Browsing Category
Corporate
ମହଙ୍ଗା ହେଲା ଭୋଡ଼ା-ଆଇଡ଼ିଆ, ଏୟାରଟେଲ
ନୂଆଦିଲ୍ଲୀ: ଭୋଡ଼ାଫୋନ-ଆଇଡିଆ ଓ ଏୟାରଟେଲ ଆଜି ନିଜର ନୂତନ ଟାରିଫ ଘୋଷଣା କରିଛନ୍ତି। ଏହି ସବୁ ଟାରିଫ ଡିସେମ୍ବର ୩ରୁ ସମଗ୍ର ଦେଶରେ ଲାଗୁ ହୋଇଯିବ। କମ୍ପାନୀର ନୂତନ ପ୍ଲାନ ମାଇ ଭୋଡ଼ାଫୋନ ଆପ୍ ଓ କମ୍ପାନୀର ଅଫିସିଆଲ…
Read More...
Read More...
ଡିସେମ୍ବର ୧ରୁ ଦେଶରେ ମହଙ୍ଗା ହେବ ମୋବାଇଲ କଲ
ନୂଆଦିଲ୍ଲୀ : ମୋବାଇଲ କଲ ତାରିଫର ଫ୍ଲୋର ପ୍ରାଇସ ବା ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣକୁ ନେଇ ଟେଲିକମ ବିଭାଗ ଓ ଟେଲିକମ ନିୟାମକ ଟ୍ରାଇ ମଧ୍ୟରେ କୌଣସି ସହମତି ହୋଇପାରିନାହିଁ । ଏହା ଫଳରେ ଆସନ୍ତା ଡିସେମ୍ବର ୧ରୁ ଦେଶରେ…
Read More...
Read More...
IMFA observes 58 th Foundation Day
Bhubaneswar: Indian Metals & Ferro Alloys Ltd (IMFA), the country’s leading fully integrated producer of value added ferro chrome, observed its 58th Foundation Day on November 26th,…
Read More...
Read More...
ରାଜ୍ୟର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ହେବ ପ୍ରସ୍ତୁତ: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ
ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି…
Read More...
Read More...
ନାଲକୋ ମହିଳା ସମିତି ଦ୍ୱାରା ମଶାରୀ ବଣ୍ଟନ
ଭୁବନେଶ୍ୱର : ସ୍ୱଚ୍ଛ ଓ ସ୍ୱସ୍ଥ ଭାରତ କାର୍ଯକ୍ରମ ପ୍ରତି ନିଜର ଅନବରତ ପ୍ରୟାସ ସ୍ୱରୂପ ନାଲକୋ ମହିଳା ସମିତିର ସଭ୍ୟମାନେ ଗତକାଲି, ସଭାପତି ଶ୍ରୀମତୀ ପ୍ରୀତି ରାୟ ଚାନ୍ଦଙ୍କ ନେତୃତ୍ୱରେ କଟକସ୍ଥିତ ଯଶୋଦା ସଦନ ସେବାଶ୍ରମର…
Read More...
Read More...
ଡିସେମ୍ୱରରୁ ଦର ବଢ଼ାଇବେ ଏୟାରଟେଲ, ଭୋଡ଼ାଫୋନ-ଆଇଡିଆ
ନୂଆଦିଲ୍ଲୀ: ଦେଶରେ ଟେଲିକମ ଶିଳ୍ପ ଅନେକ କଡ଼ା ପରିସ୍ଥିତି ଦେଇ ଗତି କରୁଛି। ବଜାରରେ ଜିଓର ପ୍ରଭାବ ଏବଂ ନିକଟରେ ସୁପ୍ରିମକୋର୍ଟ ସମସ୍ତ ଟେଲିକମ କମ୍ପାନୀଙ୍କୁ ବକେୟା ଏଜିଆର ଟଙ୍କା ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ!-->…
Read More...
Read More...
ଭାରତ ଅନ୍ତର୍ଜାତୀୟ ବ୍ୟବସାୟ ମେଳାରେ ଓଡ଼ିଶାର ଆକର୍ଷଣୀୟ ମଣ୍ଡପ
‘ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍’ ବିଷୟବସ୍ତୁକୁ ନେଇ ଓଡ଼ିଶା ମଣ୍ଡପ ପ୍ରସ୍ତୁତଭୁବନେଶ୍ୱର : ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଭାରତ ଅନ୍ତର୍ଜାତୀୟ ବ୍ୟବସାୟ ମେଳା ଉଦ୍ଘାଟିତ ହୋଇଯାଇଛି । ଏହି ମେଳାକୁ ସୂଚନା ଓ!-->!-->!-->…
Read More...
