Browsing Category

Entertainment

ବଲିଉଡରେ ବଢ଼ୁଛି ପ୍ରିୟା ପ୍ରକାଶଙ୍କ ଡିମାଣ୍ଡ

ମୁମ୍ବଇ : ମାଲାୟଲମ୍ ଚଳଚ୍ଚିତ୍ର ଗୋଟିଏ ଦୃଶ୍ୟରୁ ରାତାରାତି ଷ୍ଟାର ପାଲଟିଯାଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟରଙ୍କ ଚାହିଦା ଏବେ ଶୀର୍ଷରେ। ପ୍ରିୟାଙ୍କ ପ୍ରଥମ ବଲିଉଡ଼ ଚଳଚ୍ଚିତ୍ର ‘ଶ୍ରୀଦେବୀ ବଙ୍ଗଲୋ’…
Read More...

ବରୁଣଙ୍କ ଅପୋଜିଟରେ ଦେଖାଦେବେ ସାରା

ବଲିଉଡ୍ ଅଭିନେତା ବରୁଣ ଧାୱନଙ୍କୁ ଖୁବ୍ ଶୀଘ୍ର ସାରା ଅଲ୍ଲୀ ଖାନଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । ଏହି ଅପକମିଂ ଫିଲ୍ମର ସୁଟିଂ ଚଳିତବର୍ଷ ଅଗଷ୍ଟ ମାସରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ଜାଣିଛନ୍ତି…
Read More...

କିନ୍ନର ଲୁକରେ ଦେଖାଦେବେ ଅମିତାଭ

ମୁମ୍ବଇ : ବଲିଉଡ଼ ବିଗ୍‍ ବି ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ନଜର ଆସିବେ। ୨୦୧୧ରେ ମୁକ୍ତିଲାଭ କରିଥିବା ହରର୍‍-କମେଡ଼ି ତାମିଲ ଚଳଚ୍ଚିତ୍ର ‘ମୁନୀ ୨: କଞ୍ଚନା’ର ହିନ୍ଦୀ ରିମେକରେ ସେ କିନ୍ନର କଞ୍ଚନା…
Read More...

ରିଲିଜ୍‍ ହେଲା ସଲମାନଙ୍କ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର

ମୁମ୍ବଇ : ସଲମାନ ଖାନ୍‍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ତବୁ ଓ ସୁନୀଲ ଗ୍ରୋଭର ଗୁରୁତ୍ୱପୂର୍ଣ୍ଣ…
Read More...

ଜାହ୍ନବୀ ଓ ଇଶାନଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ଼

ମୁମ୍ବଇ : ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର୍‍ ଆରମ୍ଭ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟରଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ଭାରତୀୟ ସିନେମାର…
Read More...

ଚୀନ୍‌ରେ ୩୫୦ କୋଟି ଟଙ୍କା ବ୍ୟବସାୟ କରିବ ‘ଅନ୍ଧାଧୁନ୍‌’!

ମୁମ୍ବାଇ: ଆୟୁଷ୍ମାନ୍‌ ଖୁରାନା ଓ ତବୁଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଅନ୍ଧାଧୁନ୍‌’ ଚୀନରେ ବକ୍ସ ଅଫିସରେ ବି ଧମାଲ୍‌ କରୁଛି। ମିଳିଥିବା ସୂଚନା ଅନୁଯାୟୀ ‘ଅନ୍ଧାଧୁନ୍‌’ ରିଲିଜ୍‌ ହେବାର ଦୁଇ ସପ୍ତାହ ମଧ୍ୟରେ ୨୦୦ କୋଟି…
Read More...

ଅମିତାଭ ବଚ୍ଚନ ଦେଲେ ୭୦ କୋଟି ଟଙ୍କା ଟିକସ

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଖ୍ୟାତ ଅଭିନେତା ଅମିତାଭ ୭୦ କୋଟି ଟଙ୍କା ଟିକସ ଦେଇଥିବା କଥା ଏକ ବିବୃତି ଦେଇ ତାଙ୍କ ମୁଖପାତ୍ର କହିଛନ୍ତି। ନିକଟ ଅତୀତରେ ଅମିତାଭ ବିହାରର ମୁଜାଫରପୁରର ୨, ୦୮୪ ଚାଷୀ କରିଥିବା…
Read More...

