Browsing Category
Bignews
ଚାଷୀଙ୍କୁ ଚଡକ : ୩ ଜିଲ୍ଲାର ୬୭୫୭୬ ହେକ୍ଟର ଜମିରେ ମରୁଡି, ସହାୟତା ଦେବାକୁ ଏସଆରସିଙ୍କ ନିର୍ଦେଶ
ଭୁବନେଶ୍ୱର :ରାଜ୍ୟର ୩ ଜିଲ୍ଲାରେ ମରୁଡି ଓ ୨ ଜିଲ୍ଲାରେ କୀଟ ଜରିଯିବାରୁ ଫସଲ ନଷ୍ଟ ହୋଇଛି । ରାଜ୍ୟ ସରକାର ଏହି ଘୋ,ଣା କରିଛନ୍ତି । ଏହା ସହ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ…
Read More...
Read More...
ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ : ନିଙ୍କୁଞ୍ଜ ଧଳ ହେଲେ ରାଜସ୍ୱ ବିଭାଗର ସଚିବ
ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ୧୯୯୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଡ.ଚନ୍ଦ୍ରଶେଖର କୁମାରଙ୍କୁ ଓଏସ୍ଡବ୍ଲୁସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୧୯୯୩ ବ୍ୟାଚ୍ ଅଧିକାରୀ…
Read More...
Read More...
ଧୋନିଙ୍କ କମବ୍ୟାକ, ଉଭୟ ଦିନିକିଆ ଏବଂ ଟି-୨୦ ଟିମକୁ ଫେରିଲେ ମହେନ୍ଦ୍ର ସିଂହ ଧୋନି
ନୂଆଦିଲ୍ଲୀ : ଟିମ ଇଣ୍ଡିଆକୁ ପୁଣି କମବ୍ୟାକ କରିଛନ୍ତି ଧୋନି । ଉଭୟ ଫର୍ମାଟ ପାଇଁ ଦଳରେ ପୁଣଇ ସାମିଲ ହୋଇଛନ୍ତି । ଅଷ୍ଟ୍ରେଲିଆରେ ଦିନିକିଆ ଏବଂ ନ୍ୟୁଜିଲାଣ୍ଡରେ ଟି-୨୦ ସିରିଜ୍ ପାଇଁ ଆଜି ବିସିସିଆଇ ଭାରତୀୟ ଦଳ ଘୋଷଣା…
Read More...
Read More...
ଓଡିଶାରେ ୧୪ ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇ ବିକାଶର ବାର୍ତା ଦେଲେ ମୋଦି
ଭୁବନେଶ୍ବର : ଓଡିଶାରୁ ହେଉଛି ପୂର୍ବଦ୍ବୟର ବିକାଶ । ପୁରା ପୂର୍ବ ଭାରତର ବିକାଶ କିଭଳି ବିଜେପି ରାଡାରରେ ଅଛି ସେହି ବାର୍ତା ଦେବାକୁ ବିଜେପିର ପ୍ରୟାସ । ସେଥିପାଇଁ ଆଜି ମୋଦି ଓିଡିଶା ଗସ୍ତରେ ଆସି ୧୪ ହଜାର ୫୨୩ କୋଟି…
Read More...
Read More...
ପାଣ୍ଠି ଚିନ୍ତା : ଦଳର ସାଂସଦ ଓ ବିଧାୟକଙ୍କୁ ମାସକର ଦରମା ଦେବାକୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ବର : ନିର୍ବାତନ ପୂର୍ବରୁ ବିଜେଡି ପାଣ୍ଟି ପଢାଇବା ଚିନ୍ତାରେ ବିଜେଡି ସୁପ୍ରିମୋ । ଦଳର ପାଣ୍ଠି ବଢାଇବାକୁ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କୁ ସେମାନଙ୍କ ମାସକର ଦରମା ବିଜେଡି ପାଣ୍ଟିକୁ ଦେବା ଲାଗି ଚିଠି ଲେଖିଛନ୍ତି…
Read More...
Read More...
ଖସୁଛି ପାରଦ, ବଢ଼ୁଛି ଥଣ୍ଡା, ୪୮ ଘଣ୍ଟା ରାଜ୍ୟରେ ଲାଗି ରହିବ ଶୀତ ଲହରି
ଭୁବନେଶ୍ବର : ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ । ଖସୁଛି ପାରଦ, ବଢ଼ୁଛି ଥଣ୍ଡା । ସାରା ଜିଲ୍ଲାରେ ଜାରି ରହିଛି ଶୀତ ଲହରୀ । ଗତକାଲି ଫୁଲବାଣୀର ତାପମାତ୍ରା ୮ଡିଗ୍ରୀ ଥିବା ବେଳେ ଆଜି ଏହା ୬.୫ ଡିଗ୍ରୀକୁ ଖସିଆସିଛି ।…
Read More...
Read More...
ଆଜି ଆସୁଛନ୍ତି ମୋଦି, ପାଇକ ଗଡରୁ ଫୁଙ୍କିବେ ନିର୍ବାଚନୀ ବିଗୁଲ
ଭୁବନେଶ୍ୱର : ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତକୁ ନେଇ ନେତା, କର୍ମୀ ତତ୍ପର । ଆଇଆଇଟି ପରିସରରେ ସରକାରୀ କାର୍ଯ୍ୟକ୍ରମ ପରେ ଖୋର୍ଦ୍ଧା ଗୋଶାଳା ପଡିଆ ହେବ ବିଜେପି ସାଧାରଣ ସଭା । ସଭାରେ…
Read More...
