Browsing Category

Bignews

ମୁଖ୍ୟମନ୍ତ୍ରୀଙ୍କୁ ପଞ୍ଜୁରୀ ଭିତର ଶୁଆ ଭଳି ସଜେଇ ଦିଆଯାଇଛି, ଶିଖା ଯାଉଥିବା କଥା ସେ କହୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ପଞ୍ଜୁରୀରେ ଥିବା ଶୁଆ ହୋଇଛନ୍ତି । ଯାହା ଶିଖାଯାଉଛି ତାହା କହୁଛନ୍ତି । ମୁଖ୍ୟମନ୍ତ୍ରୀ ଡିଏଏମକେର ଭାଷା କହୁଛନ୍ତି । ଭାରତର ଅସ୍ମୀତା ବିପରୀତ କଥା କହୁଛନ୍ତି । ଓଡ଼ିଆ ଅସ୍ମିତା କଥା…
Read More...

ବିରୋଧୀ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିଜେପିକୁ କଲେ ଟାର୍ଗେଟ । ବିରୋଧୀ ମିଛ କଥା କହି କୁମ୍ଭୀର…
Read More...

ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି: ମୋଦି

କନ୍ଧମାଳରେ ଓଡିଆରେ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ସମ୍ବୋଧନ ଆରମ୍ଭ କରିଲେ ପ୍ରଧାନମନ୍ତ୍ରୀ ମୋଦି। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କହିଛନ୍ତି ଗତକାଲି ଭୁବନେଶ୍ୱରରେ ମୁଁ ରୋଡ ସୋ କରିଥିଲି । ଯାହା ମୋ ପାଇଁ ବହୁତ…
Read More...

ଦଳରୁ ବହିଷ୍କାର ହେଲେ ୭ ବିଜେପି ନେତା

ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେପି ୭ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର କାଳୁ…
Read More...

ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି: ପାଣ୍ଡିଆନ

ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି । ରାଉରକେଲାର ରଘୁନାଥରାଲ୍ଲୀରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ । ସେ କହିଛନ୍ତି, ମାଗଣା ବିଦ୍ୟୁତ୍…
Read More...

ନବୀନ ବାବୁଙ୍କୁ ଯେକୌଣସି ସ୍ଥାନରେ ଛିଡ଼ା କରି ଦିଅନ୍ତୁ ଓ କାଗଜ ନ ଦେଖି ଓଡ଼ିଶାର ଜିଲ୍ଲାଗୁଡ଼ିକର ନାଁ ଏବଂ ସେଗୁଡ଼ିକର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୁଲବାଣୀ ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତାଙ୍କୁ ଏକ ଚ୍ୟାଲେଞ୍ଜ…
Read More...

ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ: ମୋଦୀ

କନ୍ଧମାଳ ଅଭିମୁଖେ ଯାତ୍ରା କରିବା ଆଗରୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି: ମୋଦି

ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି। ଭୁବନେଶ୍ୱରରେ ଆୟୋଜିତ ରୋଡ୍ ଶୋ' ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କହିଛନ୍ତି।ମେଣ୍ଟ ଆଲୋଚନା ନେଇ ସ୍ପଷ୍ଟ ମତ…
Read More...

ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ ଶୋ’

୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଥିଲେ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା'ପରେ…
Read More...

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ । ସମର୍ଥକ ଓ ଦଳୀୟ କର୍ମୀଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଭଦ୍ରକ…
Read More...

ନବୀନ ଶପଥ ନ ନେଲେ ମୁଁ ରାଜନୀତି ଛାଡ଼ିଦେବି: ପାଣ୍ଡିଆନ

ନବୀନ ଶପଥ ନ ନେଲେ ମୁଁ ରାଜନୀତି ଛାଡ଼ିଦେବି । ଏପରି କହିଛନ୍ତି ଭି କେ ପାଣ୍ଡିଆନ। ସେ ଦମ୍ବ ଦେଖାି କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି ତେବେ ମୁଁ ରାଜନୀତିରୁ ସନ୍ୟାସ୍ ନେଇଯିବି । ଝାରସୁଗୁଡା ପରେ…
Read More...

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ…
Read More...

ନକଲି ଶିବସେନାବାଲା କହୁଛନ୍ତି ‘ ମୋଦୀଙ୍କ ପାଇଁ ଗାତ ଖୋଳାହେଉଛି: ପ୍ରଧାନମନ୍ତ୍ରୀ ମୋଦୀ

ଆଜି ମହାରାଷ୍ଟ୍ର ନନ୍ଦୁରବାର ଜନସଭାରେ ବିରୋଧୀ କଂଗ୍ରେସ ଓ ଶିବସେନା ଉପରେ ବର୍ଷିଛନ୍ତି ମୋଦୀ । କହିଲେ, ନକଲି ଶିବସେନାବାଲା କହୁଛନ୍ତି ' ମୋଦୀଙ୍କ ପାଇଁ ଗାତ ଖୋଳାହେଉଛି । ସେଥିରେ ମୋଦୀଙ୍କୁ ଜୀବନ୍ତ ପୋତାଯିବ । ଏଭଳି…
Read More...

ଅକ୍ଷୟ ତୃତୀୟାରେ ଓଡ଼ିଶାବାସୀଙ୍କୁ ପ୍ରଧାମନ୍ତ୍ରୀଙ୍କ ଶୁଭେଚ୍ଛା

ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେ ଏ ନେଇ ପୋଷ୍ଟ କରିଛନ୍ତି ।ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରି…
Read More...