Browsing Category

Bignews

ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରୂପାନ୍ତରର ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ । ଅବ୍ୟବହୃତ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକ ମାନଙ୍କର ଆକର୍ଷଣୀୟ କେନ୍ଦ୍ର…
Read More...

କୋଭାକ୍ସିନ ଓ କୋଭିସିଲ୍ଡ କୁ ଗ୍ରୀନ୍ ସିଗନାଲ : ଉଭୟ ଟିକାର ଜରୁରୀ ବ୍ୟବହାର ଲାଗି ଅନୁମୋଦନ

ନୂଆଦିଲ୍ଲୀ: କୋଭାକ୍ସିନ ଓ କୋଭିସିଲ୍ଡ କୁ ଗ୍ରୀନ୍ ସିଗନାଲ । ଉଭୟ ଟିକାର ଜରୁରୀ ବ୍ୟବହାର ଲାଗି ଅନୁମୋଦନ କରିଛନ୍ତି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ। DCGI ନିର୍ଦ୍ଦେଶକ ଡକ୍ଟର ଭି. ଜି. ସୋମାନି କହିଛନ୍ତି ଯେ…
Read More...

୯ ମାସ ପରେ ସର୍ବସାଧାରଣ ଭକ୍ତଙ୍କୁ ମିଳିଲା କଳିଆ ଦର୍ଶନ  

ପୁରୀ : ୯ ମାସ ପରେ କଳିଆ ଦର୍ଶନ କରି ଶାନ୍ତ ହେଲା ମନ।ଶେଷରେ ବାହାର ଭକ୍ତଙ୍କୁ ମିଳିଲା ମହାପ୍ରଭୁଙ୍କ ଦର୍ଶନ। ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସାଧାରଣ ଦର୍ଶନ। ଚକା ଆଖିକୁ ଦେଖି ସଭିଏଁ ଭାବବିହୋଳ । କୋଭିଡ୍‌…
Read More...

ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ

ଭୁବନେଶ୍ବର :ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଭାକସିନ୍‌। ଟିକାର ଡ୍ରାଏ ରନ୍ ସମୀକ୍ଷା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ଏପଟେ ଓଡ଼ିଶା ସମେତ ସାରା ଦେଶର ୧୧୬ ଜିଲ୍ଲାର ୨୫୯ଟି…
Read More...

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ

କଟକ : ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୯୨ଟି ବିଭିନ୍ନ ପଦପଦବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରିଛି ଓପିଏସସି। ୩୯୨ ପଦବିରୁ ୧୨୮ଟି ପଦବି ପାଇଁ ସଂରକ୍ଷିତ ରହିଛି। ଆଶାୟୀ…
Read More...

୮ରୁ ଖୋଲିବ ସ୍କୁଲ : ମଇ ୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବେ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା…
Read More...

କାର୍ଯ୍ୟାରମ୍ଭ କଲେ ଓଏସ୍‌ସିବିସି କମିଶନ : ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ଵାଳ

ଭୁବନେଶ୍ବର : ଆଜି ଓଏସସିବିସି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ଵାଳ ।ଏହାସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ , ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ଦାୟିତ୍ଵ ନେଇଛନ୍ତି ।…
Read More...

୩ରୁ ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିବ ଶ୍ରୀମନ୍ଦିର

ପୁରୀ: ସର୍ବସାଧାରଣଙ୍କ ଦର୍ଶନ ଲାଗି ଆସନ୍ତା ୩ ତାରିଖରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ପୂର୍ବରୁ ଦୈନିକ ୫ ହଜାର ଭକ୍ତ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ସେବାୟତ ଓ ପୁରୀବାସୀଙ୍କ ଦର୍ଶନ…
Read More...

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିମାନବନ୍ଦରର ନାଁ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ…
Read More...

ନୂଆ ମୁଖ୍ୟଶାସନ ସଚିବ ଭାବେ ଦାୟୀତ୍ୱ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର : ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରାର ନୂଆ ବର୍ଷରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସେ ଏହି ପଦରେ ଅବସ୍ଥାପିତ…
Read More...

ବାଇକ୍ ରେ ଯାଉଥିଲେ ଦୁଇ ଜଣ ହେଲମେଟ୍ବା ପିନ୍ଧି ନଥିବେ ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ

ଭୁବନେଶ୍ୱର : ଜାନୁଆରୀରୁ କଡ଼ାକଡ଼ା ଟ୍ରାଫିକ ଚେକିଂ । ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଆସନ୍ତାକାଲି ଠାରୁ ରାଜଧାନୀରେ କଡାକଡି ହେବ ଟ୍ରାଫିକ୍ ନିୟମ । ବାଇକ୍ ରେ ଯାଉଥିଲେ ଦୁଇ…
Read More...

ଶିଶୁ ଓ ମହିଳା ବିରୋଧୀ ଅପରାଧର ତଦନ୍ତ ଲାଗି ଗଠିତ ହେବ ପୋଲିସର ସ୍ୱତନ୍ତ୍ର ଓ୍ୱିଙ୍ଗ୍ : ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର :  ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ବିରୋଧରେ ହେଉଥିବା ଅପରାଧର ତୁରିତ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ । ଶିଶୁ ଓ ମହିଳା ବିରୋଧୀ ଅପରାଧର ତଦନ୍ତ ଲାଗସ୍ପୋଲିସ ବିଭାଗରେ କାର୍ଯ୍ୟକାରୀ ହେବ ସ୍ୱତନ୍ତ୍ର…
Read More...

ନବୀନଙ୍କ ଦୁର୍ନୀତି ବିରୋଧୀ ଖଣ୍ଡା : ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ବର୍ଷ ଶେଷକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ ଖଣ୍ଡା ୬ ଅଧିକାରୀଙ୍କ ଉପରେ ପଡିଛି । ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ରଖୁଥିବା ରାଜ୍ୟ ସରକାର ଆଜି ଦୁର୍ନୀତି ଓ ଅପାରଗତାରେ ଛନ୍ଦି…
Read More...

କଟକରୁ ଏକ କୁଇଣ୍ଟାଲ ସିନ୍ଥେଟିକ୍‌ ପନୀର୍‌ ଜବତ

କଟକ: କଟକରେ ସିନ୍ଥେଟିକ୍‌ ପନୀର୍‌। କୋଲକାତାରୁ କଟକ ପ୍ରତିଦିନ ଆସୁଛି ଏହିଭଳି ଅପମିଶ୍ରିତ ପନୀର୍‌। କଟକ ଓଏମପି ନିକଟରୁ ଏକ କୁଇଣ୍ଟାଲ ପନୀର୍‌ ଜବତ ସହ ଜଣେ ବ୍ୟକ୍ତିଙ୍କୁ କଟକ ଚାଉଳିଆଗଂଜ ପୁଲିସ ଜବତ କରିଛି। ମୋବାଇଲ…
Read More...