Browsing Category

Bignews

ଅଙ୍ଗଦାନ କରିଥିବା ସୁରଜଙ୍କ ନାଁରେ ପୁରସ୍କାର ଘୋଷଣା; ପିତାମାତାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁରଟରେ ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୂରଜଙ୍କ ନାଁରେ ଏକ ପୁରସ୍କାର ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ…
Read More...

ନଭେମ୍ବର ୧୩ରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର: ଆଗାମୀ ନଭେମ୍ବର ୧୩ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଥର ବିଧାନସଭାର…
Read More...

ପୂର୍ବତନ ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ନିର୍ବାଚନ କମିଶନର ତଥା ରମଣ ମାଗାସେସେରେ ସମ୍ମାନିତ ଟିଏନ୍ ଶେଷନ୍‌ଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ୧୯୯୦ ଡିସେମ୍ବର ୧୨ ତାରିଖରୁ ୧୯୯୬ ମସିହା ଡିସେମ୍ବର ୧୧…
Read More...

କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା

କେନ୍ଦ୍ର ସରକାରଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି ପାଣ୍ଠି ଯୋଗାଡ଼ ଓ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଆଗେଇ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶନୂଆଦିଲ୍ଲୀ: କେନ୍ଦ୍ର ପ୍ରଣୀତ ବିଭିନ୍ନ ସ୍କିମ୍ ଏବଂ କେନ୍ଦ୍ରୀୟ ପାଣ୍ଠିର…
Read More...

ଦେଶତ୍ମାବୋଧର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ, ନିୟୁ ଇଣ୍ଡିଆ ଗଢିବାକୁ ଦେଲେ ଆହ୍ୱାନ

ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନମୋର ପ୍ରିୟ ଦେଶବାସୀ, ମୁଁ ସାରା ଦିନ ପଞ୍ଜାବରେ ଥିଲି । ମୋର କର୍ତବ୍ୟ…
Read More...

ପ୍ରତାପ ଜେନା ପାଇଲେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର: ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍‍, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଜି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ…
Read More...

ଐତିହାସିକ ଅଯୋଧ୍ୟା ରାୟ ପ୍ରକାଶ: ନିର୍ମାଣ ହେବ ମନ୍ଦିର, ମସଜିଦ୍ ପାଇଁ ଦିଆଯିବ ଅନ୍ୟତ୍ର ଯାଗା

ନୂଆଦିଲ୍ଲୀ: ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସ୍‌ଜିଦ୍‌ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଅଯୋଧ୍ୟା ମାମଲାର ଶୁଣାଣି କରି ଶନିବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି। …
Read More...

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ; ୮୦୩୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୦୩୬ କୋଟିର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆଜି ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି। ଏହି ଅତିରିକ୍ତ ବଜେଟକୁ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଅର୍ଥାତ ନଭେମ୍ବର…
Read More...

ଆସୁଛି ସାମୁଦ୍ରିକ ବାତ୍ୟା ‘ବୁଲବୁଲ୍’ : ୪ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସମୁଦ୍ରରେ ଶକ୍ତିଶାଳୀ ହେବାରେ ଲାଗିଛି ବୁଲବୁଲ | ଯଦିଓ ଏହା ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ନାହିଁ  ତଥାପି ୪ଟି ଜିଲ୍ଲାକୁ ସତର୍କ ରହିବାକୁ କହିଛି ଆଞ୍ଚଳିକ ପାଣିପାଗ ବିଭାଗ | ଆଞ୍ଚଳିକ ପାଣିପାଗ ବିଭାଗ…
Read More...

ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ହେଲେ ବିଭୁ ପ୍ରସାଦ ରାଉତରାୟ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନ୍ୟାୟିକ ଅଧିକାରୀ (ଜୁଡିସିଆଲ୍‌ ଅଫିସର) ବିଭୁ ପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ଏସଂକ୍ରାନ୍ତୀୟ ବିଧିବଦ୍ଧ ବିଜ୍ଞପ୍ତି ଆଜି କେନ୍ଦ୍ର ସରକାରଙ୍କ…
Read More...

କର୍କଟ ରୋଗୀଙ୍କ ପାଇଁ ଜିଲ୍ଲାସ୍ତରୀୟ ପାଲିଏଟିଭ୍ କେୟାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ସମୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଲଗାତର ଭାବେ ପ୍ରୟାସ ଜାରି ରଖିଛନ୍ତି । ଅନେକ ସମୟରେ କର୍କଟ ରୋଗୀ…
Read More...

“ମୋ ବସ୍”ରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ; ଟିକେଟ କାଟିଲେ, ଯାତ୍ରୀଙ୍କ ସହ କଥା ହେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ‘ମୋ ବସ୍‌’ରେ ବସି ଯାତ୍ରା କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ ସେବାର ୧ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋ ବସ୍‌ରେ ବିଜୁ ପଟ୍ଟନାୟକ…
Read More...

କଟକ ବଡ଼ ଡାକ୍ତରଖାନାକୁ ଏମସ୍ ପ୍ଲସ୍ ସୁବିଧା; ୧୦୦୦କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବଡ଼ମେଡ଼ିକାଲ ଲାଗି ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।  ଆଜି ଲୋକସେବା…
Read More...

କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮କୋଟି ୫୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଆଜି ସଂନ୍ଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରୁ…
Read More...