Browsing Category
Bignews
ସ୍ତ୍ରୀ ଓ ୩ ସନ୍ତାନଙ୍କୁ ହତ୍ୟା କଲେ ସଫ୍ଟୱେର ଇଞ୍ଜିନିୟର: ହ୍ୱାଟ୍ସଆପରେ ଭିଡିଓ ଶେୟାର କରି ସ୍ୱୀକାର କଲେ ଦୋଷ
ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ଇନ୍ଦିରାପୁରମ ସହରରେ ଏକ ଲୋକହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ସୁମିତ କୁମାର ନାମକ ଜଣେ ସଫ୍ଟୱେର ଇଞ୍ଜିନିୟର ତାଙ୍କ ସ୍ତ୍ରୀ ଏବଂ ୩ ସନ୍ତାନଙ୍କୁ ହତ୍ୟା କରିଛନ୍ତି। ଏହା!-->…
Read More...
Read More...
କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ: ଦିଲ୍ଲୀରେ ମନୋଜ ତିୱାରୀଙ୍କ ବିରୋଧରେ ଲଢ଼ିବେ ଶିଲା ଦୀକ୍ଷିତ
ନୂଆଦିଲ୍ଲୀ: ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏ ନେଇ ଦଳ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ଚଳିତ!-->…
Read More...
Read More...
ଶ୍ରୀଲଙ୍କା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି, ୨୪ ଗିରଫ
କଲୋମ୍ବୋ: ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚ ଏବଂ ବିଳାସପୂର୍ଣ୍ଣ ହୋଟେଲରେ ବୋମ୍ବା ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ସୋମବାର ୨୯୦କୁ ବୃଦ୍ଧି ପାଇଛି। ସେହିପରି ପାଖାପାଖି ୫୦୦ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ!-->…
Read More...
Read More...
କଲମ୍ବୋରେ ଅପରାହ୍ନ ସୁଦ୍ଧା ଅଷ୍ଟମ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା
ନୂଆଦିଲ୍ଲୀ: ରବିବାର ସକାଳେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୬ ଥର ବିସ୍ଫୋରଣ ହୋଇଥିବା କଥା ଶ୍ରୀଲଙ୍କା ପୁଲିସ କହିଥିବା ବେଳେ ଅପରାହ୍ନ ସୁଦ୍ଧା ଆଠ ଥଣ ବିସ୍ଫୋରଣ ହୋଇ ସାରିଲାଣି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ!-->…
Read More...
Read More...
ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ମୃତ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଟ୍ରକକୁ ଶକ୍ତ ଧକ୍କା!-->…
Read More...
Read More...
ସାଢେ ଚାରିକୋଟି ରାଜ୍ୟବାସୀ ମୋର ପରିବାର: ନବୀନ ପଟ୍ଟନାୟକ
ସମ୍ବଲପୁର : କୁଚିଣ୍ଡା ସହରର ମୁକୁନ୍ଦି ଖେଳ ପଡ଼ିଆରେ ରବିବାର ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦବୋଧନ ଦେଇଛନ୍ତି। ସେ ନିଜର ଅଭିଭାଷଣରେ କହିଛନ୍ତି, କାଳିଆ!-->…
Read More...
Read More...
କଲମ୍ବୋରେ ବିସ୍ଫୋରଣ: ୧୫୬ ମୃତ ୪୦୦ରୁ ଅଧିକ ଆହତ
ନୂଆଦିଲ୍ଲୀ: ରବିବାର ସକାଳେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ୬ ଥର ବିସ୍ଫୋରଣ ହୋଇଥିବା କଥା ଶ୍ରୀଲଙ୍କା ପୁଲିସ କହିଛି। ତିନିଟି ଗୀର୍ଜା ଓ ଦୁଇଟି ପଞ୍ଚ-ତାରକା ହୋଟେଲ୍ରେ ଘଟିଥିବା ଏହି ବିସ୍ଫୋରଣ ଯୋଗୁଁ ୩୫ ଜଣ ବିଦେଶୀ!-->…
Read More...
