Browsing Category

Crime

କଟକରୁ ପୁଣି ଏକ ନକଲି ହଳଦୀ, ଲଙ୍କାଗୁଣ୍ଡ, ଲୁଣ କାରଖାନା ଠାବ

କଟକ: ପୁଣି ଏକ ନକଲି ହଳଦୀ, ଲଙ୍କାଗୁଣ୍ଡ, ଲୁଣ କାରଖାନା ଠାବ । କଟକ ବିଦ୍ୟାଧରପୁର ଭଦିମୂଳଠାରେ ଚାଲିଥିଲା କାରଖାନା । ତେବେ କଟକରୁ କେତେବେଳେ ତେଲ ଜବତ ହେଲାଣିତ ପୁଣି କେତେବେଳେ ନକଲି ଘିଅ । ବାରମ୍ବାର ଚଢ଼ାଉରୁ…
Read More...

ଗିରଫ ପରେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ବାରା  ଗିରଫ ହୋଇ ଜେଲ ଯାଇଥିବା ଜଙ୍ଗଲ ବିଭାଗର ଅଧିକାରୀ ଅଭୟ ପାଠକଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା…
Read More...

ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଜେଲ୍ ଗଲେ ପାଠକ ବାପ-ପୁଅ

ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁତ୍ର ଆକାଶ ପାଠକଙ୍କ ଜାମିନ…
Read More...

ମାଲକାନଗିରିରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତ, ଏକେ-୪୭ ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା। ମାଲକାନଗିରି ପୁଲିସ ଗୋରାସେତୁ ନିକଟରେ ଥିବା ତୋଟାଗୁଡା ଜଂଗଲରେ ବୁଲୁଥିବା ନକ୍ସଲମାନଙ୍କ ଉପରେ ଚଢଉ କରିଥିଲା। ପୁଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇଥିବା ବେଳେ…
Read More...

ସହଦେବଖୁଣ୍ଟା ଅଡର ବଜାରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ମୁନ୍ନା ଖାନ ଗିରଫ

ବାଲେଶ୍ବର : ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ। ମିଳିଥିବା ସୂଚନା ମୁତାବକ,୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଏବଂ ୨୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି ପୋଲିସ। ସହଦେବଖୁଣ୍ଟା ପୋଲିସ୍ ଅଡର ବଜାର ନିକଟରେ…
Read More...

ପିପିଲି ଥାନାରେ ଥାର୍ଡ ଡିଗ୍ରୀ ମାମଲାର ତଦନ୍ତ କରିବେ ବସେଣ୍ଟ୍ରାଲ ରେଞ୍ଜ ଡିଆଇଜି

ପିପିଲି : ଥାନାରେ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି । କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜ ଡିଆଇଜିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି ରାଜ୍ୟ ପୁଲିସ ପକ୍ଷରୁ…
Read More...

ରାଜଧାନୀରେ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ : ୫  ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ 

ଭୁବନେଶ୍ୱର: ରାଜଧାନୀରେ ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ । କଟକ ରୋଡରେ କିଛି ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ବିଫଳ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହି ଘଟଣାରେ ପୋଲିସ ୫…
Read More...

ବ୍ୟାଙ୍କକୁ ଟଙ୍କା ନେଇ ଯାଉଥିବା ବେଳେ ଲୁଟ୍ ଘଟଣା : ୯ ଲୁଟେରା ଗିରଫ, ନଗଦ ଟଙ୍କା ଓ କାର୍ ଜବତ

ସମ୍ବଲପୁର  : ବ୍ୟାଙ୍କକୁ ଟଙ୍କା ନେଇ ଯିବା ବେଳେ ଲୁଟ୍‌  ମାମଲାରେ ୯ଜଣଙ୍କୁ କୁଚିଣ୍ଡା ଥାନା ପୋଲିସ ଗିରଫ କରିଥିବା ବେଳେ ଆଉ ୨ଜଣ ଫେରାର ଅଛନ୍ତି । ସେମାନଙ୍କ ଠାରୁ ୧୦ଲକ୍ଷର ନଗଦ ଟଙ୍କା , କାର, ବାଇକ ଓ ସୁନାଗହଣା ଜବତ…
Read More...

ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା : ପୋଲିସ୍ ଏବଂ ସାଇଣ୍ଟିଫିକ୍ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ

ବଲାଙ୍ଗୀର : ପାଟଣାଗଡରେ ଏକ ଗଣହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ କି ଦୁଇ ଜଣ ନୁହଁ, ଏକାଥରକେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ବଲାଙ୍ଗୀର ପାଟଣାଗଡ଼…
Read More...

ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ୩ ମୁଣ୍ଡ; ଝିଅ-ଜ୍ବାଇଁ ଓ ଶାଶୁଙ୍କୁ ନୃସଂଶ ହତ୍ୟା

କୁଚିଣ୍ଡା: କୁଚିଣ୍ଡା ବ୍ଲକ ଅନ୍ତର୍ଗତ ମହୁଲପାଲି ଥାନା ଅଧୀନ ଲପଡା ଗ୍ରାମରେ ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ୩ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ…
Read More...

ବାଘ ଛାଲ କାରବାରର ପର୍ଦ୍ଦାଫାଶ : ବାଘ ଛାଲ ଜବତ, ୫ ଗିରଫ, ୨ଟି ବାଇକ ଜବତ

ରାଇରଙ୍ଗପୁର  : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । ଏହାସହ ୫ ଜଣ ଚୋରା ବେପାରିଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି ବନ ବିଭାଗ ।ବିଶେଷ ସୂତ୍ରରୁ…
Read More...

ବନ୍ଦ ଘରେ ନାବାଳିକାକୁ ୨୨ଦିନ ଧରି ଗଣଦୁଷ୍କର୍ମ

କଟକ : ନାବାଳିକାକୁ ୨୨ ଦିନ ଧରି ବନ୍ଦ କୋଠରୀରେ ରଖି ଗଣଦୁଷ୍କର୍ମ ଅଭିଯୋଗ। ଏପରି ଅଭିଯୋଗ ଆସିଛି କଟକ ଗତିରାଉତ ପାଟଣା ଅଞ୍ଚଳରୁ। ନାବାଳିକା ଜଣକୁ ଏକ କୁକୁଡ଼ା ଫାର୍ମରେ ଏକ କୋଠରୀରେ ବନ୍ଦ ରଖି ଗଣଦୁଷ୍କର୍ମ ହୋଇଥିବା…
Read More...

ପୁଣି ବାଘ ଚମଡା ଜବତ : ଡିଲ ବେଳେ ବେପାରୀ ବେଶରେ ମାଡ଼ି ବସିଲା ଏସଟିଏଫ

ସୋନପୁର : ପୁଣି ବାଘ ଚମଡା ଜବତ। ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏଥିସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ । ଅଭିଯୁକ୍ତ ଜଣକ ବାଘ ଚମଡା ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢାଉ…
Read More...

ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ମାମଲା : ୨ ଅଭିଯୁକ୍ତଙ୍କ ସମେତ ୯ ଗିରଫ

ଭୁବନେଶ୍ୱର  : ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ମାମଲା । ଶମ୍ଭୁ ସାହୁ ହତ୍ୟା ମାମଲାର ମୁଖ୍ୟ ୨ ଅଭିଯୁକ୍ତଙ୍କ ସମେତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା…
Read More...