Browsing Category

More News

ରାଫେଲର ଏ ହେଉଛନ୍ତି ପ୍ରଥମ ଭାରତୀୟ ପାଇଲଟ୍‌, କାଶ୍ମୀର ନିବାସୀ ଅହମ୍ମଦ ରାଠୋର

ନୂଆଦିଲ୍ଲୀ:ବହୁ ପ୍ରତିକ୍ଷା ପରେ ଫ୍ରାନ୍ସରୁ ରାଫେଲ୍‌ ଫାଇଟର ଜେଟ୍‌ ଭାରତରେ ପହଞ୍ଚିଛି । ତେବେ ଫ୍ରାନ୍ସରୁ ଏହାର ପ୍ରଥମ ଉଡ଼ାଣ ଭରିଥିବା ପାଇଲଟ୍‌ ହେଉଛନ୍ତି ଏୟାର୍‌ କମାଣ୍ଡର ହିଲାଲ୍‌ ଅହମ୍ମଦ ରାଠୋର । ଯେ କି କାଶ୍ମୀର…
Read More...

ଜାତିସଂଘ ପରାମର୍ଶଦାତା ଟିମ୍‌ରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଅର୍ଚ୍ଚନା

ସୁନ୍ଦରଗଡ: ସାରା ଦେଶ ପାଇଁ ଗର୍ବ ଆଣିଲେ ଅର୍ଚ୍ଚନା । ଓଡ଼ିଆ ଝିଅ ଅର୍ଚ୍ଚନା ସୋରେଙ୍ଗ ଜାତିସଂଘର ପରାମର୍ଶଦାତା ନିଯୁକ୍ତ । ଜଳବାୟୁ ପରିବର୍ତ୍ତନ ସଂପର୍କିତ ଯୁବ ପରାମର୍ଶଦାତା ଗୋଷ୍ଠୀକୁ ସେ ମନୋନୀତ ହୋଇଛନ୍ତି । ଅର୍ଚ୍ଚନା…
Read More...

ବନ୍ୟପ୍ରାଣୀ ଅପରାଧ ରିପୋର୍ଟ: ବାଘ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣରେ ଭାରତ ଆଗରେ

ନୂଆଦିଲ୍ଲୀ: ବାଘର ଅଙ୍ଗ ପ୍ରତ୍ୟଙ୍ଗ ଚୋରା ଚାଲାଣରେ ଭାରତ ଆଗରେ ରହିଛି । ଜାତିସଂଘ ବନ୍ୟପ୍ରାଣୀ ଅପରାଧ ରିପୋର୍ଟରେ ଏହା ଦର୍ଶାଯାଇଛି । ୨୦୦୭ରୁ ୨୦୧୮ ମଧ୍ୟରେ ବିଶ୍ୱର ବିଭିନ୍ନ ଭାଗକୁ ଚାଲାଣ କରାଯାଇଥିବା ବାଘ…
Read More...

ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂ ଗବେଷଣାକୁ ନେଇ ଆନ୍ତର୍ଜାତିକ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର  : ନବୀକରଣକ୍ଷମ ଶକ୍ତି ସମ୍ପର୍କିତ ନୂତନ ଦ୍ରବ୍ୟର ବିକାଶ ଏବଂ ଏହାର ପ୍ରୟୋଗ ବିଷୟବସ୍ତୁକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଭର୍ଚୁଆଲି…
Read More...

ରାଜ୍ୟରେ ବାଟବଣା ହୋଇଛି ମନରେଗା : ବିଜେପି

ଭୁବନେଶ୍ୱର : ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ ଓ ଗାଁର ଗରିବ ଜନସାଧାରଣଙ୍କ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ଅଧିକ ମାତ୍ରାରେ ଟଙ୍କା ପଠାଇବା ସହ ମଜୁରୀ ମଧ୍ୟ ବୃଦ୍ଧି କରିଛନ୍ତି । ଏହା ସହ…
Read More...

ବିଶିଷ୍ଟ ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର : ବିଶିଷ୍ଟ ଚଳଚିତ୍ର ଅଭିନେତା,ମଞ୍ଚ ଅଭିନେତା ତଥା ଚଳଚ୍ଚିତ୍ର ଜଗତର ଗୁରୁ ବିଜୟ ମହାନ୍ତି ଙ୍କ ଦେହାନ୍ତ ଖବର ଶୁଣି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ବ୍ୟକ୍ତ ପ୍ରକାଶ କରୁଛନ୍ତି ଏବଂ…
Read More...

