Browsing Category
Bignews
୪୯ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏହି କ୍ରମରେ ମଙ୍ଗଳବାର ଦିଲ୍ଲୀର ତାପମାତ୍ରା ୪୯ ବର୍ଷର ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ଦିଲ୍ଲୀର ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ!-->…
Read More...
Read More...
ଦୁଷ୍କର୍ମ ମାମଲାରେ ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା
ସୁରଟ: ଦୁଷ୍କର୍ମ ଅଭିଯୁକ୍ତ ନାରାୟଣ ସାଇଙ୍କୁ ସୁରଟ ସେସନ୍ କୋର୍ଟ ମଙ୍ଗଳବାର ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି। ଆତ୍ମଘୋଷିତ ଈଶ୍ୱର ବୋଲି ନିଜକୁ ପରିଚୟ ଦେଉଥିବା ତଥା ଦୁଷ୍କର୍ମ ଅଭିଯୁକ୍ତ ଆଶାରାମ ବାପୁଙ୍କ ପୁଅ!-->…
Read More...
Read More...
ପାଖେଇ ଆସିଲା ଫନି: ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୟାନକ ହେବ ସାମୁଦ୍ରିକ ବାତ୍ୟା
ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ରିପୋର୍ଟ ଅନୁସାରେ ଫୋନି ଏବେ ପୁରୀଠାରୁ ୭୬୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ଓ ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ ୫୬୦ କିଲୋମିଟର ଦୂରରେ!-->…
Read More...
Read More...
୬ ମାଓବାଦୀ ଗିରଫ
ଦାନ୍ତେୱାଡା: ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା କର୍ମୀ ଜଣେ ମହିଳାଙ୍କ ସମେତ ୬ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ ୬ଜଣଙ୍କ ମଧ୍ୟରେ ୪ ଜଣ ମାଓବାଦୀଙ୍କୁ ଧରାଇ ଦେବା ପାଇଁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା!-->…
Read More...
Read More...
ଫନି ଯୋଗୁଁ ପ୍ରଭାବିତ ହେବ ୧୪ ଜିଲ୍ଲା: ପ୍ରସ୍ତୁତ ରଖାଗଲା ନୌସେନା
ଭୁବନେଶ୍ୱର : ଓଡ଼ିଶା ଆଡକୁ ଆସୁଥିବା ମହାବାତ୍ୟା ଫନିର ମୁକାବିଲା ନେଇ ସଜାଗ ହୋଇଯାଇଛନ୍ତି ଓଡ଼ିଶା ସରକାର । ଫନି ମୁକାବିଲା ପ୍ରସ୍ତୁତି ନେଇ ସଚିବାଳୟରେ ଆଜି ଏକ ସମୀକ୍ଷା ବୈଠକ ବସିଛି । ବୈଠକରେ ମୁଖ୍ୟ ଶାସନ!-->…
Read More...
Read More...
ମେ’ ୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ: ନୋଟସି ଜାରି
ଖୋର୍ଦ୍ଧା: ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ଆଗାମୀ ମେ’ ମାସ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରାଯାଇଛି। ଏହି ସମୟ ମଧ୍ୟରେ ଚିଲିକା ହ୍ରଦରେ ଡଙ୍ଗା ଦେଖାଯିବ ନାହିଁ। ଏଥି ପାଇଁ!-->…
Read More...
Read More...
ଗୁଗଲ ଏବଂ ଆପଲ ପ୍ଲେ ଷ୍ଟୋରକୁ ଫେରିଲା ଟିକ୍-ଟକ୍
ଚେନ୍ନାଇ : ଗତ ବୁଧବାର ଟିକ୍-ଟକ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇଥିଲେ ମାଡ୍ରାସ୍ ହାଇକୋର୍ଟ । ପୁଣି ଥରେ ଲୋକମାନେ ଏହାକୁ ଡାଉନ୍ଲୋଡ୍ କରି ଏହାର ବ୍ୟବହାର କରି ପାରିବେ ବୋଲି ମାଡ୍ରାସ୍ ହାଇକୋର୍ଟ ସ୍ପଷ୍ଟ!-->…
Read More...
Read More...
ରାଫେଲ ମାମଲା: କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ରାଫେଲ ବିମାନ ସଂର୍ପରେ ସୁପ୍ରିମ୍ କୋର୍ଟ ପୂର୍ବରୁ ଦେଇଥିବା ରାୟର ପୁନଃଶୁଣାଣି ପାଇଁ ଆଗତ ମାମଲାରେ ସୁପ୍ରିମ୍ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ କେନ୍ଦ୍ର!-->…
Read More...
Read More...
ପ୍ରାର୍ଥୀପତ୍ର ଦାଖଲ କଲେ ପାଟକୁରାର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ଲାଗି ବିଜେଡିର ପ୍ରାର୍ଥୀଭାବେ ଆଜି ପରଲୋକଗତ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ!-->…
Read More...
Read More...
ଚନ୍ଦ୍ରଭାଗା-ସାତପଡ଼ା ମଧ୍ୟଭାଗରେ ସ୍ଥଳଭାଗ ଛୁଇଁପାରେ ‘ଫନି’
ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶା ମୁହାଁ ହେବା ସହ ବେଳକୁ ବେଳ ଭୟଙ୍କର ରୂପ ନେଉଛି। ମଙ୍ଗଳବାର ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ସ୍ଥଳଭାଗ ଛୁଇଁବା ପରେ ଏହା ବାତ୍ୟାର ରୂପ ନେବ। ଆସନ୍ତା ୩!-->…
Read More...
Read More...
ରାଜୀବ କୁମାରଙ୍କୁ ଗିରଫ ପାଇଁ ସିବିଆଇର ନିବେଦନ ଉପରେ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶାରଦା ଚିଟ୍ଫଣ୍ଡ ଦୁର୍ନୀତିରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସୁପ୍ରିମକୋର୍ଟରେ ଆବେଦନ!-->…
Read More...
Read More...
‘ଫନି’ ମୁକାବିଲା ପାଇଁ ୪ ରାଜ୍ୟକୁ କେନ୍ଦ୍ରର ଅଗ୍ରିମ ସହାୟତା: ଓଡ଼ିଶାକୁ ସର୍ବାଧିକ ୩୪୦ କୋଟି
ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫନି’ ସ୍ଥଳଭାଗ ଛୁଇଁବା ପରେ ଉଗ୍ରରୂପ ନେବ। ତେଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ୪ ରାଜ୍ୟକୁ ଅଗ୍ରିମ ସହାୟତା ଘୋଷଣା କରିଛନ୍ତି।!-->…
Read More...
Read More...
ଚୁଆରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଅସରଳା ପଞ୍ଚାୟତର ଆମ୍ୱଗାଡ଼ିଆ ଗାଁ ପାଖରେ ଥିବା ଏକ ଚୁଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି। ସେଠାରୁ ଯେଉଁ ଯୁବକଙ୍କର ମୃତ ଦେହ!-->…
Read More...
Read More...
ଭୀଷଣ ରୂପ ନେଇ ମାଡ଼ିଆସୁଛି ଫନି: ଓଡ଼ିଶାର ୮ ଜିଲ୍ଲାରେ ପ୍ରଭାବ ଆଶଙ୍କା
ଭୁବନେଶ୍ବର : ମହାବାତ୍ୟା ‘ଫୋନି’ ନେଇ ବିଭିନ୍ନ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ ଲାଗାଇଛନ୍ତି। ଜଣାଶୁଣା ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁସାରେ ସୋମବାର ରାତି ୮ଟା ବେଳକୁ ‘ଫୋନି’!-->…
Read More...
Read More...
