Browsing Category

Bignews

ଜାଗା ମିଶନ ଯୋଜନାରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପୁରୀ : ଜାଗା ମିଶନ ଯୋଜନାରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ତାଳବଣିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ପୁରୀ ଜିଲ୍ଲା ସମେତ ୮ଟି ଜିଲ୍ଲାର…
Read More...

୬ ଲକ୍ଷ ମହିଳା ସୟଂ ସହାୟକ ଗେ।।ଷ୍ଠୀକୁ ସ୍ମାର୍ଟ ଫୋନ ଦେବେ ସରକାର, ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା

ଭୁବନେଶ୍ବର : ରାଜ୍ୟରେ ମିସନ ଶକ୍ତି ଅଧୀନରେ ଥିବା ୬ ଲକ୍ଷରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚ୍‌ଜି)ଙ୍କୁ ରାଜ୍ୟ ସରକାର ଦେବେ ସ୍ମାର୍ଟଫୋନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।…
Read More...

ଦାରୁ ଚୟନରୁ ବ୍ରହ୍ମ ବିଭ୍ରାଟ ଭିତିରି କଥା,ସେବାୟତ- ମହାରଣା ମୁହଁରୁ ବାହାରିଲା ସତ

ପୁରୀ : ସବୁଠି ଟଙ୍କାପଇସା କାରବାର । ପଇସା ପାଇଲେ ଚିହ୍ନଟ କରାଯାଉଛି ଦାରୁ । ପାଉଣା ପାଇବା ପାଇଁ ମନଇଚ୍ଛା ନବକଳେବେର ବେଳେ ଦାରୁ ଚିହ୍ନଟ କରାଯାଉଛି । ଦାରୁବୃକ୍ଷରେ ଶଙ୍ଖ, ଚକ୍ର ଥିବା କୁହାଯାଇ ଭକ୍ତମାନଙ୍କୁ…
Read More...

୭୮ ଦିନର କାର୍ଯ୍ୟବନ୍ଦ ପରେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ

କଟକ :  ଶେଷରେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ।  ୩ ଅଭିଯୁକ୍ତ ପୁଲିସ କର୍ମଚାରୀ ଆଜି ହୋଇକୋର୍ଟରେ ଉପସ୍ଥିତ ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲାପରେ ୭୮ ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନରୁ  ଓହରିଛନ୍ତି ଆଇନଜୀବୀମାନେ ।…
Read More...

‘ମେକ୍ ଇନ୍ ଓଡ଼ିଶା : ମିଳିଲା ୪,୧୯,୫୭୪ କୋଟିର ପ୍ରସ୍ତାବ

ଭୁବନେଶ୍ୱର : ‘ମେକ୍ ଇନ୍ ଓଡ଼ିଶା’ର ଦ୍ୱିତୀୟ ସଂସ୍କରଣରୁ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଛି । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାରଠାରୁ ଜନତା…
Read More...

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତି ମାନଙ୍କ ପ୍ରଶ୍ନର ଉତ୍ତର ରଖିଲେ ନବୀନ

ଭୁବନେଶ୍ବର  : ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କୁ  ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରତିଷ୍ଠିତ ବିଜନେସ୍ ଟାଇକୁନମାନେ ଓଡ଼ିଶାର ଅଗ୍ରଗତି , ଉନ୍ନତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ…
Read More...

ଶିଳ୍ପ ମହାକୁମ୍ଭ  : ମେକ୍ ଇନ୍ ଓଡ଼ିଶାରେ ହାତ ଖୋଲିଦେଲେ ଶିଳ୍ପ ପତି, ଜାଣନ୍ତୁ କିଏ କରିବେ କେତେ ନିବେଶ

ଭୁବନେଶ୍ବର:  ରାଜ୍ୟରେ ଅନୁଷ୍ଠିତ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ଗତକାଲିଠାରୁ ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ଏହି ଶିଳ୍ପ ମହାକୁମ୍ଭର ଦ୍ବିତୀୟ ଦିନରେ ଦେଶର ନାମିଦାମୀ ଶିଳ୍ପପତି ଦେଇଛନ୍ତି…
Read More...

୨୦୨୫ ସୁଦ୍ଧା ଓଡିଶାରେ ୨ଲକ୍ଷ ୫୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଲକ୍ଷ୍ଯ – ନବୀନ

ଭୁବନେଶ୍ୱର : ୨୦୨୫ ସୁଦ୍ଧା ଓଡିଶାରେ ୨ଲକ୍ଷ ୫୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଲକ୍ଷ୍ଯ ରଖାଯାଇଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ୬ଟି ପ୍ରମୂଖ…
Read More...

