Browsing Category

Corporate

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ବ୍ୟାରେଲ ପିଛା ଅଶୋଧିତ ତେଲର ଦାମ ୪୦ ଡଲାର ବଢ଼ିବାରୁ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଲକଡାଉନ୍ ବେଳେ ଅଶୋଧିତ ତେଲର…
Read More...

ବଢ଼ିଲା ଏଲ୍‌ପିଜି ସିଲିଣ୍ଡର୍‌ର ଦର

ନୂଆଦିଲ୍ଲୀ: କ୍ରମାଗତ ତିନି ମାସ ହ୍ରାସ ପାଇବା ପରେ ସୋମବାର ଠାରୁ ଏଲ୍‌ପିଜି ସିଲିଣ୍ଡର୍ ଦର ବୃଦ୍ଧି ପାଇଛି। ଆଜି ମେଟ୍ରୋ ସହରମାନଙ୍କରେ ଅଣ-ରିହାତି ଏଲ୍‌ପିଜି ସିଲିଣ୍ଡର୍ ପିଛା ୩୭ ଟଙ୍କା ବୃଦ୍ଧି ପାଇଛି।ଜୁନ୍‌…
Read More...

ଦେଶର ସବୁ ଲୋକଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ଅଂଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ କରିଛନ୍ତି । ଆଗାମୀ ଦିନରେ ଭାରତରେ ସବୁ ଲୋକଙ୍କ ପାଖରେ ସ୍ୱଚ୍ଛ…
Read More...

ଜମା ସୁଧହାର ୪୦ ବେସିସ ପଏଂଟ ପର୍ଯ୍ୟନ୍ତ କମାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : ଦେଶର ସବୁଠୁ ବଡ଼ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସ୍ଥାୟୀ ଜମା  ଉପରେ ଦିଆଯାଉଥିବା ସୁଧହାର ୪୦ ବେସିସ ପଏଂଟ ବା ୦.୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଏହି ନୂଆ ହାର ଆଜିଠାରୁ…
Read More...

ରେପୋ ରେଟ ୪୦ ବେସିସ ପଂଏଟ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: ଶସ୍ତା ହେବ ଆପଣଙ୍କ ଇଏମଆଇ । ରେପୋ ରେଟ ୪୦ ବେସିସ ପଂଏଟ ହ୍ରାସ କଲା ଆରବିଆଇ । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କରୋନାରେ ଅର୍ଥନୀତି ହୋଇଛି ପ୍ରଭାବିତ । କମିଛି ଉତ୍ପାଦନ ଓ…
Read More...

ଏଣିକି ସକାଳ ୧୦ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ କରୋନାର କହର ଜାରି ରହିଥିଲେ ବି ସବୁକିଛି ସ୍ୱାଭାବିକ କରିବାକୁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାରି ଭିତରେ ଆଉ ଏକ ନୂଆ ଖବର ଆସିଛି । ତାହା ହେଲା ବ୍ୟାଙ୍କ କାରବାର ସମୟ ପୂର୍ବପରି…
Read More...

ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାର ଏବେ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି। ଘୋଷଣା ଅନୁଯାୟୀ, ଆୟକର…
Read More...

ଉଜ୍ଜଳା ଯୋଜନାକୁ ୪ ବର୍ଷ : ଆଠ କୋଟି ଗରିବ ମହିଳାଙ୍କୁ ମିଳିଲା ମାଗଣା ଗ୍ୟାସ, ଧର୍ମେନ୍ଦ୍ର କହିଲେ ଉଜ୍ଜ୍ବଳା ଏକ…

ଭୁବନେଶ୍ୱର   :  ଉଜ୍ଜଳା ଯୋଜନାକୁ ୪ ବର୍ଷ  । ୨୦୧୬ ମେ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ବାଲିଆରେ ଉଜ୍ଜ୍ବଳା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶରେ…
Read More...

ଶସ୍ତା ହେଲା ଅଣସବସିଡି ଏଲପିଜି ସିଲିଣ୍ଡରର ମୂଲ୍ୟ

ଲକଡାଉନ୍ ମଧ୍ୟରେ ଏଲପିଜି ସିଲିଣ୍ଡରର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆଜି ଅର୍ଥାତ୍ ମେ ୧ ରୁ ନନସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି। ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୧୬୨.୫୦ ଟଙ୍କା ଶସ୍ତା…
Read More...

ଆରବିଆଇର ବଡ଼ ପଦକ୍ଷେପ: ମ୍ୟୁଚୁଆଲ ଫଣ୍ଡ କମ୍ପାନୀଙ୍କୁ ୫୦ ହଜାର କୋଟିର ସହାୟତା

ନୂଆଦିଲ୍ଲୀ: ମ୍ୟୁଚୁଆଲ ଫଣ୍ଡ କମ୍ପାନୀଗୁଡ଼ିକ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ ହେଉଥିବାବେଳେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଆରବିଆଇ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡ…
Read More...

ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାମକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦେଶର ତୈଳ ବିପଣନ କମ୍ପାନୀର ଜିଲ୍ଲା ନୋଡାଲ୍ ଅଫିସର ମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିବା ଅବସରରେ ଏଲପିଜି ଯୋଗାଣକୁ ସଠିକ୍ ଭାବରେ…
Read More...

ଗରିବଙ୍କ ସୁବିଧା ପାଇଁ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍ ଉପରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଏଲପିଜି ବିତରକଙ୍କ ସହ ଆଲୋଚନା କରିଥିବା ବେଳେ ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗରିବ…
Read More...

ବଳକା ଚାଉଳକୁ ବ୍ୟବହାର କରି ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ଆଲକୋହଲ୍ ଆଧାରିତ ହ୍ୟାଣ୍ଡ୍ ସାନିଟାଇଜର ପ୍ରସ୍ତୁତି…

ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ଏନବିସିସି ବା ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ଖାଦ୍ୟ ନିଗମ(ଏଫସିଆଇ) ସହିତ…
Read More...

ଏପ୍ରିଲ ୨୦ରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରିପାରିବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ: ଗତକାଲିରୁ ଠାରୁ ଲକ୍ ଡାଉନ୍ ରେ କିଛିଟା କୋହଳ ହୋଇଛି । ତେବେ ଏହି କୋହରେ ଇ-କମର୍ସ ମଧ୍ୟ ସାମିଲ ରହିଛି । ମାତ୍ର ଏହି ଇ-କମର୍ସ କମ୍ପାନୀ ଆମାଜନ୍‌, ଫ୍ଲିପକାର୍ଡ ଆଦି ସଂସ୍ଥା କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ…
Read More...