Browsing Category

Bignews

ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ :ଶେଷ ଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଆଜି ଦିନ ୩ଟା ୨୦ଟାରେ ଅରୁଣ ପଂଚଭୂତରେ ଲୀନ ହୋଇଛନ୍ତି ଜେଟଲି । ସେ ଏବେ ଆମ ଗହଣରେ ଆଉ ନାହାଁନ୍ତି । ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ହିନ୍ଦୁ…
Read More...

‘ମନ୍ କି ବାତ୍’: ଶ୍ରୀକୃଷ୍ଣ-ସୁଦାମାଙ୍କ ମିତ୍ରତା ସମ୍ପର୍କରେ ଗାଥା ବଖାଣିଲେ ମୋଦି

ନୂଆଦିଲ୍ଲୀ: ଆଜି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨ୟ 'ମନ କି ବାତ' କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତି ମାସର…
Read More...

ଏସଆରସି ବିଷ୍ଣୁପଦ ସେଠୀ ବିଶ୍ୱକୁ ବାଣ୍ଟିବେ ଓଡିଶାର ସଫଳ ବିପର୍ଯ୍ୟୟ ମୁକାବିଲା ସୁତ୍ର

୨୬ରୁ ବ୍ୟାଙ୍କକକରେ ଜାତୀୟ ବିପର‌୍ୟ୍ୟୟ ମୁକାବିଲା ସପ୍ତାହଭୁବନେଶ୍ୱର : ବିଶ୍ୱ ଶୁଣିବ ଓଡିଶାର ସଫଳ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ବିପର୍ଯ୍ୟୟ ପରର ସଫଳ ପୁନରୁଦ୍ଧାର ଏବଂ ଥଇଥାନ କାହାଣୀ । ବିଶ୍ୱ ଦରବାରରେ…
Read More...

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ…
Read More...

ବଦଳିବ ପୁରୀର ରୂପରେଖ: ୫୦୦ କୋଟି ହେବ ଖର୍ଚ୍ଚ

ଭୁବନେଶ୍ୱର: ପର୍ଯ୍ୟଟନ ସହର ପୁରୀର ଭିତ୍ତିଭୂମି ବିକାଶ ଲାଗି ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ୫୦୦…
Read More...

ଯୁକ୍ତ ତିନିରୁ ଅଲଗା ହେବ ଯୁକ୍ତ ଦୁଇ

ଭୁବନେଶ୍ୱର:ଏଣିକି ଗୋଟିଏ କଲେଜରେ ଯୁକ୍ତ ୩ ସହ ରହିବନି ଯୁକ୍ତ ୨ । ନୂତନ ନିଯୁକ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ନିୟମ ଲାଗୁ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି ।ଆଜି…
Read More...

ରାଜୀବ ଗୌବା ନୂଆ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ମାସ ୩୦ତାରିଖରୁ ସେ ପି.କେ ସିହ୍ନାଙ୍କ ସ୍ଥାନରେ ଏହି ପଦଭାର ଗ୍ରହଣ କରିବେ ଓ ଆସନ୍ତା ଦୁଇ ବର୍ଷ…
Read More...

ପୁଲିସ୍ କମିଶନର ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱର-କଟକର ନୂଆ ପୁଲିସ୍‌ କମିଶନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସେ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌। ଡକ୍ଟର ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ…
Read More...

ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି, ଲୁକ୍ ଆଉଟ୍ ନୋଟିସ୍ ଜାରି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଆଗୁଆ ଜାମିନ୍ ପାଇଁ ଚିଦାମ୍ୱରମଙ୍କ ଆବେଦନର ଶୁଣାଣି କରିଥିବା ଜଷ୍ଟିସ ରମନା କୌଣସି ତତ୍କାଳ ଆଦେଶ ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ସେ ଜାମିନ ଆବେଦନ ମାମଲାକୁ ପ୍ରଧାନ…
Read More...

ଚିଦାମ୍ବରମଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରଙ୍କ ଘରେ ସିବିଆଇ ରେଡ୍‍। ଦିଲ୍ଲୀ ସ୍ଥିତ ଚିଦାମ୍ବରମଙ୍କ ବାସଭବନରେ ରେଡ୍‍ କରିଛନ୍ତି ସିବିଆଇର ୫ରୁ ୬ ଅଫିସର। କିନ୍ତୁ ସେହି ସମୟରେ…
Read More...

ସେପ୍ଟେମ୍ବର ୧ରୁ ରାଜ୍ୟରେ “ୱାନ ନେସନ ୱାନ ରାସନ କାର୍ଡ଼” ଲାଗୁ

ଭୁବନେଶ୍ୱର:ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । “ୱାନ ନେସନ ୱାନ ରାସନ କାର୍ଡ଼”  ବ୍ୟବସ୍ଥା ଅନୁସାରେ ସମସ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଧ୍ୟ ଏହି…
Read More...

ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ଶ୍ରୀହରିକୋଟା:ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପାଇଁ ମଙ୍ଗଳବାର ଆସିଛି ଖୁସି ଖବର  । ବହୁ ପ୍ରତିକ୍ଷାର ଅନ୍ତପରେ ଭାରତୀୟ ଉପଗ୍ରହ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର କକ୍ଷପଥରେ ପ୍ରବେଶ କରିଛି । ସକାଳ ୯ଟା୨ ମିନିଟ୍‌ରେ…
Read More...

୫ ଶିଶୁ ଶ୍ରମିକ ଉଦ୍ଧାର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଂଚଳରୁ ଗତକାଲି ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘସିପୁରାରେ ଥିବା ଏକ ମିଠା ଦୋକାନରେ ପୋଲିସ ଚଢ଼ାଉ କରି ଶିଶୁମାନଙ୍କୁ ଉଦ୍ଧାର କରିଛି ।…
Read More...

ଏଣିକି ବିଜୁଳି ଚୋରି ରୋକିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର

ଭୁବନେଶ୍ୱର:ବିଜୁଳି ଚୋରି ରୋକିବାକୁ ଲାଗିବ ପ୍ରିପେଡ୍ ଓ ସ୍ମାର୍ଟ ମିଟର। ଏହି ପ୍ରିପେଡ୍ ମିଟର ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ। ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ରିପେଡ୍ ମିଟର ଲଗାଯିବ। ମିଟରରେ…
Read More...