ବରଗଡ଼ର ବରତୁଣ୍ଡାଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ…
Read More...

ବରଗଡ଼ ବ୍ରିଟ୍ କଲୋନି ଫ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଘରେ ଫୁଟିଲା ବ୍ରହ୍ମକମଳ

ଭୁବନେଶ୍ୱର : ସାରା ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ । ଆଉ ସମସ୍ତଙ୍କ ମନରେ ସେ ଗୋଟିଏ କଥା କରୋନା । ଏବେ ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ସମସ୍ତେ ଭଗବାନଙ୍କ ଶରଣାପର୍ଣ୍ଣ । ଏମିତି ସମୟରେ ରାଜଧାନୀ ଭୁବନେଶ୍ୱର…
Read More...

ଅସଲି କୋରୋନା ଯୋଦ୍ଧା. ଡାକ୍ତର ସୁନୀଲ ଆଚାର୍ଯ୍ୟଙ୍କୁ ପ୍ରଶଂସାର ସୁଅ

ବରଗଡ଼ : ବରଗଡ଼ ଜିଲ୍ଲା ରେ COVID -19 ର ମୁକାବିଲା ପାଇଁ ବିବେଚିତ ହୋଇଥିବା ୫ ଟି ନର୍ସିଂହୋମ ରୁ ନବଜୀବନ ଚିକିତ୍ସାଲୟ, ଭଟଲି ହେଉଛି ଅନ୍ୟତମ । ଭାରତରେ ପ୍ରଥମ ଲକଡାଉନ- ୧.୦ ଚାଲିଥିବା ସମୟରୁ ବରଗଡ଼ ଜିଲ୍ଲାପାଲ ଙ୍କ…
Read More...

କଣ୍ଟିଲୋ ନୀଳମାଧଵ ମନ୍ଦିର ସେବାୟତଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଅନ୍ତୁ ରାଜ୍ୟ ସରକାର : ସିଦ୍ଧାର୍ଥ

ଭୁବନେଶ୍ୱର : ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସେବାୟତ ମାନଙ୍କୁ କରୋନା ମହାମାରୀ ଜନିତ ଲକଡାଉନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 5000 ଟଙ୍କା ଆର୍ଥିକ ସହାୟତା ଦେବାର ନିଷ୍ପତି ନେଇଛନ୍ତି... ତେବେ ପୁରୀ…
Read More...

ପଟାଙ୍ଗି ଆଦର୍ଶ ବିଦ୍ୟାଳୟର ୧୩ ଶିକ୍ଷକ, ଶିକ୍ଷୟତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ଗୋଟିଏ ଦିନର ଦରମା

କୋରାପୁଟ : କରୋନା ମହାମାରି ଭଳି ଜାତୀୟ ବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ବିରୋଧୀ ଏହି ଲଢେଇରେ ସାମିଲ ହୋଇ ଆର୍ଥିକ…
Read More...

ଗୁରୁତର ଅସୁସ୍ଥଙ୍କୁ ସୁସ୍ଥ କଲା ସମ  ଅଲଟିମେଟ ମେଡିକେଆର

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ ଥାଇ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ 66 ବର୍ଷୀୟ ବ୍ୟକ୍ତି ସମ ଅଲ୍ଲଟିମେଟ ମେଡିକେଆର ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି ।…
Read More...

ରୋଗିଙ୍କ ଆଶା ବାଡ଼ି “ଜୀବନ ବିଦୁ” ରକ୍ତଦାନ କଲେ ଜଗତସିଂହପୁର ଵିଧାୟକ

ଭୁବନେଶ୍ୱର : କରୋନା’ରୁ ମୁକ୍ତି ପାଇଁ ଏବେ ସମଗ୍ର ବିଶ୍ୱ ପ୍ରୟାସ କରୁଥିବାବେଳେ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

କେନ୍ଦ୍ରାପଡ଼ାରେ କାର୍ଯ୍ୟକ୍ଷମ ହେଲା  ସମ ପରିଚାଳିତ 110 ଶଯ୍ୟା ବିଶିଷ୍ଟ  କୋଭିଡ ହସ୍ପିଟାଲ 

ଭୁବନେଶ୍ୱର, ଏପ୍ରିଲ 14: କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା ଭୁନେଶ୍ଵରଠାରେ 525…
Read More...