Browsing Category

Corporate

ପାଂଚ ଟ୍ରିଲିୟମ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ‘ପୂର୍ବୋଦୟ’ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କୋଲକାତା ଠାରେ ସମନ୍ୱିତ ଇସ୍ପାତ ହବ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ…
Read More...

ମନି ଲଣ୍ଡ୍ରିଂ ମାମଲା: ଚନ୍ଦା କୋଚରଙ୍କ ସମ୍ପତି ଜବତ

ନୂଆଦିଲ୍ଲୀ: ବଢିଲା ଚନ୍ଦା କୋଚରଙ୍କ ଅଡୁଆ। ଭିଡିଓକନ ଋଣ ଜାଲିଆତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚର ଓ ତାଙ୍କ ପରିବାରର ପ୍ରାୟ ୭୮ କୋଟି ଟଙ୍କାର ସମ୍ପତି ଜବତ କରିଛି ପ୍ରବର୍ତନ…
Read More...

ଇରାନ-ଆମେରିକା ମଧ୍ୟରେ ଅଶାନ୍ତି; ଭାରତୀୟ ସେୟାର ବଜାରରେ ପ୍ରଭାବ

ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ଅଶାନ୍ତି କାରଣରୁ ଆଜି ଭାରତୀୟ ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସମ୍ବେଦନଶୀଳ ସୂଚକାଙ୍କ ୮୧୩ ପଏଣ୍ଟ…
Read More...

୨୦୨୦ରେ ଦେଶର ଉର୍ଜା ଭିତିଭୂମିରେ ଅଭୁତପୂର୍ବ ପ୍ରଗତି ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉର୍ଜା କ୍ଷେତ୍ରରେ ଭାରତ ସରକାର ରାଜସ୍ୱ ଅପେକ୍ଷା ଉତ୍ପାଦନକୁ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କାରଣରୁ ଏହି କ୍ଷେତ୍ରରେ କ୍ରମାଗତ ସଂସ୍କାର ଅଣାଯାଇପାରୁଛି । ବର୍ଷ ୨୦୨୦ରେ ଦେଶର ଉର୍ଜା…
Read More...

ରାଧାଶ୍ୟାମ ମହାପାତ୍ର NALCOର ନୂତନ ନିର୍ଦ୍ଦେଶକ (ମାନବସମ୍ବଳ)

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO)ର ନୂତନ ନିର୍ଦ୍ଦେଶକ (ମାନବସମ୍ବଳ) ଭାବେ ଶ୍ରୀ ରାଧାଶ୍ୟାମ ମହାପାତ୍ର ଦାୟିତ୍ୱ ଗ୍ରହଣ…
Read More...

ଭାରତୀୟ ଅର୍ଥନୀତିର ସୁଧାର ଆଣିବା ମୋଦି ସରକାରଙ୍କ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ପାଇଁ ମୋଦି ସରକାର ଏକ ପ୍ୟାକେଜ୍ ଘୋଷଣା କରିଛି । ଭିତିଭୂମି କ୍ଷେତ୍ରର ବିକାଶ ପାଇଁ ସରକାର ଆଗାମୀ ୫ ବର୍ଷରେ ପ୍ରାୟ ୧୦୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ‘ଜାତୀୟ…
Read More...

ରିଲାଏନ୍ସ ଲଂଚ କଲା ଜିଓମାର୍ଟ; ଆମାଜନ ଓ ଫ୍ଲିପକାର୍ଟକୁ ଦେବ ଟକ୍କର

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନି ଏବେ ଇ-କମର୍ସରେ ପାଦ ରଖିଛନ୍ତି । ଇ-କମର୍ସରେ ରାଜ୍ କରୁଥିବା ଆମାଜନ ଓ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ମୁକେଶ ଅମ୍ବାନୀ ଲଂଚ କରିଛନ୍ତି ଜିଓମାର୍ଟ ।…
Read More...

