Browsing Category
Bignews
୨୦୧୮ର ସଫଳତା ବଖାଣିଲେ ରାଜ୍ୟ ପୋଲିସ ମୁଖିଆ
୨୦୧୮ରେ ମାଓବାଦୀ ଦମନ କରିବାରେ ସଫଳ ହୋଇଛି ପୋଲିସକଟକ : ରାଜ୍ୟ ପୋଲିସ ପାଇଁ ୨୦୧୮ ବର୍ଷ ଥିଲା ବହୁତ ଚ୍ୟାଲେଞ୍ଜିଂ । ଏହି ବର୍ଷ ଅନୁଷ୍ଠିତ ବିଜେପୁର ନିର୍ବାଚନକୁ ଶାନ୍ତି ଶୃଙ୍ଗଳାରେ ସମ୍ପାଦନ କରିଛି ରାଜ୍ୟ!-->!-->!-->…
Read More...
Read More...
ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ନୂଆ ବର୍ଷରେ ଅଧ୍ୟାପକଙ୍କୁ ୨୦୧୬ରୁ ବର୍ଦ୍ଧିତ ହାରରେ ମିଳିବ ଦରମା
ରାଜ୍ୟ କ୍ୟାବିନେଟ୍ ରେ ଲାଗିଲା ୧୨ ଟି ପ୍ରସ୍ତାବ ଉପରେ ମୋହରପୁରୀ : ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ପାଇଁ ସରକାର ଖୁସି ଖବର । ରାଜ୍ୟ କ୍ୟାବିନେଟ୍ ଉଚ୍ଚଶିକ୍ଷା ବିଭାଗରେ ଏକ ଗୁରୁତ୍ବପୂର୍ଣ୍ଣ!-->!-->!-->…
Read More...
Read More...
ଏଣିକି ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ
ନୂଆଦିଲ୍ଲୀ : ପ୍ରତି ହେଉଥିବା ଯୌନ ଅପରାଧ ରୋକିବା ନାବାଳିକାଙ୍କ ଉପାସ ରହିଲେ ଶ୍ରୀଜିଉ ଲାଗି ମୋଦୀ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଇନରେ କ୍ୟାବିନେଟ୍!-->…
Read More...
Read More...
କଳା ପାହଡ ଠୁ ବଳିଗଲେ : ଖୋଲିଲାନି ପହଡ ଦିନ ସାରା ଉପବାସ ରହିଲା କାଳିଆ,ସଂଧ୍ୟା ୫ଟେ ହେଲା ସକାଳ ଧୂପ
ପୁରୀ : ସେ ବିଶ୍ୱ ନିୟନ୍ତା । ତାଙ୍କ ବିନା ଚରା ଚର ଅସମ୍ଭବ । ସେ ଜଗତର ନାଥ , କାଳିଆ ସାଆନ୍ତ । ହେଲେ ସେ ରହିଲେ ଉପବାସ । କେବଳ ଉପବାସ ନୁହେଁ ତ ଘର ଭିତରେ ଏକ ପ୍ରକାର ବନ୍ଦ ହୋଇ ରହିଲେ । ପାଣି ଟିକେ ବି!-->!-->!-->…
Read More...
Read More...
ଆକାଂକ୍ଷା ଜିଲ୍ଲା ତାଲିକାରେ କୋରାପୁଟ ଓ ନୂଆପଡ଼ା
ଭୁବନେଶ୍ୱର : ଆଗକୁ ବଢ଼ୁଛି ପଛୁଆ ଜିଲ୍ଲା । ଓଡ଼ିଶାର ପଛୁଆ ଜିଲ୍ଲାଙ୍କୁ ନୀତି ଆୟୋଗ ପ୍ରଶଂସା କରିଛି । ଭାରତର ଶ୍ରେଷ୍ଠ ୫ଟି ଜିଲ୍ଲାମାନଙ୍କ ମଧ୍ୟରେ ଓଡ଼ିଶାର ନୂଆପଡ଼ା ଏବଂ କୋରାପୁଟ ସ୍ଥାନ ପାଇଛି । ପଛୁଆ ପାଇଁ ନୁହେଁ ବରଂ…
Read More...
Read More...
ତିନି ତଲାକ୍ ବିଲ୍ ପାସ
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ତିନି ତଲାକ୍ ବିଲ୍ ଆଜି ଲୋକସଭାରେ ପାସ୍ ହୋଇଛି । ବିଲ୍କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବା ଲାଗି ଦାବି କରୁଥିବା ଓ ସଂଶୋଧନ ପ୍ରସ୍ତାବ ଆଣିଥିବା ବିରୋଧୀ ଦଳଗୁଡ଼ିକ ଏହି ସମୟରେ କକ୍ଷତ୍ୟାଗ…
Read More...
Read More...
ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ
କଟକ : ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ଅପିଲ କରିବ । ଡାଇରେକ୍ଟର ପବ୍ଲିକ ପ୍ରୋସିକ୍ୟୁସନ ସହାୟତାରେ କୋର୍ଟ କୁ ଯିବ କ୍ରାଇମ ବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ…
Read More...
Read More...
ପିପିଲି ଗଣ ଦୁଷ୍କର୍ମ ହତ୍ୟା ମାମଲାରେ ରାୟକୁ ନେଇ ମନ୍ତବ୍ୟ ଦେଇ ଅଡୁଆରେ ମନ୍ତ୍ରୀ ମହାରଥୀ
ଭୁବନେଶ୍ୱର : ରାଜନୀତିକୁ ଫେରିଲା ପିପିଲି ଗଣ ଦୁଷ୍କର୍ମ ହତ୍ୟା ଘଟଣା । ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟୁ ନିର୍ଦୋଶରୁ ଖଲାସ ହେବା ପରେ ପୁଣି ବିବାଦ ଆରମ୍ଭ ହୋଇଛି । କୋର୍ଟଙ୍କ ରାୟ ପରେ ପ୍ରସଙ୍ଗରେ ମନ୍ତ୍ରୀ ପ୍ରଦୀପ…
Read More...
Read More...
ନୂଆବର୍ଷରୁ ଟିକେଟେଡ୍ ଦର୍ଶନ, ଲାଗିବ ଅବଢ଼ା ଦର
ପୁରୀ : ଖୁବଶୀଘ୍ର ଶ୍ରୀମନ୍ଦିରରେ ଆରମ୍ଭ ହେବ ଟିକେଟେଡ୍ ଦର୍ଶନ ବ୍ୟବସ୍ଥା । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କେବଳ ଯେଉଁ ଭିଆଇପିମାନେ ଟିକେଟ୍ରେ ଦର୍ଶନ କରିବେ ସେମାନେ କେଉଁ ରାସ୍ତା ଦେଇ ପ୍ରବେଶ କରିବେ ଏବଂ…
Read More...
Read More...
ନବୀନଙ୍କ ୯ ପ୍ରଶ୍ନ ବାଣର ଜବାବି ହମଲ୍ଲା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପାଲଟା ପ୍ରଶ୍ନରେ କଲେ ଘାଇଲା
ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସରେ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପଚାରି ଥିବା ୯ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ ଜବାବ ମାଗୁଛି…
Read More...
Read More...
ବିଜେଡି ପ୍ରତିଷ୍ଠା ଦିବସ : କେନ୍ଦ୍ର ସରକରଙ୍କୁ ୯ ପ୍ରଶ୍ନ କରି ଜବାବ ମାଗୁଛି ଓଡିଶା କହି ଟାଗେର୍ଟ କଲେ ନବୀନ
ଭୁବନେଶ୍ୱର : ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଦଳର ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ନେତା ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶୁଭେଚ୍ଛା ଜ୍ଞାପନ…
Read More...
Read More...
ରଣଜୀରେ ଓଡ଼ିଶାର ବିଜୟ
ଜମ୍ମୁ : ଜମ୍ମୁ-କଶ୍ମୀରକୁ ୮ ୱିକେଟରେ ହରାଇ ଓଡ଼ିଶା ସ୍ଥାନୀୟ ସରକାରୀ ଗାନ୍ଧୀ ମେମୋରିଆଲ ସାଇନ୍ସ କଲେଜ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ୨୦୧୮- ୧୯ ରଣଜୀ ଗ୍ରୁପ୍-ସି’ ଲିଗ୍ ମ୍ୟାଚ୍ରେ ଉଲ୍ଲେଖନୀୟ ବିଜୟ ହାସଲ କରିଛି । ଏହି…
Read More...
Read More...
‘ବୋଗିବିଲି ବ୍ରିଜ୍’ ଲୋକାର୍ପିତ
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ଅବସରରେ ଭାରତର ଦୀର୍ଘତମ ରେଳ ଓ ସଡ଼କ ପୋଲ ‘ବୋଗିବିଲି ବ୍ରିଜ୍’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକାର୍ପିତ କରିଛନ୍ତି । ୧୯୯୭…
Read More...
Read More...
ସୁନାମି ଧୋଇନେଲା ୪୨୯ ଜୀବନ,ଡ୍ରୋନ କ୍ୟାମେରା ଖୋଜୁଛି ମୃତ ଦେହ
ଜାକାର୍ତ୍ତା : ଆଗ୍ନେୟ ଉଦଗୀରଣ ଓ ପରେ ସୁନାମୀ ଫଳରେ ଇଣ୍ଡୋନେସିଆରେ ଭୟଙ୍କର ସ୍ଥିତି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସୁନାମିରେ ସମୁଦ୍ର ଭିତରକୁ ଚାଲିଯାଇଥିବା ମୃତ ଦେହକୁ ଠାବ କରାଯାଇ ପାରୁନି । ମତ…
Read More...
Read More...
