Browsing Category

Bignews

୪୮ ଓଏଏସ ଅଫିସରଙ୍କ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୪୮ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଅଧିକାଂଶ ଜିଲ୍ଲାର ଡିଆରଡିଏ…
Read More...

ବିଧାୟିକା ଭାବେ ଶପଥ ନେଲେ ସାବିତ୍ରୀ ଅଗ୍ରଓ୍ଵାଲ

ଭୁବନେଶ୍ୱର: ପାଟକୁରା ବିଧାୟିକା ଭାବେ ସାବିତ୍ରୀ ଅଗ୍ରଓ୍ଵାଲ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ପାଟକୁରା ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ସେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକା ନାଟକର ଶେଷ ଦୃଶ୍ୟରେ ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏସ୍‌ ୟେଦ୍ଦୁରପ୍ପା। ତାଙ୍କୁ ରାଜ୍ୟପାଳ ବାଜୁଭାଇ ବାଲା ପଦବୀ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।…
Read More...

୧୨ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଫାଶୀ ଦଣ୍ଡ

ଅନୁଗୁଳ:ଅନୁଗୁଳ ୧୨ ବର୍ଷର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ମିଳିଛି । ଦୋଷୀକୁ ପୋକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା…
Read More...

ଜେଲରୁ ମୁକୁଳିଲେ ବାବା ସାରଥୀ, ଜାଣନ୍ତୁ କାହାକୁ କଲେ ପ୍ରଥମ ପ୍ରଣାମ

କଟକ : ଜାମିନ ପାଇ ଚୌଦ୍ୱାର ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି ଆତ୍ମ ଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥି। ଆଜି ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। ଜେଲର ରହିବାର ଦୀର୍ଘ ୪ ବର୍ଷ ପରେ ଆଜି ସେ…
Read More...

ପାଟକୁରା ଫଳାଫଳ: ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ

କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରିଛନ୍ତି। ସମସ୍ତ ୧୮ ରାଉଣ୍ଡ ଗଣତି ସୁଦ୍ଧା…
Read More...

ପାଟକୁରା ଫଳାଫଳ: ସରିଲା ୧୬ ରାଉଣ୍ଡ, ଆଗେଇ ଚାଲିଛି ବିଜେଡି

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଜିତିବା ଲକ୍ଷ୍ୟରେ ଆଗେଇ ଚାଲିଛି ବିଜେଡି। ୧୬ ରାଉଣ୍ଡ ସୁଦ୍ଧା ୧୭, ୨୩୪ ଭୋଟରେ ବିଜେଡି ଆଗୁଆ ରହିଛି।ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୮୯, ୩୮୯ ଖଣ୍ଡ ଭୋଟ ମିଳିଥିବା…
Read More...

ପାଟକୁରା ଫଳାଫଳ: ୧୩ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଗେଇ ଚାଲିଛି ଭୋଟ୍ ଗଣତି । ୧୩ ରାଉଣ୍ଡ ସୁଦ୍ଧା ବିଜେଡି ୧୬, ୫୨୫ ଭୋଟରେ  ଆଗୁଆ ଅଛି।ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କ ଖାତାରେ ୭୪, ୭୪୫ ଭୋଟ ପଡ଼ିଥିବା ବେଳେ ,…
Read More...

ବଢ଼ିଲା ଆୟକର ରିଟର୍ଣ୍ଣ ଅବଧିର ତାରିଖ

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲର ଅବଧି ଅଗଷ୍ଟ ୩୧କୁ ବୃଦ୍ଧି କଲେ କେନ୍ଦ୍ର ସରକାର। ପୂର୍ବରୁ ଏହି ଆୟକର ରିଟର୍ଣ୍ଣର ତାରିଖ ଅବଧି ଜୁଲାଇ ୩୧ ଥିଲା। ଏବେ ମାସେ ଆହୁରି ଅବଧି ବଢ଼ିବା ପରେ ଅଧିକ ସଂଖ୍ୟାର ଲୋକ ଏହି ଆୟକର…
Read More...

ପାଟକୁରା ଫଳାଫଳ: ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡ଼ା:   ପାଟକୁରା ବିଧାନସଭା ଆସନ ଲାଗି ୧୦ମ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ବିଜେଡି  ୧୪, ୯୫୮ ଭୋଟରେ ଆଗୁଆ ଅଛି ।ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କୁ ୧୦ମ ରାଉଣ୍ଡ ସୁଦ୍ଧା ୫୮, ୯୧୯ ଖଣ୍ଡ…
Read More...

ବଢ଼ିଲା ସୁନା ଓ ରୂପାର ଦର

ନୂଆଦିଲ୍ଲୀ: ଆଜି ସୁନା ଓ ରୂପାର ଦର ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମର ଦର ୩୫,୯୭୦ ଟଙ୍କା ରହିଛି। ସେହିପରି ରୂପା ଦର କେଜି ପିଛା ୨୬୦ ଟଙ୍କା ବୃଦ୍ଧି ପାଇ ୪୧,୯୬୦ ଟଙ୍କାରେ ପହଞ୍ଚିଛି।…
Read More...

ଇତିହାସ ରଚିଲା ଇସ୍ରୋ: ଚନ୍ଦ୍ରପୃଷ୍ଠକୁ ଗଲା ଚନ୍ଦ୍ରଯାନ-୨

ବିଜୟନଗର: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ପରିଶେଷରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୨। ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା…
Read More...

ପାଟକୁରା ନିର୍ବାଚନ: ୩ଟା ସୁଧା ୬୧% ମତଦାନ

କେନ୍ଦ୍ରାପଡା:ଦିନ ୩ଟା ସୁଧା ପାଟକୁରାରେ ୬୧ ପ୍ରତିଶତ ମତଦାନ ହୋଇଛି । ଅନେକ ବୁଥରେ ମହିଳା ଏବଂ ଯୁବ ଭୋଟର ମତଦାନ କରୁଥିବା ଦେଖିବାକୁ ମିଳିଛି ।ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।  …
Read More...

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ପୁତ୍ର ସଂଦୀପ ଦୀକ୍ଷିତ ଏବେ କଂଗ୍ରେସ ସଦସ୍ୟ…
Read More...