Browsing Category

Bignews

ବିଶ୍ୱ କପ୍ ହକି ମହାକୁମ୍ଭ : ସବୁ ଦଳ ପହଁଚିଲେ ଏବେ ଉଦଘାଟନକୁ ଅପେକ୍ଷା, ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ରୁ ହେବାକୁ ଯାଉଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଲାଗି ରବିବାର ସୁଦ୍ଧା ସମସ୍ତ ୧୬ଟି ଯାକ ଅଂଶଗ୍ରହଣକାରୀ ଦଳ ପହଞ୍ôଚଛନ୍ତି । ଅଲିମ୍ପିକ୍ ଚାମ୍ପିଅନ ଆର୍ଜେଣ୍ଟିନା ପ୍ରଥମ…
Read More...

କମେଣ୍ଟ ମରାକୁ କେନ୍ଦ୍ର କରି କିଟ କ୍ୟାମ୍ପସରେ ଖଣ୍ଡଯୁଦ୍ଧ ୫୦ଛାତ୍ର ଆହତ, ୨୦ ଗରୁତ୍ତ, ୩ ସଙ୍କଟାପନ୍ନ

ଭୁବନେଶ୍ବର :କିଟରେ କ୍ୟାମ୍ପସରେ ହିଂସାକାଣ୍ଡ । କମେଣ୍ଟ ମରାକୁ ନେଇ ପଟିଆ ସ୍ଥିତ କିଟ କ୍ୟାମ୍ପସରେ ଥିବା କିଟ ଲ ସ୍କୁଲରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଶନିବାର ଅପରାହ୍ନରେ ଘଟିଥିବା ଏହି ହିଂସାକାଣ୍ଡ ଘଟଣାରେ ୫୦ ଅଧିକ…
Read More...

ଜଗାବଳିଆଙ୍କ ଚିକିତ୍ସା ଏମ୍ସରେ ଜାରି ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି । ଜଗା-ବଳିଆ ସମ୍ପୂର୍ଣ୍ଣ ଠିକ୍ ହୋଇନଥିବାରୁ ସେମାନଙ୍କ…
Read More...

ମହିଳା ବକ୍ସର ମେରୀକମ୍‌ ୬ଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ : ଭାରତର କିମ୍ବଦନ୍ତୀ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ କ୍ୟାରିୟରରେ ୬ଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତିଛନ୍ତି। ସ୍ଥାନୀୟ ଇନ୍ଦୀରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଶନିବାର ଅନୁଷ୍ଠିତ ୪୮…
Read More...

୧୮ ଦିନ ଆଗରୁ ସରିଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର : ୧୮ ଦିନ ଆଗରୁ ସରିଲା ବିଧାନସଭା ଶୀତ ଅଧିବେସନ । ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୫ ଯାଏ ଚାଲିବାର ଥିଲା । ୨୩ ଦିନ କାର୍ଯ୍ୟ ଦିବସ ସ୍ତିର ହୋଇଥିଲା । ହେଲେ ମାତ୍ର ଆଠ ଦିନରେ ତିନିଦିନ…
Read More...

୯୫ଟି ପୌରାଞ୍ଚଳରେ ୫ଶହ ନୂଆ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା:  ରାଜ୍ୟର ୯୫ଟି ପୌରାଞ୍ଚଳରେ ୫ଶହ ନୂଆ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆଇଆଇଟି, ନାଇଜର,…
Read More...

ମଇଁସିକୁ ଧକ୍କା ଦେଇ ମହାନଦୀକୁ ଖସି ପଡିଲା ଜଗନ୍ନାଥ ,୧୦ ମୃତ,୪୦ ଆହତ

କଟକ : ମଇଁଷିକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ଖସି ପଡ଼ିବା ଫଳରେ ୧୦ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ୩୭ ଜଣ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟପାଳ ପ୍ର‌େଫସର ଗଣେଶୀ ଲାଲ,…
Read More...

ବିଧାନସଭା ଓ ସଂସଦରେ ମହିଳାଙ୍କ ଲାଗି ୩୩ % ସଂରକ୍ଷଣ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର : ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଆଗତ କରିଥିବା ପ୍ରସ୍ତାବ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି । ଉଭୟ ବିରୋଧୀ ଓ…
Read More...