ନିର୍ବାଚନ ଭିତରେ ରିଲିଜ୍‌ ହୋଇପାରିବ ନାହିଁ ମୋଦୀଙ୍କ ବାୟୋପିକ୍‌:ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ରିଲିଜ୍‌ ହୋଇପାରିବ ନାହିଁ ବୋଲି ମଙ୍ଗଳବାର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ୍‌ ୧୧ରେ ରିଲିଜ୍‌…
Read More...

୩୮ଟି ଦେଶରେ ମୁକ୍ତିଲାଭ କରିବ ‘ପିଏମ୍‍ ନରେନ୍ଦ୍ର ମୋଦୀ’

ମୁମ୍ବଇ : ଦୀର୍ଘଦିନ ଧରି ବିବାଦ ଘେରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଭାରତ ସହିତ ଅନ୍ୟ ୩୮ଟି ଦେଶରେ ମୁକ୍ତିଲାଭ କରିବ। ଏହା ମଧ୍ୟରେ…
Read More...

୧୧ରେ ରିଲିଜ୍ ହେବ ପିଏମ୍ ନରେନ୍ଦ୍ର ମୋଦୀଙ୍କ ସିନେମା

ମୁମ୍ବାଇ : ପିଏମ ନରେନ୍ଦ୍ର ମୋଦୀ ସିନେଆ ଆସନ୍ତା ୧୧ ତାରିଖରେ ରିଲିଜ ହେବ। ଏହି ସୂଚନା ଦେଇଛନ୍ତି ସିନେମାର ପ୍ରଯୋଜକ ସନ୍ଦୀପ ସିଂହ। ଏହି ସିନେମାର ମୁଖ୍ୟ ଚରିତ୍ରରେ ଅଭିନେତା ବିବେକ ଓବରାୟ ଅଛନ୍ତି। ଓମଙ୍ଗ କୁମନ୍‌ଙ୍କ…
Read More...

ଫିଲ୍ମଫେୟାର ପୁରସ୍କାର : ରଣବୀର କପୁର ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ଆଲିଆ

ମୁମ୍ବାଇ : ଗତ ସଂଧ୍ୟାରେ ଘୋଷିତ ହୋଇଛି ଫିଲ୍ମଫେୟାର ପୁରସ୍କାର ୨୦୧୯ । ମୁମ୍ବାଇରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସଂଜୁ ଫିଲ୍ମ ପାଇଁ ରଣବୀର କପୁର ଶ୍ରେଷ୍ଠ…
Read More...

୨୯ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ବିଜୁ ବାବୁ’

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବିଜୁ ବାବୁ’ର ଟ୍ରେଲର ଓ ସଂଗୀତ ଲୋକାର୍ପିତ ହୋଇଯାଇଛି। ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିବେଦିତ ଏହା ପ୍ରଥମ ଓଡ଼ିଆ ଫିଚର ଚଳଚ୍ଚିତ୍ର। ବିଜୁ ବାବୁଙ୍କୁ ଅନ୍ତର୍ଜାତୀୟ ସ୍ତରରେ…
Read More...

ପୁଣି ଥରେ ଏକାଠି ସିଦ୍ଧାନ୍ତ-ରଚନା ଯୋଡ଼ି

ଭୁବନେଶ୍ୱର : ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଓଲିଉଡ଼ର ରୋମାଣ୍ଟିକ୍‌ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ଅନେକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ କିଣିନେଇଥିବା ଏହି ଯୋଡ଼ିଙ୍କୁ ନେଇ ହେବାକୁ ଯାଉଛି…
Read More...

ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ରବିଶଙ୍କରଙ୍କୁ ମିଳିବ “ଜୟଦେବ ସମ୍ମାନ”, ସନମୀରା ଶ୍ରେଷ୍ଠ ଅଭିନେତ୍ରୀ,…

ଭୁବନେଶ୍ୱର: ଚଳିତ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ଏଡିଟର ରବିଶଙ୍କର ପଟ୍ଟନାୟକଙ୍କୁ “ଜୟଦେବ ସମ୍ମାନ”ରେ ସମ୍ମାନିତ କରାଯିବ । ଅନ୍ୟପଟେ ‘ଲୈଲା ଓ ଲୈଲା’ ଫିଲ୍ମ ପାଇଁ ସନମୀରାଙ୍କୁ…
Read More...