Browsing Category
Crime
ସିବିଆଇ ପାରିଲାନ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷପରେ ଧରିଲା…
କଟକ : ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଏବେ ପୁଣି ଚର୍ଚ୍ଚାରେ । ୨୨ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଉଛି ବିବନ ବିଶ୍ୱାଳ । ଏନେଇ ପ୍ରେସମିଟରେ ସୂଚନା…
Read More...
Read More...
ଖୋଲିଲା ଭୁବନେଶ୍ବରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା ରହସ୍ୟ : ତଣ୍ଟି ଚିପି ହତ୍ୟା ପରେ ମୁଣ୍ଡ…
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ୍ ପୁଲିସ୍କୁ ମିଳିଛି ବଡ଼ ସଫଳତା। ମୃତଦେହ ପଡ଼ିବା ସ୍ଥାନରୁ ପ୍ରାୟ ୧ କି.ମି ଦୂରରୁ ଆଜି କଟା ମୁଣ୍ଡ ଠାବ କରିଛି ପୁଲିସ୍ ।…
Read More...
Read More...
STFର ଚଢାଉ : କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ
କେନ୍ଦୁଝର: କେନ୍ଦୁଝର ଆରଟିଓ ଅଫିସ ନିକଟରେ କ୍ରାଇମବ୍ରାଞ୍ଚ STFର ଚଢାଉ । ଗୋଟିଏ କଲରାପତରିଆ ବାଘ ଛାଲ, ୨ ହାତୀ ଦାନ୍ତ ଜବତ କରାଯାଇଛି । ଡିଲ୍ ବେଳେ ୩ ମିଡିଲମ୍ୟାନଙ୍କୁ ଧରିଛି STF । ଲକ୍ଷାଧିକ ଟଙ୍କାରେ ଡିଲ ହେଉଥିଲା…
Read More...
Read More...
ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ପାଠକ ବାପ-ପୁଅଙ୍କୁ ଜାମିନ୍
ଭୁବନେଶ୍ବର : ଜାମିନ ମିଳିବା ପରେ ମଧ୍ୟ ଜେଲ୍ରେ ରହିବେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ। ଜାମିନ ପାଇବା ପରେ ବି ଜେଲରୁ ବାହାରିପାରିବେନି ପାଠକ ବାପ-ପୁଅ। ସେମାନଙ୍କ ବିରୋଧରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହା…
Read More...
Read More...
ପାଣି ପାଇଁ କଳି : ଗଡିଲା ୨ ଜଣଙ୍କ ମୁଣ୍ଡ, ଅନ୍ୟ ଦୁଇ ଗୁରୁତର ଆହତ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ପାଣିମଡାକୁ ନେଇ ଘଟିଛି ଭୟଙ୍କର ରକ୍ତାକ୍ତ ସଂଘର୍ଷ। ଏତେ ଭୟଙ୍କର ଯେ ସେଥିରେ ଦୁଇଟି ମୁଣ୍ଡ ଗଡିଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୁଗ…
Read More...
Read More...
ଜଳେଶ୍ଵରରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ
ବାଲେଶ୍ଵର : ବାଲେଶ୍ଵର ଜଳେଶ୍ଵର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଥିବାରୁ ପ୍ରତ୍ୟେକ ଦିନ ବିଭିନ୍ନ ଉପାୟରେ ବାଂଙ୍ଗଲାଦେଶ ଏବଂ ପଶ୍ଚିମବଙ୍ଗରୁ ବ୍ରାଉନ ସୁଗାର ଏଠାକୁ ଆସିଥାଏ ଏବଂ ଏଠାରୁ ପୁଣି ରାଜ୍ୟର ବିଭିନ୍ନ…
Read More...
Read More...
କଟକରୁ ପୁଣି ବ୍ରାଉନସୁଗାର ଜବତ, ୫ ଗିରଫ
କଟକ: ପୁଣି ଧଳା ଜହର ଜବତ । କଟକ ବିଡ଼ାନାସୀ, ଦେଉଳସାହି ଅଞ୍ଚଳରୁ ବ୍ରାଉନସୁଗାର ଜବତ କଲା ପୋଲିସ । ବିଶ୍ୱସ୍ତସୂତ୍ରରୁ ଖବର ପାଇ ବିଡାନାସୀ ପୋଲିସ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି । ଏଥିସହିତ,୫…
Read More...
Read More...
ମାହାଙ୍ଗା ହତ୍ୟାକାଣ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ ଭିକାରୀ ସ୍ବାଇଁ ରାଉରକେଲାରରୁ ଗିରଫ
ମାହାଙ୍ଗା: ମାହାଙ୍ଗା ନୃତ୍ତାଙ୍ଗ ହତ୍ୟାକାଣ୍ତରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଗ୍ରାମାଞ୍ଚଳ ପୁଲିସ ଦ୍ବାରା ଗଠିତ ପାଞ୍ଚ ଜଣିଆ ଟିମ୍। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ସ୍ବାଇଁଙ୍କୁ ରାଉରକେଲାରୁ ଆଜି ପୁଲିସ ଗିରଫ…
Read More...
