Browsing Category

Bignews

ଗୋଟିଏ ଲଞ୍ଚ ଛାଡିଲେ: ଏବେ ବି ଅନ୍ୟ ୩ଟି ଲଞ୍ଚ ନକ୍ସଲ କବଜାରେ

ଚିତ୍ରକୋଣ୍ଡା: କିଛି ଦିନର ନୀରବତା ପରେ ମାଲକାନାଗିରି ଜିଲା ଚିତ୍ରକୋଣ୍ଡାରେ ପୁଣି ନକ୍ସଲମାନେ ନିଜର ସ୍ଥିତି ଜାହିର କରିଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନକ୍ସଲମାନେ ଦୁଇ ଦିନ ହେଲା ସ୍ବାଭିମାନ ଅଞ୍ଚଳରେ ୪ଟି…
Read More...

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା: ସ୍ଥାନୀୟ ଅଂଚଳରେ ଉତ୍ତେଜନା

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଞ୍ଚଳରେ ଏକ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରକାଶ ପାଇଛି ତୀବ୍ର…
Read More...

ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଆମେଠି: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସାଂସଦ ପ୍ରାର୍ଥୀ ସ୍ମୃତି ଇରାନୀ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଠିରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ…
Read More...

ଆଜି ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ବର : ଓଡ଼ିଶାରେ ବିଜେପିର ସ୍ଥିତିକୁ ସୁଦୃଢ କରିବା ପାଇଁ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସୁଛନ୍ତି। ଓଡିଶାରେ ପହଞ୍ଚିଲା ପରେ ଶାହା କେନ୍ଦୁଝର ଜିଲା ଗସ୍ତ କରି କଲେଜ ପଡିଆରେ…
Read More...

ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ: ଦିନ ସାଢେ ୩ଟା ସୁଦ୍ଧା ୫୭% ମତଦାନ

ଭୁବନେଶ୍ୱର : ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାର ୪ଟି ଲୋକସଭା ସଂସଦୀୟ ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟରୁ ମିଳିଥିବା ସୂଚନା ଅନୁସାରେ ୩.୩୦ ସମୟ ସୁଦ୍ଧା…
Read More...

ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ: ୨୦ ମାଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ଟା ଯାଏଁ ଭୋଟ୍

ଭୁବନେଶ୍ୱର: ଆଜି  ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ସମସ୍ତ ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ…
Read More...

ଇଭିଏମ୍‌ରେ ଗଡ଼ବଡ଼! ଅସନ୍ତୁଷ୍ଟ ହୋଇ ଫେରିଲେ ଅନେକ ଭୋଟର୍‌

ମାଲକାନଗିରି: ଆଜି ସକାଳ ୭ଟାରୁ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଥିବା ବେଳେ ଇଭିଏମକୁ ନେଇ ମାଲକାନଗିରିରେ ଅନିୟମିତତା ଅଭିଯୋଗ ଆସିଛି। ଜିଲ୍ଲାର ଏମଭି ୧୪ ଗାଁ ୯୦ ନଂ ବୁଥରେ ଇଭିଏମ…
Read More...

ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ରାୟପୁର: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଏକ ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଛତିଶଗଡ଼ ନାରାୟଣପୁରର ପରେଶଗାଓଁ ଅଞ୍ଚଳର ଏକ ବୁଥ ନିକଟରେ ଏହି ବିସ୍ଫୋରଣ କରାଯାଇଛି। ମାତ୍ର ଏଥିରେ କେହି ମୃତାହତ ହୋଇ…
Read More...

୨୦ ରାଜ୍ୟର ୯୧ ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ: ବହୁ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ…
Read More...

ଇଭିଏମରେ ଯାନ୍ତ୍ରିକ ତ୍ରୁଟି: ବହୁ ବୁଥରେ ମତଦାନ ବିଳମ୍ବିତ

ଜୟପୁର : ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ୪ ଲୋକ ସଭା ଓ ୨୮ ବିଧାନସଭା ଆସନରେ ଭୋଟ ଦାନ ଚାଲିଥିବା ବେଳେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜ୍ୟର କେତେକ ନିର୍ବାଚନ ମଣ୍ଡଳୀର କେତୋଟି ବୁଥ୍‌ରେ ମତଦାନ ବିଳମ୍ବିତ…
Read More...

ମନରେଗା କାମ କରୁଥିବାବେଳେ ମାଟି ଧସି ୧୦ ମହିଳା ଶ୍ରମିକ ମୃତ

ତେଲେଙ୍ଗାନାର ନାରାଣୟପେଟ ଜିଲ୍ଲାର ମାରିକ୍କଲ ବ୍ଲକରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ନିଯୁକ୍ତି ଯୋଜନା (ମନରେଗା) ଅଧିନରେ ଏକ ମାଟି ଖନନ କାର୍ଯ୍ୟ କରୁଥିବାବେଳେ ମାଟି ଧସିବା ଫଳରେ ୧୦…
Read More...

ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଭାରତ-ପାକ୍‌ ଶାନ୍ତି ଆଲୋଚନା ଆଶା ଉଜ୍ଜ୍ଵଳ ହେବ: ଇମରାନ୍‌

ଇସଲାମାବାଦ: ଭାରତରେ ନିର୍ବାଚନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଶାନ୍ତି ଆଲୋଚନା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ଇମରାନ କହିଛନ୍ତି, ଭାରତରେ ହେବାକୁ ଥିବା ନିର୍ବାଚନରେ ଯଦି ନରେନ୍ଦ୍ର ମୋଦୀ ପୁଣି…
Read More...

ଆମେଠିରେ ରାହୁଲଙ୍କ ବିଶାଳ ରୋଡ୍‌ ଶୋ: ନାମାଙ୍କନପତ୍ର ଦାଖଲ କଲେ

ଆମେଠି: ଉତ୍ତର ପ୍ରଦେଶରେ କଂଗ୍ରେସର ଗଡ଼ କୁହାଯାଉଥିବା ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ରାହୁଲ ଏକ ବିଶାଳ ରୋଡ୍‌ ଶୋ’ କରି ନିଜର ଶକ୍ତି ପ୍ରଦର୍ଶନ…
Read More...

ରାଫେଲ ମାମଲାରେ କେନ୍ଦ୍ରକୁ ବଡ଼ ଝଟକା: ସୁପ୍ରିମକୋର୍ଟରେ ପୁଣି ହେବ ଶୁଣାଣି

ନୂଆଦିଲ୍ଲୀ: ରାଫେଲ ଡିଲ୍‌ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା ମିଳିଛି। ଏହି ମାମଲାର ପୁଣି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଆବେଦନକାରୀ ଲିକ୍‌ ହୋଇଥିବା ଗୋପନୀୟ କାଗଜପତ୍ର ଦାଖଲ…
Read More...