Read More...
କେସିଆର-ନବୀନ ଭେଟଘାଟ, ଆଞ୍ଚଳିକ ଦଳ ଏକାଠି ହେବା ସପକ୍ଷରେ ମତ ଦେଲେ ଦୁଇ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଆଜି ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସରେ ଦୁଇ ନେତା ସାକ୍ଷାତ ଆଲୋଚନା କରିଛନ୍ତି । ଏହାପରେ ମିଳିତ ସାମ୍ବାଦିକ…
Read More...
Read More...
କମିଲା ଜିଏସଟି : ଶସ୍ତା ହେବ ଟିଭି, କମ୍ପ୍ୟୁଟର ଓ ସିନେମା ଟିକଟ
ଭୁବନେଶ୍ୱର : ସାଧାରଣ ଜନତାଙ୍କୁ ଟିକସ ଭାରରୁ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ସରକାର ଆଜି ବହୁ ସାମଗ୍ରୀ ଉପରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଟିଭି,…
Read More...
Read More...
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପୁଣି ହେବ ପରୀକ୍ଷାରେ ପାସ ଫେଲ ବ୍ୟବସ୍ଥା! ସପକ୍ଷରେ ଯୁକ୍ତି ବାଢିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ କରିବାକୁ ମତ ରଖିଛନ୍ତି ଗଣ ଶିକ୍ଷାମନ୍ତ୍ରୀ । ଏହିବ୍ୟବସ୍ଥା ଲାଗୁ ହେଲେ ପିଲାମାନଙ୍କ ମେଧାର ପରୀକ୍ଷାହେବା ସହ ଶିକ୍ଷକମାନେ…
Read More...
Read More...
ଯାଞ୍ଚ ହେବ କମ୍ପୁଟର ତଥ୍ୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା
ନୂଆଦିଲ୍ଲୀ : କମ୍ପ୍ୟୁଟରରେ ଷ୍ଟୋର୍, ରିସିଭ୍ ଓ ଟ୍ରାନ୍ସମିଟ୍ ହେଉଥିବା ସୂଚନା ଓ ତଥ୍ୟଗୁଡ଼ିକୁ ଯାଞ୍ଚ୍ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୦ଟି କେନ୍ଦ୍ରୀୟ ଗୋଇନ୍ଦା ଏଜେନ୍ସିକୁ କ୍ଷମତା ପ୍ରଦାନ କରିଛି । ମନ୍ତ୍ରଣାଳୟ…
Read More...
Read More...
କୃଷି ଋଣ ଛାଡ କଲେନି ନବୀନ,ଚାଷୀଙ୍କ ପାଇଁ ଐତିହାସିକ ଘୋଷଣା କରି “କାଳିଆ” ଭରସାରେ ବିଜେଡି
ଭୁବନେଶ୍ୱର : କୃଷି ଋଣ ଛାଡ ଦାବିରେ ନେଇ କମ୍ପୁଛି ରାଜନୀତି । ଦିଲ୍ଲୀରୁ ପଲ୍ଲୀ ଯାଏ ଏହି ଚର୍ଚ୍ଚା ଲାଗି ରହିଛି । ତିନି ରାଜ୍ୟରେ କଂଗ୍ରେସ ସରକାର କରିବା ପରେ କୃଷି ୃଣ ଛାଡ କରିବା ଶାସକ ଦଳ ମାନଙ୍କ ଲାଗି ଅଡୁଆ ସୃଷ୍ଟି…
Read More...
Read More...
୧୪ ହଜାର କୋଟିର ବିକାଶର ବାସ୍କେଟ ନେଇ ୨୪ରେ ଓଡିଶା ଆସୁଛନ୍ତି ମୋଦି,୧୩ ପ୍ରକଳ୍ପର ହେବ ଶୁଭାରମ୍ଭ
ନୂଆଦିଲ୍ଲୀ : ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତ ସମୟରେ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ । ଏଥିସହିତ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ଉଦ୍ବୋଧନ ଦେବେ ବୋଲି…
Read More...
Read More...
ଷ୍ଟାର୍ଟଅପ୍ରେ ଓଡ଼ିଶା ଶ୍ରେଷ୍ଠ, କେନ୍ଦ୍ର ସରକାର ଦଲେ ପୁରଷ୍କାର
ଭୁବନେଶ୍ୱର : ରାଜ୍ୟ ଷ୍ଟାର୍ଟ ଅପ୍ ମାନ୍ୟତା-୨୦୧୮ରେ ଓଡ଼ିଶାକୁ ଶ୍ରେଷ୍ଠ ସମ୍ମାନ ମିଳିଛି । କେନ୍ଦ୍ର ସରକାରଙ୍କ ଔଦ୍ୟୋଗିକ ନୀତି ଓ ସମ୍ବର୍ଦ୍ଧନା ବିଭାଗ ଦ୍ୱାରା ଓଡ଼ିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଘୋଷଣା…
Read More...
Read More...
