Browsing Category

Bignews

ରାଜସ୍ଥାନରେ ଖଣି ଭୁଷୁଡିବା ଘଟଣା; ଉଦ୍ଧାର ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

ରାଜସ୍ଥାନର ନିମ କା ଥାନା ଜିଲ୍ଲାର କୋଲିହାନ ଖଣିରେ ମଙ୍ଗଳବାର ରାତିରୁ ଲିଫ୍ଟ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିବା ହିନ୍ଦୁସ୍ତାନ କପର ଲିମିଟେଡର ସମସ୍ତ ୧୫ ଜଣ ଅଧିକାରୀଙ୍କୁ ବୁଧବାର ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର…
Read More...

ଆସନ୍ତାକାଲି ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ଜେ.ପି ନଡ୍ଡା, ହେମାମାଳିନୀ ମଧ୍ୟ ଆସିବେ

ଓଡ଼ିଶା ଦଖଲ ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ।ଏହିକ୍ରମରେ ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ। ମେ' ୧୭ ତାରିଖରେ ସେ ଓଡ଼ିଶା ଆସିବେ ଓ ୩ଟି ସ୍ଥାନରେ…
Read More...

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ+୨ ପରୀକ୍ଷାଫଳ

ମେ' ଶେଷ ସପ୍ତାହରେ ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇବ। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ବାହାରିବ। କେଉଁ ଦିନ ବାହାରିବ ସେନେଇ ଧାର୍ୟ୍ୟ ହୋଇ ନ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ…
Read More...

ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ଉନ୍ମୋଚନ ହେଲା ‘ମୋ ବୁଥ୍ ଆପ୍’

ଲଞ୍ଚ ହେଲା ମୋ ବୁଥ ଆପ୍‌ । 'ମୋ ବୁଥ୍ ଆପ୍' ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ । ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ 'ମୋ ବୁଥ୍ ଆପ୍' ଉନ୍ମୋଚନ କରାଯାଇଛି ।ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ…
Read More...

ରାଜଧାନୀ ଦିଲ୍ଲୀର ଅନେକ ଡାକ୍ତରଖାନା ସହ ତିହାର ଜେଲକୁ ବୋମା ପକାଇ ଉଡ଼ାଇ ଦେବାର ଧମକ

ରାଜଧାନୀ ଦିଲ୍ଲୀର ଅନେକ ଡାକ୍ତରଖାନାକୁ ବୋମା ଧମକ ଦିଆଯାଇଛି। ତିହାର ଜେଲକୁ ଏକ ବୋମା ଧମକ ଇ-ମେଲ ମଧ୍ୟ ମିଳିଛି, ଏହା ପରେ ତିହାର ଜେଲ ପ୍ରଶାସନ ସତର୍କ ରହିଛି। ରିପୋର୍ଟ ଅନୁଯାୟୀ, ଯେଉଁ ଡାକ୍ତରଖାନାଗୁଡ଼ିକରେ ଧମକ…
Read More...

ବାରାଣସୀରୁ ନାମାଙ୍କନ ଭରିଲେ ମୋଦି

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଶେଷ ଦିନରେ ଲଗାତର ତୃତୀୟ ଥର ପାଇଁ ଆଜି ବାରାଣସୀରୁ ନାମାଙ୍କନ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜିଲ୍ଲାପାଳଙ୍କ ଅଫିସକୁ ଯାଇ ପ୍ରାର୍ଥିପତ୍ର…
Read More...

ଗାଡ଼ିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା

ଗାଡ଼ିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା । ଫ୍ଳାଇଙ୍ଗ ସ୍କ୍ୱାର୍ଡ ହାତରେ ଲାଗିଛି ଓଡିଶାକୁ ସୁନା ଆଣୁଥିବା ଗାଡି । ଏହି ଘଟଣାରେ CT AND GST ଟିମ୍ ର ତଦନ୍ତ ଜାରି ରହିଛି । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା ଗାଡ଼ି ।…
Read More...

ଓଡ଼ିଶାରେ ପରିବର୍ତ୍ତନ ଓ ନୂଆ ସରକାର କରିବା ପାଇଁ ଭୋଟ୍ ଦେବା – ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼(ବ୍ୟୁରୋ): ଦେବଗଡ଼ ମୋର ଘର । ମୋର ପରିବାର ପାଇଁ ମୁଁ କ’ଣ କରିଛି ତାହା ଲୋକେ ଜାଣିଛନ୍ତି । ଏଥିପାଇଁ ଗୁମାସ୍ତା ଓ କ୍ରୀତଦାସଙ୍କ ସାର୍ଟିଫିକେଟ ଦରକାର ନାହିଁ ବୋଲି ମଙ୍ଗଳବାର ଦେବଗଡ଼ ନିର୍ବାଚନମଣ୍ଡଳୀର କଣ୍ଢଳରେ…
Read More...

ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର(ବ୍ୟୁରୋ):ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଉପକୂଳ ଓଡ଼ିଶାରେ ଧୂଆଁଧାର ପ୍ରଚାର କରି ବିରୋଧୀ ବିଜେପି ଦଳକୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେପିର ମିଛ ଧରା ପକାଇଛନ୍ତି ।…
Read More...

ନିର୍ବାଚନ ଆସିବାରୁ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର(ବ୍ୟୁରୋ): ଆଠଗଡ ତିଗିରିଆରେ କାର୍ତ୍ତିକ ପାଣ୍ଡିଆନଙ୍କର ଜୋରଦାର ପ୍ରଚାର ହୋଇଛି। ତେବେ ବିଜେଡି ନେତା ପାଣ୍ଡିଆନଙ୍କୁ ସ୍ବାଗତ କଲା ବିରାଟ ଜନସମୁଦ୍ର । ପାଣ୍ଡିଆନ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି ଯେ, ବିଜେପିର…
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି: ପାଣ୍ଡିଆନ

ଭୁବନେଶ୍ୱର(ବ୍ୟୁରୋ):ଆଜି ବାଙ୍କୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର  କ୍ୟାମ୍ପେନ୍‍ ହୋଇଛି । ଏହି ସମୟରେ ସେ କହିଛନ୍ତି ଯେ, ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି…
Read More...

ବିଜେଡି ଦଳର ହାତ ବାରିସ ସାଜିଛନ୍ତି ପୋଲିସ ଅଧିକାରୀ: ଗୋଲକ ମହାପାତ୍ର

ଭୁବନେଶ୍ୱର(ବ୍ୟୁରୋ): ଓଡ଼ିଶାରେ ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଲା । ଓଡିଶା ପୋଲିସ ନିରବଦ୍ରଷ୍ଟା ଆଚରଣ ସହ ବିଜେଡିର ହାତବାରିସ ସାଜିଛି । ବିଜେଡିର ଗୁଣ୍ଡା କର୍ମୀମାନେ ଠେଙ୍ଗା, ବାଡି, ଖଣ୍ଡା ଓ ମାରଣାସ୍ତ୍ରରେ…
Read More...

ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ ଦିଆଯିବ: ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା(ବ୍ୟୁରୋ): ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ । ଏହି ଅର୍ଥକୁ ସେମାନେ ଏକକାଳୀନ କିମ୍ବା ନିଜ ସୁବିଧା ଅନୁସାରେ ଦୁଇ ବର୍ଷ…
Read More...