Browsing Category

Bignews

ପାଟକୁରା ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ: ଜାଣନ୍ତୁ କାହାକୁ ମିଳିଲା ଟିକେଟ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଆସନ ପାଇଁ ଆଗାମୀ ମେ’ ମାସ ୧୯ରେ ହେବାକୁ…
Read More...

ଅପରାହ୍ନ ୫ଟା ୩୦ ସୁଦ୍ଧା ୬୬ ପ୍ରତିଶତ ମତଦାନ: ସିଇଓ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ଜାରି ଥିବା ବେଳେ, ଅପରାହ୍ଣ ୫ଟା ୩୦ ସୁଦ୍ଧା ଭୋଟିଂ ପ୍ରତିଶତ ଭଲ ଅଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା…
Read More...

୪ର୍ଥ ପର୍ୟ୍ୟାୟ ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ

ଭୁବନେଶ୍ୱର : ରାଜ୍ୟରେ ଅନ୍ତିମ ପର୍ୟ୍ୟାୟ ନିର୍ବାଚନରେ ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୁରୀ ଜିଲା କାକଟପୁରରେ ୫୧.୩୪ ଏବଂ…
Read More...

ଓଡ଼ିଶା ଆଡକୁ ମୁହାଁଉଛି ସାମୁଦ୍ରିକ ବାତ୍ୟା ଫନି

ଭୁବନେଶ୍ୱର : ଭାରତ ମହାସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଭାରତର ପୂର୍ବ ଉପକୂଳ ଆଡକୁ ଆଗଉ ଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ଫନିର ଗତିପଥ ଧୀରେ ଧୀରେ ଓଡ଼ିଶା ଆଡକୁ ମୁହାଁଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ…
Read More...

ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ: ଗାଡ଼ି ଭଙ୍ଗାରୁଜା ଅଭିଯୋଗ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ସୋମବାର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଓ ଗାଡ଼ି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ଆସିଛି। ମୟୂରଭଂଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀ ଉଫାଲଗାଡ଼ିଆରେ ନିଦ୍ଦିଷ୍ଟ ଚିହ୍ନ ଥିବା…
Read More...

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ଅପରାହ୍ଣ ୧ଟା ସୁଦ୍ଧା ୩୫% ମତଦାନ

ଭୁବନେଶ୍ୱର: ସୋମବାର ସକାଳେ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ଣ ୧ଟା ସୁଦ୍ଧା ୩୫% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।ପୂର୍ବରୁ ସକାଳ ୯ଟା ସୁଦ୍ଧା…
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ

ଭୁବନେଶ୍ୱର : ଚତୁର୍ଥ ତଥା ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟରେ ସକାଳ ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ…
Read More...

ଶତାଧିକ ସ୍ଥାନରେ ଇଭିଏମ୍ ଓ ଭିଭିପାଟରେ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ

ଭୁବନେଶ୍ୱର : ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟଦାନ ଚାଲିଥିବା ବେଳେ ଶତାଧିକ ମତଦାନ କେନ୍ଦ୍ରରେ ଇଭିଏମ୍ରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି। ଫଳରେ କେତେକ ନିର୍ବାଚନ…
Read More...

ପାଣିପାଗର ନୂଆ ସୂଚନା: ଫନି ଯୋଗୁଁ ଓଡ଼ିଶାରେ ୨-୩ରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଦିନକୁ ଦିନ ସାମୁଦ୍ରିକ ବାତ୍ୟା ‘ଫନି’ର ଶକ୍ତି ବୃଦ୍ଧି ହେଉଛି । ଭାରତୀୟ ପାଣିପାଗ ବିଭାଗ ଅନ୍ତର୍ଗତ ବାତ୍ୟା ସୂଚନା କେନ୍ଦ୍ର ପକ୍ଷରୁ କିଛି ସମୟ ପୂର୍ବରୁ ଯେଉଁ ବୁଲେଟିନ ଜାରି କରାଯାଇଛି, ତାହାକୁ ଦେଖିଲେ…
Read More...

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଏବଂ ଦକ୍ଷିଣ-ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଆଜି ବି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସମଗ୍ର ପଶ୍ଚିମ ଓଡ଼ିଶା ଏକ ତତଲା କଡ଼େଇରେ ପରିଣତ ହୋଇଯାଇଛି। ଗ୍ରୀଷ୍ମ ପ୍ରବାହ ସହ ଝାଞ୍ଜି ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି।…
Read More...

ପାଣିପାଗ ବିଭାଗର ପୂର୍ବାନୁମାନ: ‘ଫନି’ ଅପରାହ୍ନ ସୁଦ୍ଧା ପ୍ରଚଣ୍ଡ ରୂପ ନେଇପାରେ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଗରେ ଗତି କରୁଥିବା ସାମୁଦ୍ରିକ ଝଡ଼ ‘ଫନି’ ଭାରତ ମହାସାଗରକୁ ଛୁଇଁବା ପରେ ଆଜି ସଂଧ୍ୟା ସୁଦ୍ଧା ପ୍ରଚଣ୍ଡ ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶନିବାର ଭାରତୀୟ…
Read More...

ଏୟାର୍‌ ଇଣ୍ଡିଆ ସର୍ଭର ଗଡ଼ବଡ଼: ଆଜି ବି ବିଳମ୍ବରେ ଉଡ଼ାଣ ଭରିବେ ୧୩୭ ବିମାନ

ନୂଆଦିଲ୍ଲୀ: ଶନିବାର ସକାଳୁ ଏୟାର୍‌ ଇଣ୍ଡିଆର ସର୍ଭରରେ ଗଡ଼ବଡ଼ ଦେଖା ଦେବା ପରେ ଗତକାଲି ବିମାନ ଚଳାଚଳ ଉପରେ ବିଶେଷ ପ୍ରଭାବ ପଡ଼ିଥିଲା। ଜାଣିବାକୁ ମିଳିଛି ଯେ ଏହି ସମସ୍ୟା ଆଜି ମଧ୍ୟ ରହିଛି। ବିମାନର ପାସେଞ୍ଜର୍‌…
Read More...

ଗିରି ଖାତକୁ ବସ୍‌ ଖସି ୧୨ ମୃତ

ଡେଲହାଉସି : ହିମାଚଳପ୍ରଦେଶର ଡେଲହାଉସି ଅନ୍ତର୍ଗତ ବାନିଖେତ ନିକଟ ପଞ୍ଚପୁଲାଠାରେ ଏକ ଘରୋଇ ବସ୍‌ ଗିରିଖାତରେ ଖସିପଡ଼ିବା ଫଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ବସ୍‌ଟି ଡେଲହାଉସିରୁ ପଠାନକୋଟ ଯାଉଥିଲାବେଳେ ଏହି ଦୁର୍ଘଟଣା…
Read More...

୮ ଜିଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସୂଚନା ଅନୁସାରେ ଅପରାହ୍ନରେ ରାଜ୍ୟର ୯ଟି ଜିଲାରେ କାଳବେଶାଖୀ ଜନିତ ଝଡପବନ ସହ ବର୍ଷା ଓ ବଜ୍ରପାତର ଆଶଂକା ରହିଛି। ମାଲକାନଗିରି, କୋରାପୁଟ,…
Read More...