Read More...
ଆଇଏସ୍ ଆତଙ୍କବାଦୀ ଆକ୍ରମଣ: ସିରିଆ ସେନାର ୪ ବରିଷ୍ଠ ଅଧିକାରୀଙ୍କ ସମେତ ୩୫ ମୃତ
ଡାମାକସ : ଇସଲାମିକ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀଙ୍କ ଆକ୍ରମଣରେ ସିରିଆ ସେନାର ୪ ବରିଷ୍ଠ ଅଧିକାରୀଙ୍କ ସମେତ ୩୫ ଜଣ ଡାମାକସ ସମର୍ଥକଙ୍କ ମୃତ୍ୟୁ ଘଟିଛି। ସିରଆ ଗୃହ ଯୁଦ୍ଧ ଉପରେ ନଜର ରଖିଥିବା ମନାବାଧିକାର!-->…
Read More...
Read More...
ଶ୍ରୀନଗରରୁ ପଶ୍ଚିମାଂଚଳକୁ ବଦଳି ହେଲେ ଅଭିନନ୍ଦନ: ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ
ନୂଆଦିଲ୍ଳୀ: ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ପକ୍ଷରୁ ତାଙ୍କୁ ଶ୍ରୀନଗରରୁ ପଶ୍ଚିମାଞ୍ଚଳ ସେକ୍ଟରକୁ ବଦଳି କରାଯାଇଛି। ପଶ୍ଚିମାଞ୍ଚଳ!-->…
Read More...
Read More...
ଟ୍ରକ-ବୋଲେରୋ ଧକ୍କା: ୭ ମୃତ
ରାଞ୍ଚି : ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ସହରର ନାମକୁମ ରିଂଗ ରୋଡ଼ରେ ଶନିବାର ଅପରାହ୍ଣରେ ଏକ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରେ ୭ ଜଣଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ ରାଞ୍ଚି ମାଣ୍ଡର ଉପଖଣ୍ଡ ଅଧୀନ!-->…
Read More...
Read More...
ଆଇଡିବିଆଇର ନୂତନ ସୁବିଧା: ଏଥର ତତ୍କାଳ ବ୍ୟାଙ୍କ ଖାତା ଖୋଲିପାରିବେ ପ୍ରବାସୀ ଭାରତୀୟ
ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍) ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ନିମନ୍ତେ “ଏନ୍ଆର୍ଆଇ-ଇନଷ୍ଟା-ଅନଲାଇନ୍” ଖାତା ଖୋଲିବା ପ୍ରକ୍ରିୟାର!-->…
Read More...
Read More...
କ୍ରିକେଟ୍ର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍ ରାହୁଲଙ୍କୁ ୨୦ ଲକ୍ଷ ଲେଖାଏଁ ଜୋରିମାନା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ କ୍ରିକେଟ୍ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍ ରାହୁଲଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ମହିଳାଙ୍କ ଉପରେ!-->…
Read More...
Read More...
ସହିଦ୍ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଘଟଣା: ସ୍ୱାଧୀଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍
ଭୋପାଳ : ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ୨୬/୧୧ମୁମ୍ବାଇ ଆକ୍ରମଣରେ ସହିଦ୍ ହୋଇଥିବା ହେମନ୍ତ କରକରେଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଏବେ ଅଡ଼ୁଆରେ ଛନ୍ଦି ହୋଇ ପଡ଼ିଛନ୍ତି । ତେବେ!-->…
Read More...
Read More...
ରାହୁଲ ଗାନ୍ଧୀଙ୍କ ନାମାଙ୍କନ ରଦ୍ଦ ମାମଲା:୨୨କୁ ଘୁଞ୍ଚିଲା ଶୁଣାଣି
ନୂଆଦିଲ୍ଲୀ : ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଉପରେ ପ୍ରଶ୍ନ!-->…
Read More...
Read More...