ଓଡିଶାରେ ୩ ହଜାର କୋଟି ନିବେଶ କରିବ ରିଲାଆନସ୍- ମୁକେଶ ଅମ୍ବାନୀ

ଭୁବନେଶ୍ବର : ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ବିତୀୟ ଦିନରେ ଆୟୋଜିତ ଲିଡରସିପ ସମିଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ୍ ଇନ୍ ଓଡିଶା କନକ୍ଲେଭ ଉଦଘାଟନ କରି ଓଡିଶାରେ ପୁଞ୍ଜିନିବେଶର ନୂଆ ସୁଯୋଗର…
Read More...

ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ଗାଜା,୨୪ ଗଣ୍ଟାରେ ନେବ ଭୀଷଣ ରୂପ, ଜାଣନ୍ତୁ ଓଡିଶାକୁ କଣ ରହିବ ପ୍ରଭାବ

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ସୂଚନା ଅଜୁଯାଇ ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ତୀବ୍ରତର ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ‘ଭୀଷଣ ସାମୁଦ୍ରିକ ବାତ୍ୟା’ ପାଲଟି ପାରେ ବୋଲି ଇଣ୍ଡିଆ…
Read More...

ମେକ୍ ଇନ ଓଡ଼ିଶା କନକ୍ଲେଭ୍ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ମେକ୍ ଇନ ଓଡ଼ିଶା କନ୍କ୍ଲେଭ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। ଏଥିରେ ମୁକେଶ ଅମ୍ବାନି, ଅନୀଲ ଅଗ୍ରୱାଲାଙ୍କ, ଏନ ଚନ୍ଦ୍ରଶେଖରନଙ୍କ ଭଳି…
Read More...

ସି ଭୋଟର ଓପିନିଅନ୍ ପୋଲ୍ ସର୍ଭେ , ବାଜି ମାରିପାରେ କଂଗ୍ରେସ !

ଭୁବନେଶ୍ବର :  ସି ଭୋଟର ଓପିନିଅନ୍ ପୋଲ୍ ସର୍ଭେ ଅନୁଯାୟୀ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବାଜି ମାରିପାରେ କଂଗ୍ରେସ । ସେପଟେ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ-ଟିଡିପି ମେଣ୍ଟକୁ ମିଳିପାରେ ବହୁମତ । ତେବେ ଛତିଶଗଡରେ କଂଗ୍ରେସ…
Read More...

ବଙ୍ଗୋପ ସାଗରରେ ଲଘୁଚାପ ହେବ ଘୂଣ୍ଣି ଝଡ, ଓଡିଶାରେ ବନ୍ଦରରେ ବିପଦ ସଙ୍ଗେତ,ଜାଣନ୍ତୁ ଓଡିଶାରେ କଣ ହେବ ଝଡର ପ୍ରଭାବ

ଭୁବନେଶ୍ୱର : ବଙ୍ଗୋପ ସାଗରରେ ଏକ ଘୂଣ୍ଣିଝଡ ସୃଷ୍ଟି ହୋଇଛି । ୨୪ ଘଣ୍ଟା ଭିତରେ ଏହା ଡିପ ଡିପ୍ରେସନର ରୂପ ନେବାକୁ ଥିବାବେଳେ ୪୮ ଘଣ୍ଟାରେ ଏହା ଘୂଣ୍ଣି ଝଡର ରୂପ ନେବ । ୭୨ ଘଣ୍ଟା ଭିତରେ ଏହି ଘୂଣ୍ଣିଝଡ ତାମିଲନାଡୁ-…
Read More...

ଚୂଡ଼ାନ୍ତ ପର୍ଯ୍ୟାୟରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮ ପ୍ରସ୍ତୁତି , ଦେବେ ୮୦୦ ଶହ ବିଜନେସ ଡେଲିଗେଟ୍‌ସ

ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଏହି ମେଗା ଇଭେଣ୍ଟରେ ଯୋଗ ଦେଉଛନ୍ତି ମୁକେଶ ଅମ୍ବାନୀ, କୁମାର ମଙ୍ଗଳମ ବିରଲା, ଟାଟା ଗ୍ରୁପର ଚେୟାରମ୍ୟାନ…
Read More...