ଭାରତୀୟ ଇସ୍ପାତ୍ ଏବଂ ଖଣିଜ ଶିଳ୍ପ ବିକାଶରେ ନୂଆ ଅଧ୍ୟାୟ ଯୋଡିବ ଓଡିଶା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭାରତୀୟ ଇସ୍ପାତ୍ ଏବଂ ଖଣିଜ ଶିଳ୍ପ ବିକାଶର ଆଗାମୀ ପ୍ରବାହରେ ଓଡିଶା ଏକ ନୂଆ ଅଧ୍ୟାୟ ଲେଖିପାରିବ ବୋଲି ସୋମବାର ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର୍-ଖଣିଜ ଏବଂ ପଦାର୍ଥ ପ୍ରାଧ୍ୟୋଗିକ ସଂସ୍ଥା (ଆଇଏମଏମଟି) ଠାରେ…
Read More...

ନୂଆବର୍ଷରେ ବଢ଼ିବ ସୁନାଦର!

ନୂଆଦିଲ୍ଲୀ: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଖରାପ ଖବର । କାରଣ ନୂଆବର୍ଷରେ ସୁନାର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ନୂଆବର୍ଷରେ ସୁନାର ଦର ବୃଦ୍ଧି ପାଇ ୪୫ ହଜାର ଟଙ୍କା ହେବାର ସମ୍ଭାବନା ରହିଛି ବୋଲି…
Read More...

ଆସନ୍ତା ବର୍ଷ ୬୭ ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: ଆସନ୍ତା ନୂଆବର୍ଷରେ ଦେଶରେ ବ୍ୟାଙ୍କ ଗୁଡିକର ଛୁଟି ତାଲିକା ପ୍ରକାଶ ପାଇଛି। ଛୁଟି ତାଲିକା ଅନୁଯାୟୀ, ଆସନ୍ତା ବର୍ଷରେ ବ୍ୟାଙ୍କ ୬୭ ଦିନ ବନ୍ଦ ରହିବ। ପର୍ବପର୍ବାଣୀ, ମାସର ଦ୍ଵିତୀୟ ଶନିବାର, ଚତୁର୍ଥ ଶନିବାର ଓ…
Read More...

ବଡ଼ଦିନ ଓ ନୂଆବର୍ଷ ପାଇଁ ବିଏସଏନଏଲ ପକ୍ଷରୁ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ୍

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ବଡ଼ଦିନ ଏବଂ ନୂଆବର୍ଷ ଉପଲକ୍ଷେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ ଲାଗୁ ହୋଇଛି । ଏହି ପ୍ଲାନ ଆଜି ବଡ଼ଦିନ ଠାରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଟେଲିକମ କମ୍ପାନି…
Read More...

ବିଶ୍ୱର ସବୁଠାରୁ ଧନୀ ହେଉଛନ୍ତି ବିଲ୍ ଗେଟ୍ସ , ୧୨ତମ ସ୍ଥାନରେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ: ଚଳିତ ବର୍ଷର ବ୍ଲୁମ୍ବର୍ଗ ଧନୀ ତାଲିକା ପ୍ରକାଶ ପାଇଛି । ଏଥିରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟସ୍ ବିଶ୍ୱର ସବୁଠାରୁ ଧନୀ ତାଲିକାରେ ଆଗରେ ଅଛନ୍ତି । ତାଙ୍କର ମୋଟ ସମ୍ପତିର ପରିମାଣ ୧୧୨ ବିଲିୟନ୍ ଡଲାର…
Read More...

ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍ଜି ବସର ଶୁଭାରମ୍ଭ କରିବା ପରେ ଏହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି…
Read More...

ନୂଆ ଟେକ୍ନୋଲଜି ବିକଶିତ କରିବା ଓ ବିଦେଶକୁ ସ୍ୱଦେଶୀ ଟେକ୍ନୋଲଜି ରପ୍ତାନୀ କରିବା ଉପରେ ଗୁରୁତ୍ୱ ଦେଉ ଇଣ୍ଡଷ୍ଟ୍ରି:…

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆ ଟେକ୍ନୋଲଜି ବିକଶିତ କରିବା ଓ ସ୍ୱଦେଶୀ ଟେକ୍ନୋଲଜି ବିଦେଶକୁ ରପ୍ତାନୀ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର…
Read More...