Browsing Category

Bignews

ଚିଟଫଣ୍ଡ କମ୍ପାନୀରେ ୧୦ ହଜାରୁ ଅଧିକ ଟଙ୍କା ଜମାକାରୀଙ୍କୁ ମିଳିବନି କ୍ଷତିପୁରଣ

ଭୁବନେଶ୍ୱର : ଚିଟଫଣ୍ଡ କମ୍ପାନୀରେ ୧୦ ହଜାରୁ ଅଧିକ ଟଙ୍କା ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀ ସେମାନଙ୍କ ଅର୍ଥ ଫେରି ପାଇବେ ନାହିଁ । ୧୦ ହଜାରରୁ ଅଧିକ ଟଙ୍କାରଜମାକାରୀଙ୍କୁ ଅର୍ଥ ଫେରାଇବାକୁ ସରକାରଙ୍କ…
Read More...

ରଥରେ ସରିଲା ଅଧରପଣା ନୀତି, କାଲି ନିଳାଦ୍ରୀ ବିଜେ କରିବେ ମହାବାହୁ

ପୁରୀ : ରଥଯାତ୍ରାର ଏକ ଅଂଶ ସ୍ୱରୂପ ଶ୍ରୀକ୍ଷେତ୍ରରେ ବଡଦାଣ୍ଡରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସରିଛି । ରଥ ଉପରେ ମହାପ୍ରଭୁଙ୍କ ଅଧର ଉଚ୍ଚର ୩ଟି ଲେଖାଏ ହାଣ୍ଡିରେ ଅଧରପଣା ଭୋଗ ହୋଇଛି । ଏହି ପଣା ଭୋଗର ଏକ…
Read More...

ଭାରତର ଜହ୍ନ ଯାତ୍ରା

ଭୁବନେଶ୍ବର : କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି । ଆଜି ରାତି ୨ଟା ୫୧ । ଗଭୀର ରାତିରେ ସାରା ଦେଶ ଶୋଇଥିବା ବେଳେ ଶ୍ରୀହରିକୋଟା ଥିବ ଚଳଚଞ୍ଚଳ । ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିବାକୁ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଭାରତ…
Read More...

ଡାକ୍ତରଙ୍କ ସୁରକ୍ଷା ଲାଗି କେନ୍ଦ୍ର ଜାରିକଲା ଆଡଭାଇଜରି

ରାଜ୍ୟ ସରକାର କହିଲେ ଦର୍ଜମା କରି ନେବେ କାର୍ଯ୍ୟନୁଷ୍ଠାନଭୁବନେଶ୍ବର :  ଡାକ୍ତରଙ୍କ ସୁରକ୍ଷା ଲାଗି ଆଡଭାଇଜରି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରି  ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର…
Read More...

ଓସଡମାର ସଫଳତା : ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୩୧ପ୍ରତିଶତ କମିଲା

ପ୍ରାକ ସତର୍କ ସୂଚନା ଫଳରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ରେକଡ ସଂଖ୍ୟାରେ କମିଛିଭୁହନେଶ୍ୱର : ବିଜୁଳି ଏବଂ ବଜ୍ରପାତ ସଂପର୍କରେ ଲୋକଙ୍କୁ ପ୍ରାକ ସୂଚନା ଦିଆଯିବା ଫଳରେ ଓଡିଶାରେ ବଜ୍ରପାତ ଜନିତ ୩୧%…
Read More...

ସୁନାବେଶରେ ରଥାରୁଢ଼ ଶ୍ରୀଜିଉ

ପୁରୀ : ଆଷାଢ଼ ଶୁକ୍ଳ ଏକାଦଶୀ । ଶ୍ରୀକ୍ଷେତ୍ରରେ ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହଙ୍କ ଦୁର୍ଲଭ ସୁନାବେଶ । ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ । ମହାପ୍ରଭୁଙ୍କର ଏହି ବେଶକୁ ରାଜରାଜେଶ୍ବର ବେଶ ବୋଲି ମଧ୍ୟ…
Read More...

ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉ ବିଚାରପତିଙ୍କ ରାୟ : ରାଷ୍ଟ୍ରପତି

ଚେନ୍ନାଇ: କେବଳ ନ୍ୟାୟ ସୁନିଶ୍ଚିତ କରିବା ଯଥେଷ୍ଟ ନୁହେଁ, କୌଣସି ମାମଲାରେ ଜଡ଼ିତ ଥିବା ବିଭିନ୍ନ ପକ୍ଷ ମଧ୍ୟ ବିଚାରପତିଙ୍କ ରାୟକୁ ସେମାନଙ୍କ ନିଜ ଭାଷାରେ ବୁଝିବା ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ…
Read More...

ସ୍ବେଚ୍ଛାକୃତ ଅବସର ନେଇ ରାଜ୍ୟ ଲୋକାୟୁକ୍ତ ସଦସ୍ୟ ହେବେ ଡିଜିପି ଆରପି ଶର୍ମା !

ଡିଜିପି ଚର୍ଚ୍ଚାରେ ୪ ଆଇପିଏସ୍ଭୁବନେଶ୍ୱର : ବଦଳିବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ। ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ରାଜ୍ୟ ଲୋକାୟୁକ୍ତ ସଦସ୍ୟ ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦଙ୍କ ନାଁକୁ ମନୋନୟନ…
Read More...

ପାଟକୁରା ନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣିଆ ପ୍ରଚାରକ ତାଲିକା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ଏଆଇସିସି ସାଧାରଣ ସଂପାଦକ ତଥା…
Read More...

ପାଟକୁରା ପାଇଁ ବିଜେଡି, ବିଜେପି ପ୍ରକାଶ କଲେ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ ବିଜେଡି ଓ ବିଜେପି  ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ୪୦ ଜଣ ସଦସ୍ୟ ଅଛନ୍ତି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ନିଜେ…
Read More...

ବସ୍‌ ଭଡ଼ା ବଢ଼ିଲା

ଭୁବନେଶ୍ୱର:ତୈଳ ଦର ବୃଦ୍ଧି ଯୋଗୁଁ ବଢ଼ିଲା ବସ୍‌ ଭଡ଼ା। ଡିଜେଲ ଦର ବୃଦ୍ଧି ସହ ବଢ଼ିଲା ବସ୍ ଭଡ଼ା। ପୂର୍ବରୁ ଅର୍ଡିନାରି କିମି ପିଛା ୬୮ ପଇସା ଥିଲା ବେଳେ ଏବେ ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା…
Read More...

ଫାଇନାଲରୁ ବାଦ୍ ପଡିଲା ଭାରତ

ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା…
Read More...

ଦୂତୀ ଜିତିଲେ ସ୍ୱର୍ଣ୍ଣ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ପୁଣି ଏକ ସଫଳତା ସାଉଁଟିଛନ୍ତି । ସେଠାରେ ଚାଲିଥିବା କ୍ରୀଡ଼ାରେ ଦୂତି ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି…
Read More...

ଫନି ମୁକାବିଲା ସମ୍ବନ୍ଧିତ ପ୍ରାମାଣିକ ଚିତ୍ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ‘ଫନି’କୁ ଚଟାଣ ଭଳି ସାମ୍ନା କରି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷା ଦେଇଥିବା ଓଡ଼ିଶା ପୁଲିସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେତେବେଳେ ଗତ ମେ’ ୩ ତାରିଖରେ ‘ଫନି’ ଫଣାରେ…
Read More...