Browsing Category
Bignews
ଚମ୍ପୁଆ ବିଧାନସଭା ଆସନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ମୀନାକ୍ଷୀ ମହାନ୍ତ
ଭୁବନେଶ୍ୱର: ପୂର୍ବ ପରମ୍ପରା ଭାଙ୍ଗି ବିଜୁ ଜନତା ଦଳ ପ୍ରାର୍ଥୀ ମୀନାକ୍ଷୀ ମହାନ୍ତ କେନ୍ଦୁଝର ଜିଲ୍ଳାର ଚମ୍ପୁଆ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ଗତ ୨ ଥର ଯାକ ଏହି ଆସନକୁ ସ୍ୱାଧୀନ ପ୍ରାର୍ଥୀମାନେ ଜିତିଥିବା ବେଳେ!-->…
Read More...
Read More...
ମେ’ ୩୦ରେ ଆନ୍ଧ୍ରପ୍ରଦେଶର ମଙ୍ଗ ଧରିବେ ଜଗନ ମୋହନ
ଆନ୍ଧପ୍ରଦେଶ: ଆଜି ଦେଶର ଲୋକସଭା ସହିତ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଉଛି । ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ଗଣନା ଚାଲିଛି । ତେବେ ଯାହା!-->…
Read More...
Read More...
କ’ଣ ଏଥର ଫିଲ୍ମ କଳାକାର ରାଜନୀତିରେ ବାଜି ମାରିବେ ଜାଣନ୍ତୁ
ଭୁବନେଶ୍ୱର : ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ କେତେକ ବଲିଉଡ୍, ଓଲିଉଡ୍, ଭୋଜପୁରୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ କଳାକାରମାନେ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିଲେ । ଆସନ୍ତୁ ଜାଣିବା ପ୍ରଥମେ ସେମାନଙ୍କ ମଧ୍ୟରୁ!-->…
Read More...
Read More...
ନବୀନ ପଟ୍ଟନାୟକଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଏବଂ ଜଗନ ମୋହନ!-->!-->!-->…
Read More...
Read More...
ଅମିତ ଶାହା ୫୧୧୧୮୦ ଓ ପ୍ରଧାନମନ୍ତ୍ରୀ ମୋଦି ୪ ଲକ୍ଷ ଭୋଟ୍ରେ ଆଗୁଆ
ନୂଆଦିଲ୍ଲୀ: ନିର୍ବାଚନ କମିସନ୍ଙ୍କ େଓ୍ଵବ୍ସାଇଟ୍ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରେ ୪ ଲକ୍ଷ ଭୋଟ୍ରେ ଆଗୁଆ ରହିଛନ୍ତି। ତାଙ୍କ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ।!-->!-->!-->…
Read More...
Read More...
ରାଜସ୍ଥାନରେ ଖାତା ଖୋଲିନି କଂଗ୍ରେସ !
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ୨୦୧୯ର ଭୋଟ ଗଣତି ଚାଲିଥିବା ବେଳେ ରାଜସ୍ଥାନରେ କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲି ନଥିବା ସୂଚନା ମିଳିଛି । ରାଜ୍ୟରେ ୨୫ଟି ଆସନରେ ମତଦାନ ହୋଇଥିଲା। ଏକଜିଟ୍ ପୋଲ ଅନୁଯାୟୀ, ୨୫ଟି ଆସନରୁ!-->…
Read More...
Read More...
ବିଜେଡି ହାତକୁ ରାଜ୍ୟର ପ୍ରଥମ ଘୋଷିତ ବିଧାନସଭା ଆସନ
ଭୁବନେଶ୍ୱର: ରାଜ୍ୟର ପ୍ରଥମ ବିଧାନସଭା ଫଳାଫଳ ଘୋଷଣା ହୋଇଛି। ନବରଙ୍ଗପୁର ବିଧାନସଭା ଆସନର ସଦାଶିବ ପ୍ରଧାନୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ଭାରତୀୟ ଜନତା ପାର୍ଟିର ଗୌରୀ ମାଝୀଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି। ଏହି!-->…
Read More...
Read More...
