Browsing Category

Bignews

ଅଜଣା ଯୁବକ ନୀଳଚକ୍ର ଉପରକୁ ଚଢ଼ି ବାନ୍ଧିଲେ ଗାମୁଛା, ଖୋଲି ଆଣିଲେ ମହାପ୍ରଭୁଙ୍କ ବାନା

ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୮.୩୦ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ସକାଳୁ ସକାଳୁ…
Read More...

ଅନ୍ଧ ନାବିକଙ୍କ କମାଲ: ଆଖି ନ ଥାଇ ବି ପ୍ରଶାନ୍ତ ମହାସାଗର ଜଳଯାତ୍ରା ଶେଷ କଲେ

ଟୋକିଓ: ଶନିବାର ଜଣେ ଅନ୍ଧ ଜାପାନୀ ନାବିକ ପ୍ରଶାନ୍ତ ମହାସାଗରରେ ନିରବଚ୍ଛିନ୍ନ ଜଳଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି। ତରୀ ଚଳାଇ ବିଶାଳ ସମୁଦ୍ରର ପାରିହୋଇ ରେକର୍ଡ ସୃଷ୍ଟି କରିବାରେ ସେ ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ…
Read More...

ଦେହରେ ଶେଷବିନ୍ଦୁ ଥିବା ଯାଏଁ ଓଡିଶାବାସୀଙ୍କ ସେବା କରିବି: ନବୀନ

ଅନୁଗୁଳ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର ଗସ୍ତ କରି ଘଂଟପଡା ହାଇସ୍କୁଲ ସାମ୍ନା ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସେଠାରେ ଯୋଗ ଦେଇ କାଳିଆ ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ଯୋଗାଇ…
Read More...

ଲଣ୍ଡନ ରୟାଲ ସୋସାଇଟିର ସଦସ୍ୟ ହେଲେ ପ୍ରଥମ ଭାରତୀୟ ମହିଳା ବୈଜ୍ଞାନିକ

ଫରିଦାବାଦ: ବିଶ୍ଵର ସର୍ବପୁରାତନ ବୈଜ୍ଞାନିକ ସୋସାଇଟି ତଥା ଲଣ୍ଡନର ରୟାଲ ସୋସାଇଟିରେ ସଦସ୍ୟତା ଲାଭ କରିବାରେ ଗୌରବ ଅର୍ଜନ କରିଛନ୍ତି ଜଣେ ଭାରତୀୟ ମହିଳା ବୈଜ୍ଞାନିକ ପ୍ରଫେସର ଗଗନଦୀପ କାଙ୍ଗ। ଭାରତୀୟ ମହିଳା ଭାବେ…
Read More...

ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ପରଲୋକ

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ  ବେଦ ପ୍ରକାଶ ଅଗ୍ରୱାଲଙ୍କର ଭୋର ସମୟରେ ଆଜି ପରଲୋକ ଘଟିଛି।  ଗତକିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ୨୦୦୯ ଏବଂ ୨୦୧୪ରେ ପାଟକୁରାରୁ …
Read More...

ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣା: ହଓଡା-ଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ

କାନପୁର: ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ରୁମା ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ରାତି ସାଢ଼େ ୧୨ଟାରେ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ହାଓଡ଼ାରୁ ନୂଆଦିଲ୍ଲୀ ଯାଉଥିବା ପୂର୍ବା ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ…
Read More...

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ ପ୍ରତିଶତ ମତଦାନ ହୋଇଛି: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ ତାରିଖରେ ରାଜ୍ୟର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ଗତକାଲି ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ସର୍ବମୋଟ ୭୨ ପ୍ରତିଶତ ଭୋଟ…
Read More...

ଲିବିଆର ସଶସ୍ତ୍ର ସଂଘର୍ଷରେ ୨୦୫ ମୃତ: ଭାରତୀୟ ନାଗରିକଙ୍କୁ ସାହାଯ୍ୟ କରିବ ଏମଇଏ

ତ୍ରିପୋଲି : ଲିବିଆ ରାଜଧାନୀ ତ୍ରିପୋଲିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ହାଫତାର ଲିବିଆନ ଜାତୀୟ ସେନା (ଏଲଏନଏ) ଏବଂ ଲିବିଆନ ସଶସ୍ତ୍ର ବାହିନୀଙ୍କ ମଧ୍ୟରେ ସଂଘର୍ଷରେ ଅନ୍ୟୁନ ୨୦୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୧୩ ଜଣ…
Read More...

ରାଜ୍ୟର ୬ଟି ଜିଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ଜିଲାରେ ବର୍ଷା ଓ ଝଡ଼ତୋଫାନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ଛଅଟି ଜିଲାକୁ ସତର୍କ ସୂଚନା ଜାରି କରିଛି । ବାଲେଶ୍ୱର, ଭଦ୍ରକ,…
Read More...

୬ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ଜନସଭା ଓ ରୋଡ ସୋ’ : କେନ୍ଦ୍ର ସରକାରଙ୍କୁ ସମାଲୋଚନା

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାରି ରଖିଛନ୍ତି ପ୍ରଚାର ଅଭିଯାନ। ଆଜି ସେ ଚିଲିକା, ରଣପୁର,ବ୍ରହ୍ମଗିରି, ପୁରୀ, ସତ୍ୟବାଦୀ  ଓ ପିପିଲି ଆଦି ୬ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ବିଜେଡି ସୁପ୍ରିମେୋ …
Read More...

ନିର୍ବାଚନ ଲଢିବାକୁ ଘୋଷଣା କଲେ ରଜନୀକାନ୍ତ

ଚେନ୍ନଇ : ଅଭିନେତା ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ତାମିଲନାଡୁର ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ…
Read More...

ବୁନ୍ଦେଲଖଣ୍ଡରେ ୫ଜଣଙ୍କୁ ହତ୍ୟା କରିବା ଘଟଣା: ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

କାନପୁର: ବୁନ୍ଦେଲଖଣ୍ଡରେ ୫ଜଣଙ୍କୁ ହତ୍ୟା କରିବା ଘଟଣାରେ ଆଜି ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଯାହାଫଳରେ ଉତ୍ତର ପ୍ରଦେଶର ହମୀରପୁର ଜିଲାର ବିଜେପି ବିଧାୟକ ଅଶୋକ ସିଂହ ଚନ୍ଦେଲଙ୍କୁ ବଡ଼ ଝଟ୍‌କା…
Read More...

ଜୈସ୍‌ ଧମକ ପରେ ପଞ୍ଜାବ ଓ ରାଜସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ପାକିସ୍ତାନରୁ ସଂଚାଳିତ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌) ପଞ୍ଜାବର ଫିରୋଜପୁର ରେଳ ଡିଭିଜନ ଅନ୍ତର୍ଗତ ପାଞ୍ଚଟି ରେଳ ଷ୍ଟେସନ୍‌କୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ…
Read More...

୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ-ମାୟାବତୀ

ମୈନପୁରୀ : ଉତ୍ତରପ୍ରଦେଶରେ ଦୀର୍ଘ ୨୪ ବର୍ଷ ପରେ ସମାଜବାଦୀ ପାର୍ଟି (ଏସ୍‍ପି)ର ପୂର୍ବତନ ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ…
Read More...