Browsing Category

Entertainment

ଅଭିନେତ୍ରୀ ସୋନାକ୍ଷୀଙ୍କ ନାମରେ ଅଭିଯୋଗ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦବଙ୍ଗ ଗାର୍ଲ ଓରଫ୍ ସୋନାକ୍ଷୀ ସିହ୍ନାଙ୍କ ନାମରେ ଅଭିଯୋଗ ଆସିଛି । ତାଙ୍କ ନାମରେ ମୁରାଦାବାଦରେ ଠକେଇ ଅଭିଯୋଗ ହୋଇଛି । ସୋନାକ୍ଷୀଙ୍କ ସମେତ ଆଉ ୫ ଜଣଙ୍କ ନାମରେ ମଧ୍ୟ ଏହି ଅଭିଯୋଗରେ…
Read More...

‘ପିରିଅଡ୍‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍‌ସ’କୁ ମିଳିଲା ଓସ୍କାର ପୁରସ୍କାର

ନୂଆଦିଲ୍ଲୀ: ପୁଣିଥରେ ଭାରତ ରଚିଲା ଇତିହାସ । ଏଥର ଭାରତୀୟ ଏକ ଶଟ୍ ଫିଲ୍ମକୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଓସ୍କାର ଆୱାର୍ଡରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷର ଓସ୍କାର ଆୱାର୍ଡ ଆମେରିକାର କାଲିଫର୍ଣ୍ଣିଆର…
Read More...

ପୁଣି ଥରେ ଏକାଠି କାମ କରିବେ ସଲମାନ୍-ଭଂସାଲୀ

ମୁମ୍ବାଇ: ଦବଙ୍ଗ ଖାନ୍ ଏବଂ ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏକାଠି କାମ କରିବାକୁ ଯାଉଛନ୍ତି । ଉଭୟ ଶେଷ ଥର ପାଇଁ ସୁପରହିଟ୍ ଫିଲ୍ମ “ହମ୍ ହିଲ୍ ଦେ ଚୁକେ ସନମ୍”ରେ ଏକାଠି କାମ କରିଥିଲେ । ଦୀର୍ଘ…
Read More...

ଯାତ୍ରାରେ ରେକଡ ଡ୍ୟାନ୍ସ ନାଁରେ ଲଙ୍ଗଳା ନୃତ୍ୟ , ପୋଶାକ ଖୋଲିଦେଲେ ମଡେଲ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର : ଓଡିଶା ଯାତ୍ରା ଦୁନିଆରେ  ମନୋରଞ୍ଜନ ନାଁରେ ଅଶୀଳତା । ରେକଡ ଡ୍ୟାନ୍ସ ନାଁରେ ଚାଲିଛି ନଗ୍ନତା । ଦର୍ଶକଙ୍କୁ ଆକୃଷ୍ଠ କରିବାକୁ ଯେମିତି ଯାତ୍ରା ପାର୍ଠି ଭିତରେ ଚାଲିଛି ଡ୍ୟାନ୍ସର ମାନଙ୍କର ଦେହ ଦେଖା…
Read More...

ପୁଲକିତଙ୍କ ନୂଆ ଗର୍ଲଫ୍ରେଣ୍ଡ

ମୁମ୍ବାଇ: “ଫୁକରେ” ଫେମ୍ ପୁଲକିତ ସମ୍ରାଟ ସବୁବେଳେ ନିଜ ପର୍ସନାଲ ଲାଇଫ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସଲମାନ୍ଙ୍କ ଧରମ ଭଉଣୀ ଶ୍ୱେତା ରୋହିତରାଙ୍କଠାରୁ ଅଲଗା ହେବା ପରେ ସେ ୟାମୀ ଗୌତମଙ୍କ ସହ ରିଲେସନ୍ସିପ୍ରେ…
Read More...

ଓସ୍କାର ଦୌଡରେ ଭାରତୀୟ ଫିଲ୍ମ

ନୂଆଦିଲ୍ଲୀ: ଆସନ୍ତା ୨୪ରେ ବିଶ୍ୱର ସବୁଠାରୁ ବଡ ଫିଲ୍ମ ଆୱାର୍ଡ “ଦ ଓସ୍କାର ୨୦୧୯” ହେବାକୁ ଯାଉଛି । ୯୧ତମ ଏହି ଆୱାର୍ଡ ଶୋ’ରେ ବିଜୟ ଲାଭ କରିବା ପାଇଁ ବିଶ୍ୱର ନାମୀଦାମୀ ଫିଲ୍ମ ଦୌଡରେ ସାମିଲ ହୋଇଛନ୍ତି । ତେବେ ଏହି…
Read More...

ପୁଣି ଗୋଟିଏ ଶୋ’ରେ ଦେଖାଦେବେ କପିଲ-ସୁନୀଲ

ମୁମ୍ବାଇ: ଖୁବ୍ଶୀଘ୍ର ଏକାଠି ଗୋଟିଏ ଶୋ’ରେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର ଓରଫ୍ ଗୁଥୀଙ୍କୁ ଦେଖିବାକୁ ମିଳିବ । ଶୁଣି ଆଶ୍ଚର୍ଯ୍ୟ ଲାଗିବା ସହ ଖୁସି ମଧ୍ୟ ଲାଗୁଥିବ । କଥାଟା ସତ । ପୁଣିଥରେ ଏହି ଯୋଡ଼ିକୁ ଏକାଠି…
Read More...

ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କ ପରଲୋକ

ମୁମ୍ବାଇ: ବଲିଉଡର ଖ୍ୟାତାନାମା ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କର ଆଜି ସକାଳେ ପରଲୋକ ହୋଇଛି । ତାଙ୍କର ସକାଳ ପ୍ରାୟ ୧୦ଟା ବେଳେ ମୁମ୍ବାଇର ରିଲାଏନ୍ସ ହୃକିସୋନ ଦାସ ହସ୍ପିଟାଲରେ ପରଲୋକ ହୋଇଛି । ରାଜ କୁମାର ବଡଜାତ୍ୟା…
Read More...

ପାକ୍ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଏଆଇସିଡବ୍ଲୁଏ

ମୁମ୍ବାଇ: ପୁଲୱାମା ଆକ୍ରମଣ ପରେ ସିନେମା ଜଗତରେ କାମ କରୁଥିବା ସମସ୍ତ ପାକିସ୍ତାନ କଳାକାରଙ୍କ ଉପରେ ଅଲ୍ ଇଣ୍ଡିଆ ସିନେ ୱାକର୍ସ ଆସୋସିଏସନ୍(ଏଆଇସିଡବ୍ଲୁଏ)ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି । ସୋମବାର ଏକ ପତ୍ର ଜରିଆରେ…
Read More...

ରଜନୀକାନ୍ତ ଲଢ଼ିବେନି ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ହୋଇଥିବା ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ରବିବାର ଘୋଷଣା କରିଛନ୍ତି। ରଜନୀକାନ୍ତ ସ୍ପଷ୍ଟ ଭାବେ କହିଛନ୍ତି,“ମୁଁ କାହାକୁ ସମର୍ଥନ କରୁ ନାହିଁ। କୌଣସି ଦଳ ମୋ…
Read More...

ସହିତଙ୍କ ଲାଗି ଲୁହ ଗଡାଉଛି ଦେଶ : ଲାଜ ସରମ ଛାଡି ନିଜ ସ୍ତ୍ରୀ ସହ ଅର୍ଦ୍ଦନଗ୍ନ ଫଟୋ ସେୟାର କଲେ ପ୍ରତୀକ ବବ୍ବର

ମୁମ୍ୱାଇ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ମାନଙ୍କ ଲାଗି ସାରା ଦେଶ ଲୁହ ଗଡାଉଛି । ଦେଶବାସୀ ଶୋକ ପାଳନ କରୁଛନ୍ତି । ହେଲେ ଦେଶର ଏଭଳି ସ୍ଥିତିରେ ଲାଜ ସରମ ଭୁଲି ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କ ସହ ଅର୍ଦ୍ଧନଗ୍ନ…
Read More...

କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଉପରେ ବାୟୋପିକ୍

ମୁମ୍ବାଇ: ବଲିଉଡରେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ। କିଛିଦିନ ପୂର୍ବରୁ ଶିବସେନା ମୁଖ୍ୟ ବାଲା ସାହେବ ଠାକ୍‌ରେଙ୍କ ଉପରେ ଏକ ଫିଲ୍ମ ରିଲିଜ୍‌ ହୋଇଥିଲା। ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ କଂଗ୍ରେସ ଅଧକ୍ଷ ରାହୁଲ…
Read More...

ଅଭିନେତା ଅର୍ଜୁନ ରାମପାଲଙ୍କ ନାମରେ ମାମଲା

ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଅଭିନେତା ଅର୍ଜୁନ୍ ରାମପାଲଙ୍କ ନାମରେୠଣ ପରିଶୋଧ କରି ନ ଥିବା ନେଇ ମାମଲା ରୁଜୁ ହୋଇଛି । ଏକ କୋଟି ଟଙ୍କାର ଋଣ ପରିଶୋଧ ନ କରିବା ଯୋଗୁଁ ବଲିଉଡର ଜଣାଶୁଣା ଅଭିନେତା ଅର୍ଜୁନ ରାମପାଲଙ୍କ…
Read More...

ଅଭିନେତ୍ରୀ ଶବାନା ଆଜ୍ମୀ ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡ୍ ବରିଷ୍ଠ ଅଭିନେତ୍ରୀ ଶବାନା ଆଜ୍ମୀ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡ଼ିଛି । ସେ ସ୍ୱାଇନ୍ ଫ୍ଲୁରେ ପୀଡିତ ହୋଇଥିବା ଜଣାପଡ଼ିଛି । ସେ କିଛିଦିନ ହେବ ଥଣ୍ଡାକାଶରେ ପୀଡିତ ଥିଲେ । ଡାକ୍ତରଙ୍କ ନିର୍ଦ୍ଦେଶ…
Read More...