Browsing Category

Corporate

ଲକଡାଉନରେ ଅହରହ ସେବା ଯୋଗାଇବା ଲାଗି ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : କରୋନା ମହାମାରୀ ଭଳି ଦେଶର ଘଡିଷନ୍ଧି ସମୟରେ  ଗ୍ୟାସ ଯାଗାଉଥିବା କର୍ମଚାରୀଙ୍କୁ  ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ଧନ୍ୟବାଦ ଦେଇଛନ୍ତି । ଆଉ କେନ୍ଦ୍ରମମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
Read More...

ରେପୋ ରେଟ୍ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ଅନେକ ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାରୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ପୁଣି ଥରେ ବଡ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ…
Read More...

୨୦ରୁ ଆରମ୍ଭ ହୋଇପାରେ ଇ-କମର୍ସ ସେବା

ନୂଆଦିଲ୍ଲୀ: ୨୦ ତାରିଖରୁ ଇ-କମର୍ସ ଯଥା ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ଭଳି ଅନଲାଇନ୍ ସେବା ଗୁଡିକ କାର୍ଯ୍ୟକ୍ଷମ ହୋଇପାରେ ବୋଲି ଆଶା କରାଯାଉଛି । ତେବେ ଇ-କମର୍ସ କମ୍ପାନୀଗୁଡ଼ିକୁ ସମସ୍ତ ପ୍ରକାର ସାମଗ୍ରୀ କିମ୍ବା…
Read More...

ପ୍ରଥମ ଥର ପାଇଁ ଋଷରୁ ପାରାଦୀପ ବନ୍ଦରରେ ଅଶୋଧିତ ତୈଳ ପହଁଚାଇବା ପାଇଁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ରୋଜନେଫ୍ଟର ସିଇଓ ଇଗୋର ସଚିନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି । ଏହି ଅବସରରେ ରୋଜନେଫ୍ଟ ଏବଂ ଇଣ୍ଡିଆନ୍ ଅଏଲ ମଧ୍ୟରେ ହୋଇଥିବା…
Read More...

ଲକଡାଉନ ବେଳେ ଉଜ୍ଜ୍ୱଲା ଉପଭୋକ୍ତାଙ୍କ ଗ୍ୟାସ ସିଲିଣ୍ଡର ବୁକିଙ୍ଗ ଲାଗି ଜାରିହେଲା ନୂଆ ସୂଚନା

ଭୂବନେଶ୍ୱର : କୋଭିଡ-୧୯ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ସମସ୍ୟାର ମୁକାବିଲା କରିବା ପାଇଁ ପୁରା ଦେଶରେ ତାଲାବନ୍ଦ ଘୋଷଣା କରାଯାଇଛି । ଭାରତ ସରକାର ସମସ୍ତ ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କୁ ଆଗାମୀ ୩ମାସ…
Read More...

ଜି-୨୦ ଉର୍ଜା ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭିସି ଜରିଆରେ ଭାରତର ପ୍ରତିନିଧିତ୍ୱ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର :  ପୂର୍ବପରି ଭାରତ ବିଶ୍ୱ ଉର୍ଜା ଚାହିଦାର ଯେପରି ଆଗରେ ଥିଲା କରୋନା ପରବର୍ତୀ ସମୟରେ ମଧ୍ୟ ଭାରତ ବିଶ୍ୱ ଉର୍ଜା ଚାହିଦାର ଆଗରେ ରହିବ ବୋଲି ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସି ଯୋଗେ ଯୋଗଦେଇ…
Read More...

ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ନେଇ ପ୍ରତିଶ୍ରୁତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମୁକାବିଲା ପରିପ୍ରେକ୍ଷୀରେ ଦେଶରେ ଉର୍ଜା ସମସ୍ୟାକୁ ଦୂର କରିବା ତଥା ଭାରତକୁ ଅଧିକ ଏଲପିଜି ଯୋଗାଣ ନେଇ ମଙ୍ଗଳବାର ଆବୁଧାବୀର ରାଷ୍ଟ୍ରାୟତ ତୈଳ କମ୍ପାନୀ(ଏଡିଏନଓସି)ର ସିଇଓ ଡ. ସୁଲତାନ…
Read More...

ସାଉଦି ଆରବରୁ ଭାରତକୁ ନିରନ୍ତର ତୈଳ ଯୋଗାଣ ଉପରେ ଗୁରୁତ୍ୱାରୋପ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ସାଉଦି ଉର୍ଜା ମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ଅବଦୁଲାଜିଜ୍ ଏବଂ ସାଉଦି ଆରାମକୋ ତୈଳ କମ୍ପାନୀର ସଭାପତି ତଥା…
Read More...

ଦେଶରେ ଏଲପିଜିର ଅଭାବ ରହିବ ରହିବ ନାହିଁ

ନୂଆଦିଲ୍ଲୀ: ଦେଶରେ ଏଲପିଜିର ଅଭାବ ରହିବ ରହିବ ନାହିଁ ।  ଏନେଇ ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ବିଶ୍ୱରେ କୋରୋନା କାୟା ବିସ୍ତାର କରିଥିବା ବେଳେ…
Read More...

କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: କୋରୋନାକୁ ନେଇ ଭାରତୀୟ ସୁନା ବଜାରରେ ସୁନା ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଥିବାବେଳେ ରୂପା କିଲୋଗ୍ରାମରେ ୬୦୦୦ରୁ ଅଧିକ ହ୍ରାସ ପାଇଛି ।ବର୍ତମାନ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୪୦,୦୦୦ ଟଙ୍କାକୁ…
Read More...

ସେୟାର ମାର୍କେଟରେ କୋରୋନା ମାଡ; ଖସିଲା ସେନ୍ସେକ୍ସ

ମୁମ୍ବାଇ: ବିଶ୍ୱବ୍ୟାପି କୋରୋନା ଭାଇରସ ଭୟ ଲାଗିଥିବାବେଳେ ଏଥିରୁ ବାଦ୍ ପଡିନି ସେୟାର ମାର୍କେଟ । କୋରୋନା ଯୋଗୁଁ କିଛି ଦିନ ହେବ ଭାରତୀୟ ସେୟାର ମାର୍କେଟ ହ୍ରାସ ପାଇବାରେ ଲାଗିଛି । ଆଜି ସେୟାର ମାର୍କେଟ ଖୋଲିବା ପରେ…
Read More...

ଗିରଫ ହେଲେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା

ମୁମ୍ବାଇ: ଆଜି ଗିରଫ ହେଲେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର । ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ରବିବାର ଭୋରରୁ ଦିବାନ ହାଇସିଂ ଫାଇନାନ୍ସ କର୍ପେରେଶନ ଲିମିଡେଡ (ଡିଏଏଫଏଲ) ସହିତ ଜଡ଼ିତ ମନି ଲଣ୍ଡ୍ରିଙ୍ଗ ଘଟଣାରେ…
Read More...