ବିଧାନସଭା ୧୪୬ ଆସନ ମଧ୍ୟରୁ ବିଜେଡ଼ି ୧୦୮, ବିଜେପି ୨୫ ଓ କଂଗ୍ରେସ ୧୩ଟିରେ ଆଗୁଆ
ଭୁବନେଶ୍ୱର : ଭୋଟ ଗଣତି ଯେତେ ଯେତେ ଆଗେଇବାରେ ଚାଲିଛି ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ସମସ୍ତ ୧୪୬ଟି ବିଧାନସଭା ଆସନର ଟ୍ରେଣ୍ଡ ଆମର ହସ୍ତଗତ ହେଉଛି । ମିଳିଥିବା ତାଜା ତଥ୍ୟ ଅନୁଯାୟୀ, ଜାଣନ୍ତୁ କେଉଁ ଆସନରେ କିଏ ଆଗରେ!-->…
Read More...
Read More...
ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ଆଗୁଆ, ଦ୍ୱିତୀୟ ସ୍ଥାନରେ ବିଜେପି
ଭୁବନେଶ୍ୱର: ରାଜ୍ୟର ୧୪୬ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନରେ ଏକାଧିକ ରାଉଣ୍ଡ୍ରେ ଗଣତି ଶେଷ ହୋଇଛି। ମିଳିଥିବା ପ୍ରାଥମିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ!-->…
Read More...
Read More...
ଦିନ ୧ଟା ସୁଦ୍ଧା ଲୋକସଭା ଆସନରେ ଆଗୁଆ ରହିଛନ୍ତି ଏହି ହେବିୱଟ୍ ନେତା
ନୂଆଦିଲ୍ଲୀ : ଗୁଜୁରାଟର ଗାନ୍ଧୀଗନର ଲୋକସଭା ଆସନରୁ ବିଜେପି ନେତା ଅମିତ ଶାହା ୩,୫୨,୦୯୯ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ସି.ଜେ ଚାୱଡା ୧,୧୩,୪୩୬ ଭୋଟ ପାଇଛନ୍ତି ।କଂଗ୍ରେସ!-->!-->!-->…
Read More...
Read More...
ହିଞ୍ଜିଳି ଓ ବିଜେପୁରରେ ନବୀନ ଆଗୁଆ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଓ ବିଜେପୁର ନିର୍ବାଚନ ମଣ୍ଡଳୀରେ ନବୀନ ଆଗରେ ରହିଛନ୍ତି। ୩ୟ ପର୍ଯ୍ୟାୟ ଭୋଟ୍ ଗଣତି ପରେ ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ୫୭୦୦ ଭୋଟରେ ଆଗୁଆ ଅଛନ୍ତି। ଏହାସହ ୪ର୍ଥ ପର୍ଯ୍ୟାୟରେ ମଧ୍ୟ!-->…
Read More...
Read More...
ଓଡ଼ିଶା ବିଧାନସଭା: ବିଜେଡି ୬୦, ବିଜେପି ୨୦, କଂଗ୍ରେସ ୫ ଆସନରେ ଆଗୁଆ
ଭୁବନେଶ୍ଵର: ଓଡ଼ିଶାର ୧୪୬ ବିଧାନସଭା ଆସନରେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣନା ଚାଲିଛି। ସକାଳ ୧୦ଟା ୨୦ ସୁଦ୍ଧା ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ୬୦ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୨୦ ଏବଂ କଂଗ୍ରେସ!-->…
Read More...
Read More...
ଓଡ଼ିଶା ବିଧାନସଭା: ବିଜେଡି ୧୭, ବିଜେପି ୫, କଂଗ୍ରେସ ୧ ଆସନରେ ଆଗୁଆ
ଭୁବନେଶ୍ଵର: ଓଡ଼ିଶାର ୧୪୬ ବିଧାନସଭା ଆସନରେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣନା ଚାଲିଛି। ସକାଳ ୯ଟା ୩୦ ସୁଦ୍ଧା ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ପ୍ରାର୍ଥୀ ୧୭ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୫ ଏବଂ!-->…
Read More...
Read More...
ବିଜେଡ଼ି ୮ଟି ଆସନରେ ବିଜେପି ୧ ଆସନରେ ଆଗୁଆ
ଭୁବନେଶ୍ୱର: ପ୍ରଥମ ପର୍ୟ୍ୟାୟ ଭୋଟ ଗଣତିର ପରିଣାମରୁ ଜଣା ପଡ଼ିଛି ଯେ, ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି । ତେବେ ବିଜେଡ଼ି ବିଧାନସଭା ପ୍ରାର୍ଥୀମାନେ ୮ଟି ସ୍ଥାନରେ ଆଗୁଆ ଥିବା!-->…
Read More...
Read More...
