Browsing Category

Bignews

ଦିଲ୍ଲୀରେ ଓଡ଼ିଶାର ୮ ସାଂସଦ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆଜି ସାକ୍ଷାତ କରିଛନ୍ତି ଓଡିଶାର ନବ ନିର୍ବାଚିତ ୮ ଜଣ ସାଂସଦ। ଏହାପରେ ସେମାନେ ବିଜେପି ସଂସଦୀୟ ଦଳ ବୈଠକରେ ଯୋଗ ଦେବାକୁ ଯାଇଥିବା ସୂଚନା ମିଳିଛି।ବିଜେପି…
Read More...

ମଦର୍ସ ଡାଇରୀ ଦୁଗଧ ଦର ଲିଟର ପିଛା ୨ ଟଙ୍କା ବଢାଇଲା

ନୂଆଦିଲ୍ଲୀ : ଅମୂଲ ପରେ ଦେଶର ଆଉ ଏକ ପ୍ରମୁଖ ଦୁଗଧ କମ୍ପାନି ମଦର୍ସ ଡାଇରୀ ମଧ୍ୟ ନିଜର ଦୁଗଧ ଦର ବଢାଇଛି । ଜାତୀୟ ଡାଇରୀ ଡେଭଲପମେଣ୍ଟ ବୋର୍ଡ ଅଧିନରେ ଥିବା ଏହି କମ୍ପାନି ଦୁଗଧ ଲିଟର ପିଛା ୨ ଟଙ୍କା ବଢାଇଛି । ଏହି ନୂଆ…
Read More...

ଭାଙ୍ଗିଲା ଷୋଡ଼ଶ ଲୋକସଭା: ଆଜି ସଂଧ୍ୟାରେ ଏନ୍‌ଡିଏ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଷୋଡ଼ଶ ଲୋକସଭା ଭଙ୍ଗ କରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି କୋବିନ୍ଦ ତୁରନ୍ତ ଏହି ପଦକ୍ଷେପ ନେଇଛନ୍ତି। ରାଷ୍ଟ୍ରପତି…
Read More...

ଆସନ୍ତାକାଲି ମାଆଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଆଗାମୀ ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ତେବେ ତା‘ ପୂର୍ବରୁ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୬ ତାରିଖ) ମାଆ ହୀରା ବେନଙ୍କୁ ଭେଟିବାଲାଗି ଗୁଜୁରାଟ…
Read More...

ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀ ୟୁନୁସ୍‌ ଅନ୍‌ସାରୀ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଗୁଇନ୍ଦାମାନଙ୍କ ଠାରୁ ସୂଚନା ପାଇବା ପରେ ଶୁକ୍ରବାର ଦିନ ନେପାଳ ପୁଲିସ ଅଣ୍ଡର୍‌ଓ୍ଵାଲ୍‌ର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀ ୟୁନୁସ୍‌ ଅନ୍‌ସାରୀଙ୍କୁ ଗିରଫ କରିଛି।ଏହାଛଡ଼ା ପୁଲିସ…
Read More...

ସୁରତରେ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

ସୁରତ : ଗୁଜୁରାଟର ସୁରତରେ ଆଜି ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରତି ମୃତକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା…
Read More...

ଶପଥ ନେଲେ ସୁପ୍ରିମକୋର୍ଟର ୪ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୪ ନୂଆ ବିଚାରପତି ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ…
Read More...

ଆଡଭାନୀଙ୍କ ଭଳି ମହାନ ନେତାଙ୍କ ପାଇଁ ବିଜେପି ସଫଳ ହୋଇଛି: ମୋଦୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବଡ଼ ଧରଣର ସଫଳତା ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି। ସେମାନଙ୍କ ଅବଦାନ ପାଇଁ ଦଳର ଅଭିବୃଦ୍ଧି…
Read More...

ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦୀ

ନୂଆଦିଲ୍ଲୀ: ବିଶାଳ ବିଜୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ…
Read More...

ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ

ଭୁବନେଶ୍ୱର : ୨୦୧୯ର ସାଧାରଣ ନିର୍ବାଚନର ଫଳାଫଳ ରାଜ୍ୟ କଂଗ୍ରେସକୁ ଦୋହଲାଇ ଦେଇଛି । ରାଜ୍ୟରେ ନେତୃତ୍ଵ ନେବାରେ ବିଫଳ ହେବା ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ତାଙ୍କ…
Read More...

ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଜାକିର ମୁସା ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଜାକିର ମୁସା ନିହତ ହୋଇଛି। ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲାରେ ପ୍ରଭାବ ବିସ୍ତାର କରିଥିବା ମୁସାକୁ ସେନା, ସିଆରପିଏଫ ଏବଂ ରାଜ୍ୟ ପୁଲିସ ମିଳିତ ଅପରେଶନ କରି…
Read More...

ସୋମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ!

ଭୁବନେଶ୍ବର : ୨୦୧୯ ନିର୍ବାଚନରେ ବିଜେଡିକୁ ସଫଳତା ମିଳିଛି। ଏହାସହ କ୍ରମାଗତ ପଞ୍ଚମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ନେବେ ବୋଲି…
Read More...

ବିଜେପୁରରୁ ଜିତିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସନତ କୁମାର ଘଡତିଆଙ୍କୁ ୫୬ ହଜାର ୫୩୩ ଖଣ୍ଡ ଭୋଟରେ ହରାଇଛନ୍ତି । ଚଳିତ ନିର୍ବାଚନରେ…
Read More...

ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର: ବିଜେଡିକୁ ପୁଣି ଥରେ ରାଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳାଫଳକୁ ନେଇ ପ୍ରତିକ୍ରିୟାର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସା ରଖିଥିବାରୁ…
Read More...