Browsing Category
Bignews
ରାଉରକେଲାରେ ଯୋଗୀ ଆଦିତ୍ୟନାଥ: ନୂତନ ଓଡ଼ିଶା ଗଠନ କରିବା ବିଜେପିର ସଂକଳ୍ପ
ରାଉରକେଲା: ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଉରକେଲାଠାରେ ପହଞ୍ଚିଛନ୍ତି। ଯୋଗୀ!-->…
Read More...
Read More...
ବିଜେପି ନେତାଙ୍କ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର : ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ।!-->…
Read More...
Read More...
ବିଜେପି ନେତା ହତ୍ୟା ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରବିବାର ବିଳମ୍ବିତ ରାତ୍ରୀରେ ଖୋର୍ଦ୍ଧାର ନବୀନବାଗ ଠାରେ ଜଣେ ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଦୃଢ଼!-->…
Read More...
Read More...
ଏନକାଉଣ୍ଟରରେ ୩ ମାଓବାଦୀ ନିହତ, ଜଣେ ଯବାନ ଶହୀଦ
ରାଞ୍ଚି: ଝାଡ଼ଖଣ୍ଡର ବେଲଭା ଘାଟରେ ସୋମବାର ସକାଳେ ଯବାନ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ସୋମବାର ଭୋର ସମୟରେ ୭ମ ବାଟାଲିୟନ!-->…
Read More...
Read More...
ସବୁଠାରୁ ଧନୀ ରାଜନୈତିକ ଦଳ ହେଉଛି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି
ନୂଆଦିଲ୍ଲୀ: ଦେଶରେ ଅନେକ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ରହିଛନ୍ତି। କିନ୍ତୁ ଏସବୁ ଦଳଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଧନୀ ହେଉଛି ବହୁଜନ ସମାଜ ପାର୍ଟି(ବିଏସ୍ପି)। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦରେ ଖୋର୍ଦ୍ଧା ବନ୍ଦ
ଖୋର୍ଦ୍ଧା : ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ପ୍ରତିବାଦରେ ସୋମବାର ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି। ବିକେପି କର୍ମୀମାନେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛନ୍ତି। ବିକେପି କର୍ମୀମାନେ!-->…
Read More...
Read More...
କଂଗ୍ରେସ ଉପରେ ଖୁବ୍ ବର୍ଷିଲେ ମୋଦି
ନୂଆଦିଲ୍ଲୀ: କଠୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ମୋଦି କହିଛନ୍ତି, ମୁଁ ମୋଦି, ନା ମୁଁ କାହା ସାମ୍ନାରେ ମୁଣ୍ଡ ନୁଆଁଇଛି, ନା ବିକ୍ରି ହୋଇଛି।!-->…
Read More...
Read More...
ଏପ୍ରିଲ ୧୬ରେ ଭୁୁବନେଶ୍ୱରରେ ରୋଡ଼ ଶୋ’ କରିବେ ମୋଦି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ତାରିଖରେ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଭୁବନେଶ୍ୱରରେ ରୋଡଶୋ କରିବା ସହ ବରମୁଣ୍ଡାରେ ଅନୁଷ୍ଠିତ ଏକ ଜନସଭାରେ ଉଦବୋଧନ ଦେବେ । ଏହା ପୂର୍ବରୁ!-->…
Read More...
Read More...
ଆତଙ୍କବାଦୀମାନେ ଆଉ ଏକ ଆକ୍ରମଣ ଲାଗି ଯୋଜନା କରୁଥିବା ଆଶଙ୍କା
ଶ୍ରୀନଗର: ରବିବାର ପୁଲ୍ଓ୍ଵାମା ଆକ୍ରମଣ ଭଳି ଆଉ ଗୋଟିଏ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଉଦ୍ୟମ କରୁଥିବା କଥା ଗୁଇନ୍ଦା ଏଜେନ୍ସି କହିଛନ୍ତି। ସେମାନେ ଆହୁରି କହିଛନ୍ତି କି, ଆକ୍ରମଣ କରିବାକୁ ଆତଙ୍କବାଦୀମାନେ!-->…
Read More...
Read More...
ଫେମିନା ମିସ ଇଣ୍ଡିଆରେ ୩ ଓଡ଼ିଆ ଝିଅ
ଭୁବନେଶ୍ୱର: ଗ୍ଲାମର ଓ ଫ୍ୟାସନ୍ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କକଳାକୁ ପ୍ରଦର୍ଶନ କରିବା ପାଇଁଏଫବିବି କଲର୍ସ ମିସ୍ଇଣ୍ଡିଆ ୨୦୧୯ର ଆରମ୍ଭ ହୋଇଛି । ଓଡ଼ିଶାରେ ଏହାର ଅଡ଼ିସନ୍ ଏପ୍ରିଲ୍ ରସୁଲଗଡ଼ ଏକ୍ସପ୍ଲାନେଡ଼ ମଲରେ!-->…
Read More...
Read More...
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ,!-->…
Read More...
Read More...
ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍ କରିଛନ୍ତି, ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ!-->…
Read More...
Read More...
ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ
ଭୁବନେଶ୍ୱର: ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ୬ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି!-->…
Read More...
Read More...
ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଟୁଇଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଟୁଇଟ୍ କରି!-->…
Read More...
Read More...