Read More...
ମାହାଙ୍ଗା ଡବଲ ମର୍ଡର ଘଟଣା : ମୁଖ୍ୟ ଅଭିଯୁକ୍ତର ବୟାନ, ରାଜନୀତି ନୁହେଁ ମାଡର ପ୍ରତିଶୋଧ ନେବାକୁ କରିଛୁ ହତ୍ୟା
ଭୁବନେଶ୍ୱର : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ପଞ୍ଚାନନ ସେଠୀ ଚାଞ୍ଚଲ୍ୟକର ବୟାନ । କୋର୍ଟ ଚାଲାଣ ବେଳେ କୁଳମଣି ବରାଳଙ୍କୁ ସେ ହତ୍ୟା କରିଥିବା ସ୍ୱୀକାର କରିଛି। ପୂର୍ବରୁ କୁଳମଣି ଓ ତାଙ୍କ ପୁଅ…
Read More...
Read More...
ମାହାଙ୍ଗା ଡବଲ ମର୍ଡର : ୪ ଗିରଫ,ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ
କଟକ: ମାହାଙ୍ଗା ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ମାମଲାରେ ଅଟକ ଥିବା ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ସମେତ ଅରବିନ୍ଦ ଖଟୁଆ, କ୍ଷୀତିଶ…
Read More...
Read More...
ମାହାଙ୍ଗା ଡବଲ ମର୍ଡର ପଛରେ କିଏ ? ତନାଘନା କରୁଛି ପୋଲିସ
ଭୁବନେଶ୍ବର : ମାହାଙ୍ଗାର ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ଓ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଅଭିଯୋଗର ତନାଘନା କରୁଛି ପୋଲିସ । ଡିଆଇଜି ଆଶିଷ ସିଂ, କଟକ ଏସ୍ପି, ଫରେନସିକ ଟିମ ସହ…
Read More...
Read More...
ଖୋଲୁଛି ଡି-ସାମ୍ରାଜ୍ୟର ଗୁମର : ଡି-ବ୍ରଦର୍ସଙ୍କ ଘରୁ ୧୦୫୫ଗୁଳି ଓ ୭ଟି ବନ୍ଧୁକ ଜବତ
କଟକ: ଖୋଲୁଛି ଡି-ସାମ୍ରାଜ୍ୟର ଗୁମର । ଆଜି ପୁଣି ଡି’ବ୍ରଦର୍ସଙ୍କ ଘରେ ସର୍ଚ୍ଚ ଅପରେସନ୍ ହୋଇଛି । ସୁଶୀଲ ଧଳସାମନ୍ତ ଘରେ ସୁଶୀଲକୁ ନେଇ ସର୍ଚ୍ଚ ଅପରେସନ କରୁଛି । ସିଡିଏ ବାସଭବନକୁ ଆଣି ପଚରାଉଚରା କରାୟାଉଥିବା ସୂଚନା…
Read More...
Read More...
ଅଭିଯୁକ୍ତ ସରୋଜ ସେଠୀ ଦେଖାଇଲା ପରୀ ହତ୍ୟାର ଡେମୋ
ନୟାଗଡ଼: ନୟାଗଡ଼ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ଦେଖାଇଲା ଡେମୋ । କିଭଳି ନିଷ୍ପାପ ଶିଶୁ ସହିତ ଜଘନ୍ୟ କାଣ୍ଡ ଭିଆଇଥିଲା ସେନେଇ ସରୋଜ ଦେଖାଇଛି ଡେମୋ । ଯାହାକୁ ଜାଣିଲେ ଯେକୌଣସି ବ୍ୟକ୍ତିର…
Read More...
Read More...
ପରୀ ହତ୍ୟା ମାମଲା : ସରୋଜର ରକ୍ତ ଭିଜା ଗାମୁଛା ଜବତ କରିଛି SIT
ଭୁବନେଶ୍ୱର : ପରୀକୁ ତଣ୍ଟି ଚିପି ମାରିବାବେଳେ ନାକରୁ ବାହାରିଥିବା ରକ୍ତକୁ ନିଜ ଗାମୁଛାରେ ପୋଛିଥିଲା ସରୋଜ । ଯାହାକୁ ଆଜି ଛାନଭିନ୍ ବେଳେ ଜବତ କରିଛି ଏସଆଇଟି । ତଦନ୍ତକାରୀ ଦଳ ସରୋଜ ଘରର କୋଣଅନୁକୋଣ ତଲାସ କରିଛନ୍ତି…
Read More...
Read More...