Read More...
IPCA organises 3rd edition of Art residency programme “VISTAS-2019”
Bhubaneswar : The 3rd edition of art residency programme “VISTAS-2019” organised
by the Ila Panda Centre for Arts (IPCA), Sahid Nagar concluded on Monday. The
six-week art programme!-->…
Read More...
Read More...
ଇସ୍ପାତ୍ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା- ଧର୍ମେନ୍ଦ୍ର ପ୍ରଧାନ
ଆନ୍ଧ୍ରପ୍ରଦେଶ
ଗସ୍ତର ଦ୍ୱିତୀୟ ଦିନରେ ଭାଇଜାଗ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀବିଶାଖାପାଟଣା : ପୂର୍ବ ଭାରତରେ ଅଧିକ ଇସ୍ପାତ୍ ଉତ୍ପାଦନ ହେଉଥିବା କାରଣରୁ ପୂର୍ବ ଭାରତକୁ ଅଧିକ ପ୍ରାଧାନ୍ୟ!-->!-->!-->…
Read More...
Read More...
ଜମାରାଶି ଉପରେ ସୁଧ ହାର କମାଇଲା ଭାରତୀୟ ଷ୍ଟେଟବ୍ୟାଙ୍କ୍!
ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଭାରତୀୟ ଷ୍ଟେଟବ୍ୟାଙ୍କ ଆସନ୍ତା ନଭେମ୍ବର ୧ ତାରିଖଠାରୁ ଗ୍ରାହକମାନଙ୍କର ଉଭୟ ଚଳନ୍ତି ଓ ମିଆଦି ଜମାରାଶି ଉପରେ ସୁଧହାର କମେଇ ଦେବା ପାଇଁ ନିଷ୍ପତ୍ତି!-->…
Read More...
Read More...
NALCO ପକ୍ଷରୁ ୫୫୭.୮୦ କୋଟିର ଲାଭାଂଶ ପ୍ରଦାନ
ନୂଆଦିଲ୍ଲୀ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସ୍ନାଲ୍ଆ ଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO) ପକ୍ଷରୁ ୨୦୧୮-୧୯ ଆର୍ôଥକବର୍ଷ ପାଇଁ ଲାଭାଂଶ ବାବଦକୁ ୫୫୭.୮୦ କୋଟି ଟଙ୍କାର ଚେକ୍!-->…
Read More...
Read More...
ବସ ସେବା ଆରମ୍ଭ କରିବ ଉବେର
ନୂଆଦିଲ୍ଲୀ: ଏଣିକି ବସ ଟିକଟ ଖଣ୍ଡେ ପାଇବା ପାଇଁ ଆପଣଙ୍କୁ ଏଣେତେଣେ ଯିବାକୁ ପଡିବ ନାହିଁ | କାରଣ ଅନଲାଇନ କ୍ୟାବ ସର୍ଭିସ ଦେଉଥିବା ଉବେର ଖୁବ ଶୀଘ୍ର ବସ ସେବା ଆରମ୍ଭ କରିବାର ଯୋଜନା କରୁଛି | ବର୍ତ୍ତମାନ ପରୀକ୍ଷାମୂଳକ!-->…
Read More...
Read More...
ବିଏସଏନଏଲରେ ଏମଟିଏନଏଲର ବିଲୟ ହେବ, କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ ସେବା କମ୍ପାନି ବିଏସଏନଏଲ ଓ ଏମଟିଏନଏଲର ମିଶ୍ରଣ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁର କରିଛି । ଏହି ମିଶ୍ରଣ ପରେ ଏମଟିଏନଏଲ୍ ବିଏସଏନଏଲ୍ର ଏକ ଶାଖା!-->…
Read More...
Read More...
ଆଜି ବ୍ୟାଙ୍କ ଧର୍ମଘଟ, ଏସ୍ବିଆଇ ଖୋଲା
ଭୁବନେଶ୍ୱର:ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ କରାଯାଉଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରିବା ପ୍ରତିବାଦରେ ଏହି ଧର୍ମଘଟ କରାଯାଉଛି । ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଭାରତୀୟ ବ୍ୟାଙ୍କ!-->…
Read More...
Read More...