ହାଇକୋର୍ଟର ଦୁଇ ବିଚାରପତି ଶପଥ ନେଲେ

କଟକ : ଓଡ଼ିଶା ହାଇକୋର୍ଟର ଦୁଇ ଜଣ ସ୍ଥାୟୀ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି । ମାଡ୍ରାସ୍ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଥିବା ବିଚାରପତି ଶତୃଘ୍ନ ପୂଜାହାରୀ ଓ ହାଇକୋର୍ଟ ରେଜିଷ୍ଟ୍ରାର୍…
Read More...

ବଳରାମପୁର ଝିଙ୍କରଗଡ଼ିରେ ପ୍ରସ୍ତାବିତ ବିୟର୍ ଫ୍ୟାକ୍ଟ୍ରି ନିଷ୍ପତ୍ତି ବାତିଲ

ଭୁବନେଶ୍ୱର : ଜିତିଲେ ଜନତା । ହାରିଲା ଶାସନ କଳ । ଚାରିଆଡ଼ୁ ବିରୋଧର ସମ୍ମୁଖୀନ ହେବା ପରେ ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଳରାମପୁର ଝିଙ୍କରଗଡ଼ିରେ ପ୍ରସ୍ତାବିତ ବିୟର ବଟଲିଂ କାରଖାନାକୁ ବାତିଲ କରିଛନ୍ତି ରାଜ୍ୟ…
Read More...

ବିୟର ବଟଲିଂ କାରଖାନା ପାଇଁ ଗଛକଟାର ଆର୍ଡିସି ତଦନ୍ତ ହେବ

ଢେଙ୍କାନାଳ: ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଳରାମପୁର ଝିଙ୍କରଗାଡ଼ିରେ ବିୟର ବଟଲିଂ କାରଖାନା ପାଇଁ ଶୁକ୍ରବାର ହୋଇଥିବା ଗଛକଟା ଘଟଣାର ଆର୍ଡିସିସ୍ତରୀୟ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ…
Read More...

ଦେଖନ୍ତୁ ହକି ୱାର୍ଲଡ କପର ଟିଜର ଭିଡିଓ : ଆଧୁନିକ ଏବଂ ପାରମ୍ପରିକ ଶୈଳୀ ସାଙ୍ଗକୁ ଶାହାରୁଖ ଓ ରେମାନଙ୍କ ଯାଦୁ

ଭୁବନେଶ୍ବର :  ଆସିଲା ହକି ୱାର୍ଲଡ କପର  ଟିଜର।   ହକି ବିଶ୍ବକପ ପାଇଁ ଏହା ମ୍ୟୁଜିକ ମ୍ୟାଷ୍ଟ୍ରୋ ଏ ଆର ରେହମ୍ମନଙ୍କ ସବୁଠାରୁ ବଡ଼ ଟ୍ରିବ୍ଯୁଟ ବୋଲି କୁହାଯାଉଛି। ନିଜେ ଏ ଆର ରେହମ୍ମନ ଏହି ଟିଜରକୁ ଟ୍ବିଟ କରିଛି। …
Read More...

ଅଭିଜିତଙ୍କୁ ମିଳିଲା କ୍ଷମା

ଭୁବନେଶ୍ୱର : ଓଡ଼ିଶା ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ବିଧାନସଭା କ୍ଷମା କରିଦେଇଛି । ଗୃହ କମିଟି ପ୍ରସ୍ତାବ ଆଧାରରେ ଶ୍ରୀ ଆୟାର୍ଙ୍କୁ କ୍ଷମା ପ୍ରଦାନ ପାଇଁ ଆସିଥିବା ମୋସନ୍କୁ ବାଚସ୍ପତି…
Read More...

ମରୁଡି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ଚାଷ ଜମିର ୩୩ ପ୍ରତିଶତ ଅଥବା ଏହା ଠାରୁ ଅଧିକ କ୍ଷତି ହୋଇଥିଲେ କ୍ଷତିପୂରଣ ମିଳିବ। ଅଣଜଳସେଚିତ…
Read More...