Browsing Category

Bignews

ଜାରିହେଲା ବିଜ୍ଞପ୍ତି : ସରକାରୀ କାର୍ଯ୍ୟରେ ଓଡିଆ ଭାଷାକୁ ଅବହେଳା କଲେ ଦଣ୍ଡ

ଅଗଷ୍ଟ ୧୫ରୁ ସରକାରୀ କାର୍ଯ୍ୟରେ କଡାକଡି ହେବ ଓଡିଆ ଭାଷାଭୁବନେଶ୍ୱର : ସାରା ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ସରକାରୀ କାର୍ଯ୍ୟରେ ଓଡିଆ ଭାଷାକୁ କଡା କଡି କରାଯାଇଛି। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ଓଡିଶା…
Read More...

ମୋଦୀ ଦେଶର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ

ଇଣ୍ଡିଆଟୁଡ଼େ ଓ କାରବି ଇନସାଇଟ ସର୍ଭେନୂଆଦିଲ୍ଲୀ: କେନ୍ଦ୍ରରେ ଦ୍ଵିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି ଜ୍ଝ ମୋଦୀଙ୍କ କାମ କରିବା ଶୈଳୀକୁ ଲୋକ ପସନ୍ଦ…
Read More...

ପୋଲିସ ପଦକ ଘୋଷଣା: ଓଡ଼ିଶାରୁ ୧୧ଜଣ ପାଇବେ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ:ଚଳିତ ବର୍ଷ ସ୍ୱାଧିନତା ଦିବସ ଅବ୍ୟହତ ପୂର୍ବରୁ ପୋଲିସ ପଦକ ଘୋଷଣା କରାଯାଇଛି । ଏହି ପଦକରେ ଓଡ଼ିଶାର ମୋଟ ୨୩ଜଣ ପୋଲିସ କର୍ମଚାରୀ ପୋଲିସ ସାହାସିକତା ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା…
Read More...

ହୀରାକୁଦ ଛାଡିଲା ପ୍ରଥମ ବନ୍ୟା ଜଳ

ସମ୍ବଲପୁର :ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ସମସ୍ତ ପ୍ରକ୍ରିୟା ସମ୍ପନ୍ନ ପରେ ପ୍ରଥମେ ପ୍ରଶାସନ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଅନ୍ୟ ବର୍ଷ ଭଳି ପ୍ରଥମେ ସାଙ୍କେତିକ…
Read More...

୭ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୪୮ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି…
Read More...

୭ ଜଣଙ୍କ ଚାକିରି ଖାଇବା ପରେ ପୁଲିସ ହାତରେ ବଣି

ନୟାଗଡ଼: ଧରାପଡ଼ିଲା ବଣି ଓରଫ ତପନ ରାଉତ। ୭ ଜଣଙ୍କ ଚାକିରି ଖାଇବା ପରେ ବଣି ଧରାପଡ଼ିଛି। ତପନ ରାଉତକୁ ନୟାଗଡ଼ ପୁଲିସ ଧରିଛି। ୩ ଥର ଫେରାର ହୋଇଯାଇଥିବା ବଣି ନିଜ ଗାଁ କରବର ନିକଟ ଜଙ୍ଗଲରେ ଲୁଚିଥିବା ବେଳେ ଧରାପଡ଼ିଛି।…
Read More...

କଟକ ଏସସିବିରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ: ଆଜି କଟକ ଏସସିବି ମେଡ଼ିକାଲରେ ଜଣେ ଚିକିତ୍ସାଧିନ ଅବସ୍ଥାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଜୁଲାଇ ୨୯ରୁ ଚିକିତ୍ସିତ ହେଉଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଜଣେ ମହିଳା…
Read More...

ସ୍କୁଲରେ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା କ୍ଲାସ କରିବେ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ବ୍ୟବସ୍ଥା ଆପଣାଯାଉଛି  । ଏଣିକି ସ୍କୁଲ ଗୁଡ଼ିକରେ ଇଂରାଜୀ ,ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦିଆଯିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…
Read More...

୨ଦିନ ଧରି ପ୍ରବଳ ବର୍ଷା !

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ଯୋର୍ଗୁ ଓଡ଼ିଶାରେ ଆସନ୍ତା ୧୩ ଓ ୧୪ତାରିଖ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଲର୍ଟ…
Read More...

ପୁଣି ବଢ଼ିଲା ସୁନା ଦର

ନୂଆଦିଲ୍ଲୀ : ସୋମବାରଦିନ ସୁନାଦର ପୁଣି ରେକର୍ଡ ସ୍ତରରେ ପହଞ୍ଚିଛି । ଦିଲ୍ଲୀର ସୁନା ବଜାରରେ ୧୦ ଗ୍ରାମପିଛା ୫୦ ଟଙ୍କା ବୃଦ୍ଧି ପାଇ ୩୮,୪୭୦ ଟଙ୍କାରେ ପହଞ୍ଚିଛି । ଗତ ଗୁରୁବାରଦିନ ସୁନା ପ୍ରଥମଥର ପାଇଁ ଏହି ଉଚ୍ଚତାରେ…
Read More...

ହ୍ରାସ ପାଇଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ସର୍ବକାଳିନ ରେକର୍ଡ ଭାଙ୍ଗିବା ପରେ ସୁନା ଦର ହ୍ରାସ ପାଇଛି। ତେବେ ଆଗକୁ ବିବାହ ଋତୁ ଆସୁଥିବା ବେଳେ ସୁନାଗହଣା କିଣିବା ପାଇଁ ଯୋଜନା ରଖିଥିବା ଗ୍ରାହକଙ୍କ ପାଇଁ ଏହା ଖୁସି ଖବର। ସୁନା ଦର କିଛି ଦିନ ହେଲାଣି…
Read More...

ବଢ଼ିଲା ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’

ନୂଆଦିଲ୍ଲୀ: ସିବିଏସ୍‌ଇ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ପଢ଼ୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’କୁ ୨୪ ଗୁଣା ବଢ଼ାଇଛନ୍ତି କତ୍ତୃପକ୍ଷ। ଫଳରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ…
Read More...

ବଢିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ:  ପୁଣି ବଢିଲା ସୁନା ଦର । କିଛି ଦିନ ହେବ ଲଗାତାର ଭାବେ ସୁନା ରୂପା ଦରରେ ବୃଦ୍ଧି ଘଟୁଛି । ପୁଣି ବଜାରରେ ସୁନାର ମୂଲ୍ୟ ବୃଦ୍ଧି ବ୍ୟବସାୟୀ ତଥା ସୁନା କେତ୍ରାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସୁନା ଦର…
Read More...

ଆଇଏଫଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଫଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୮୭ ବ୍ୟାଚ୍ ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ(ଆଇଏଫଏସ) ଅଫିସର ସୁଶୀଲ କୁମାର…
Read More...