୍କର ପୁଲିସ୍‌ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଜଣାଯାଇଛି।ପୁଲିସ ଦାବି କରିଛି ଯେ ଅପରାଧ ଦୃଶ୍ୟର…
Read More...

ସହଜ ହେବ ପାଠପଢା : ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ‘ମଧୁ’ ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର  : ଶିକ୍ଷା ବ୍ୟବସ୍ଥାରେ ଦକ୍ଷତା ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କର ଅଭିନବ ପ୍ରୟାସ 'ମଧୁ' ଆପ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ 'ମଧୁ' ଆପ୍ ର ଶୁଭାରମ୍ଭ…
Read More...

ଫାଇଭି- ଟି ସଚିବଙ୍କ କାର୍ଯ୍ୟକୁ ବିଧାନସଭାରେ ବିରୋଧୀଙ୍କ ପ୍ରଂଶସା

ଭୁବନେଶ୍ବର : ଫାଇଭି- ଟି ସଚିବଙ୍କୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ । ଫାଇଭି -ଟି ସଚିବଙ୍କ କୋରାପୁଟ ଗସ୍ତ ପରେ କୋରାପୁଟ ଜିଲ୍ଲାରେ ସ୍ବାସ୍ଥସେବାରେ ଚିତ୍ର ବଦଳିଛି । ଜିଳ୍ଲାରେ ମେଡିକାଲ ଲାଗି…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ୨୦୨୦ ଅଗଷ୍ଟ ୧୫ରୁ ହାତ ପାଆନ୍ତାରେ ମିଳିବ ସରକାରୀ ସେବା

ଆଉ ଦୈଡିବାକୁ ପଡିବନି ସରକାରୀ ଅଫିସ, ଅନଲାଇନରେ ସେବାଦେବେ ସରକାରଭୁବନେଶ୍ବର : ବ୍ୟାପକ ହେବ ଫାଇଭ- ଟି ଚ୍ୟାଟର । ଲୋକଙ୍କ ପାଖରେ ପହଁଚିବ ସରକାରୀ ସେବା । ୨୦୨୦ ଅଗଷ୍ଟ ୧୫ରୁ ଆଉ ଲୋକଙ୍କୁ ସରକାରୀ ସେବା ପାଇବାକୁ…
Read More...

ଗଞ୍ଜାମରେ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ; ୨୫ରୁ ବାଜିବ “ୱାଟର ବେଲ୍”, ଦିନରୁ ପାଣି ପିଇବେ ୩ଥର

ବ୍ରହ୍ମପୁର: ଜଳ ହିଁ ଜୀବନ, ଏହା ସମସ୍ତଙ୍କୁ ଜଣା। ମଣିଷ ଶରୀରରେ ୬୦ପ୍ରତିଶତ ଜଳ ରହିଥିବା ବେଳେ ରକ୍ତରେ ଜଳର ପରିମାଣ ୯୦ପ୍ରତିଶତ ରହିଥାଏ। ଠିକ୍ ସମୟରେ ଠିକ୍ ପରିମାଣରେ ପାଣି ପିଇବା ଦ୍ବାରା ଶରୀରର ଅଧାରୁ ଅଧିକ…
Read More...

ଅପେକ୍ଷାର ଘଟିଲା ଅନ୍ତ; ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଫଡନାଭିସ୍, ଉପମୁଖ୍ୟମନ୍ତ୍ରୀ ଅଭିତ୍ ପାୱାର ନେଲେ ଶପଥ

ମୁମ୍ବାଇ: ଦୀର୍ଘ ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଚାଲୁଥିବା ମହାନାଟକରେ ଶେଷରେ ଯବନିକା ପଡ଼ିଛି। ରାତାରାତି ପଲଟିଗଲା ପଶାପାଲି।ନାନା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶନିବାର ସକାଳେ ବିଜେପି-ଏନ୍‌ସିପି ମେଣ୍ଟ…
Read More...

ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶା ପାଇଲା ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର: ଇଣ୍ଡିଆ ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଓଡ଼ିଶାକୁ ସ୍ୱଚ୍ଛତା କ୍ଷେତ୍ରରେ ସବୁଠାରୁ ବଡ଼ ରାଜ୍ୟ ଭାବେ ସମ୍ମାନିତ କରାଯାଇଛି ।ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା…
Read More...

ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟସରକାରଙ୍କ ୩ ଏମ୍ଓୟୁ

ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସାକ୍ଷରିତଭୁବନେଶ୍ୱର : ପୌର ପ୍ରଶାସନ ଓ ପୌରସଂସ୍ଥା ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପୌରସଂସ୍ଥା ଗୁଡିକୁ…
Read More...

ଦାୟିତ୍ୱ ନେଲେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି

କଟକ: ରାଜ୍ୟ ପୁଲିସ୍‌ର  ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି  । କଟକ ପୁଲିସ୍‌ ମୁଖ୍ୟାଳୟରେ ପହଞ୍ଚି ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ।ରାଜ୍ୟ ସରକାର ଆସ୍ଥା ପ୍ରକଟ…
Read More...

କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର

ଭୁବନେଶ୍ୱର: ବିଭିନ୍ନ ବାସଗୃହ ଓ ବିଲଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଏବେ ଆଉ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଯିବାକୁ ପଡିବ ନାହିଁ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ…
Read More...

ପୁରସ୍କୃତ ହେଲା ରାଜଧାନୀର ସିଟି ବସ୍

ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଶ୍ରେଷ୍ଠ ସିଟି ବସ୍ ସେବା ଭାବେ ରାଜଧାନୀ ସିଟି ବସ୍ ସେବାକୁ ପୁରସ୍କୃତ କରିଛି। ବେଷ୍ଟ ସିଟି ବସ୍ ସର୍ଭିସ୍ କ୍ୟାଟେଗୋରୀରେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ…
Read More...

ଏଯାବତ୍ ୬୮୧୭ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜ୍ଜୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଯାବତ୍ ରାଜ୍ୟରେ ଲାଞ୍ଚ ନେଇ ଧରାପଡ଼ିବା ଓ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୬୮୧୭ଜଣ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜ୍ଜୁ ହୋଇଛି ବୋଲି ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଶରଦ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ: ସୋମବାର ଦିନ ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡ଼େ। ରାଷ୍ଟ୍ରପତି ଭବନରେ ନିର୍ଦ୍ଧାରିତ ସମୟ ସକାଳ ୯: ୩୦ ମିନିଟ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ…
Read More...