Browsing Category

Bignews

୧୬ ତାରିଖରୁ ଆରମ୍ବ ହେବ ଦେଶରେ ଟିକାକରଣ ଅଭିଯାନ, ୩ କୋଟି ସ୍ବାସ୍ଥ୍ୟକର୍ମୀ ନେବେ ମାଗଣାରେ ଟିକା

ଭୁବନେଶ୍ବର :  ଆସନ୍ତା ୧୬ ତାରିଖରୁ ଆରମ୍ବ ହେବ ଦେଶରେ ଟିକାକରଣ ଅଭିଯାନ। ଏହା ପୂର୍ବରୁ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ସେରମ ଇନଷ୍ଟିଚ୍ୟୁଟକୁ…
Read More...

ଆଗାମୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ମହାପ୍ରଭୁ ଜଗନ୍ନାଥଙ୍କୁ  ଭକ୍ତ ଦର୍ଶନ କରିପାରିବେ

ପୁରୀ: ଆଗାମୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଏନେଇ ପ୍ରଶାସନ ପକ୍ଷରୁ ଏସଓପିରେ ପରିବର୍ତ୍ତନ କରାଯାଇଛି। ଧୀରେ ଧୀରେ କରୋନା କଟକଣା ହଟାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ…
Read More...

ଘରୋଇ ସ୍କୁଲ୍‌ ଫି’ ହ୍ରାସ ମାମଲାର ରାୟ ପ୍ରକାଶ,ଏକ ଲକ୍ଷରୁ ଅଧିକ ଫି ନେଉଥିବା ସ୍କୁଲ ୨୬ ପ୍ରତିଶତ ଫି ହ୍ରାସ କରିବେ

ଭୁବନେଶ୍ବର ୧: କୋଭିଡ୍ ଯୋଗୁଁ ଘରୋଇ ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ରବିବାର ରାୟ ପ୍ରକାଶ ପାଇଛି ।ରାୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ ଫି ହ୍ରାସ ପାଇଁ ହୋଇଥିବା ଏମଓୟୁକୁ…
Read More...

ଉମରକୋଟ ନିର୍ମାଣ ସମୟରେ ଭୁଶୁଡ଼ିଲା ସେତୁ, ଜଣେ ମୃତ ଓ ୩ ଗୁରୁତର : କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉନ୍ନୟନ…

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଜାନୀଗୁଡା-ତାଲାପଦର ମଧ୍ୟରେ ନାଗୀ ନଦୀରେ ସେତୁର ଛାତ ଭୁଶୁଡ଼ିବା ଘଟଣାରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ…
Read More...

ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ଲାଗି ଗଠିତ ଉଚ୍ଚସ୍ତରୀୟ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ୍

ଭୁବନେଶ୍ବର: ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ୍‌…
Read More...

‘ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ‘ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ…
Read More...

ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧରେ ବ୍ୟାପକ ଜନ ସଚେତନତାର ପ୍ରସାର ଜାତୀୟ ଚିଲିକା ପକ୍ଷୀ ଉତ୍ସବ…

ଭୁବନେଶ୍ୱର: ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଏକ ଭିଡିଓ ବାର୍ତ୍ତା ଜରିଆରେ ଉଦ୍‌ଘାଟନ କରି…
Read More...

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ : ଭୟଭୀତ ନ ହୋଇ ଖାଇ ପାରିବେ କୁକୁଡ଼ା ମାଂସ ଓ ଅଣ୍ଡା

ଭୁବନେଶ୍ବର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ବାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପକ୍ଷୀମାନଙ୍କ ରକ୍ତ, ନାଳ, ନାଜାଲ୍‌ ସ୍ବାବ, କ୍ଲୋଆଇକାଲ୍‌ ସ୍ବାବ ଏବଂ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି।…
Read More...

ଡାକ୍ତରି ଓ ଇଞ୍ଜିନିୟରିଂ ଶିକ୍ଷାରେ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ : ଅବସରପ୍ରାପ୍ତ…

ଭୁବନେଶ୍ୱର: ସରକାରୀ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ବାବଦରେ ରାଜ୍ୟ କ୍ୟାବିନେଟର ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ଓଡ଼ିଶା…
Read More...

ଜୁଲାଇ ୩ରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା

ନୂଆଦିଲ୍ଲୀ : ଆଇଆଇଟିରେ ନାମଲେଖାଇବା ପାଇଁ ଉଦ୍ଦିଷ୍ଟ ଜେଇଇ ଆଡଭାନ୍ସଡ ପରୀକ୍ଷା ଆସନ୍ତା ଜୁଲାଇ ୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ…
Read More...

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ଅନଲାଇନରେ…

କଟକ : ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦ ତାରିଖରୁ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ । ବିଦ୍ୟାର୍ଥୀ ଫେବ୍ରୁଆରୀ ୨ ତାରିଖ ମଧ୍ୟରେ ଆବେଦନ…
Read More...

ମୁଖ୍ୟମନ୍ତ୍ରୀଙ୍କ  କୋଭିଡ ସମୀକ୍ଷା : ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର…
Read More...

ଦୁର୍ନୀତି ବିରୁଦ୍ଧରେ ନବୀନଙ୍କ କଡ଼ା ଆଭିମୁଖ୍ୟର ବଳିଷ୍ଠ ଉଦାହରଣ : ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:  ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି., ଜଣେ ଡେପୁଟି…
Read More...

‘ଓଡ଼ିଶା ମିଲେଟ୍ ମିଶନ’ ଏବଂ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ ନିତି ଆୟୋଗଙ୍କ ଦ୍ୱାରା ପ୍ରଶଂସିତ

ଭୁବନେଶ୍ୱର: ନିତି ଆୟୋଗ, ଭାରତ ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସାଧନ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନେ ଆପଣେଇଥିବା ଉତ୍ତମ କାର୍ଯ୍ୟକ୍ରମ ସମୁଚିତ ରିପୋର୍ଟ ‘ସ୍ୱାସ୍ଥ୍ୟ ଓ ପୋଷଣ ଅଭ୍ୟାସ ଅନ୍ତର୍ଦୃଷ୍ଟି’ରେ…
Read More...