Browsing Category
More News
କ୍ୟୁବାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଘରକୁ ଆଣିବାରେ ସହାୟତା କଲା ‘ମୋ ପରିବାର’
ଭ ୁବନେଶ୍ୱର: କ୍ୟୁବାର ସାଣ୍ଟାମେରିଆଠାରେ ଏକ କନଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଖଲିକୋଟର କହ୍ନେଇପୁର ଗ୍ରାମର ରମେଶ ଚନ୍ଦ୍ର ମହାରଣା ଗତ ୩୦ ତାରିଖରେ ଏକ କ୍ରେନ୍ ଦୁର୍ଘଟଣାରେ ୩ ମହଲା ତଳକୁ ଖସି…
Read More...
Read More...
ନୀତିଯୁକ୍ତ ଶିକ୍ଷା ଉତମ ସମାଜ ଗଠନ ପାଇଁ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ନୀତିଯୁକ୍ତ ଶିକ୍ଷା ଉତମ ସମାଜ ଗଠନ ପାଇଁ ଜରୁରୀ ବୋଲି ରବିବାର ବରଗଡ ଜିଲ୍ଲାର ନୂଆପାଲ୍ଲି ଠାରେ ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ୧୮ତମ ବାର୍ଷିକତ୍ସୋବ ସମାରୋହରେ ଯୋଗଦେଇ କହିଛନ୍ତି…
Read More...
Read More...
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଖେଲୋ ଇଣ୍ଡିଆ…
Read More...
Read More...
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ : ଧର୍ମେନ୍ଦ୍ର…
ଭୁବନେଶ୍ୱର : ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ସର୍ବଭାରତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ ବୋଲି ସୋମବାର ଭୁବନେଶ୍ୱର ପୂବତଟ ରେଳବାଇ…
Read More...
Read More...
ଆସମାସ ଅନୁକୁଲ୍ୟରେ ଗଞ୍ଜାମର ସୋରଡାରେ ଗ୍ରାମୀଣ ମିସ୍ତ୍ରୀ ପ୍ରଶିକ୍ଷଣ ସମାରୋହ
ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗୌଡ଼ଗୋଠ ଠାର ଜିଲ୍ଳା ପ୍ରଶାସନ ଓ ଆସମାସ ଅନୁକୁଲ୍ୟ ରେ ଗ୍ରାମୀଣ ମିସ୍ତ୍ରୀ ପ୍ରଶିକ୍ଷଣ ସମାରୋହ ଆୟୋଜନ କରାଯାଇଛି। ସମାରୋହକୁ ଆସିକା ସଂସଦ…
Read More...
Read More...
ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ବି.ଜେ.ବି କଲେଜ୍ରେ ଲ୍ୟାପ୍ଟପ୍ ବାଣ୍ଟିଲେ ମନ୍ତ୍ରୀ
ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କ ସ୍ୱପ୍ନ ଓ ସମ୍ଭାବନାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଯନି ଓ ତତ୍ପରତା ଉଲ୍ଲେଖଯୋଗ୍ୟ ହୋଇଥିବାବେଳେ ବଶ୍ୱ ଶିକ୍ଷା ମାନଚିତ୍ରରେ ଓଡ଼ିଆ ବିଦ୍ୟାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର…
Read More...
Read More...
ମନ୍ତ୍ରୀ ପ୍ରତାପ ଜେନାଙ୍କ କନ୍ଧମାଳ ଜିଲ୍ଲାଗସ୍ତ, ନୂତନ ପଞ୍ଚାୟତ ଗୃହ ଉଦ୍ଘାଟିତ
କନ୍ଧମାଳ : ଦିନିକିଆ କନ୍ଧମାଳ ଜିଲ୍ଲାଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଚକାପାଦ ବ୍ଲକ୍ ବସ୍ତିଙ୍ଗିଆରେ ନୂତନ ପଞ୍ଚାୟତ ଗୃହକୁ ଉଦ୍ଘାଟନ…
Read More...
Read More...
ସମ୍ବେଦନଶୀଳ ଘଟଣାରେ ବିଜେପି ରାଜନୀତି ବନ୍ଦକରୁ: ବିଜେଡି
ଭୁବନେଶ୍ୱର : ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନ କରିବାକୁ ବିଭିନ୍ନ ରାଜନୈତିକ ଦଳ ବିଶେଷକରି ବିଜେପିକୁ ବାରମ୍ବାର ଅନୁରୋଧ କରିବା ସତ୍ତେ୍ୱ ଦଳ ଏଭଳି ହୀନ ରାଜନୀତିରୁ ବିରତ ହେଉନାହିଁ । ଏଭଳି ଘଟଣାକୁ ନେଇ ରାଜନୀତି…
Read More...
Read More...
ରିୟାଦରେ ସ୍ବତନ୍ତ୍ର ଓଡିଶା ଉତ୍ସବ , ପାରମ୍ପରିକ ଓଡିଆ ନୃତ୍ୟଗୀତରେ କମ୍ପିଲା ମଞ୍ଚ
ଭୁବନେଶ୍ବର : ରିୟାଦରେ ସ୍ବତନ୍ତ୍ର ଓଡିଆ ଉତ୍ସବ ପାଳିତ ହୋଇଯାଇଛି । ରିୟାଦରେ ବାସ କରୁଥିବା ପ୍ରବାସୀ ଓଡିଆଙ୍କ ସଙ୍ଗଠନ ରିୟାଦ ଓଡିଶା ପକ୍ଷରୁ ସ୍ବତନ୍ତ୍ର ଉତ୍ସବ ରୋସା ଆୟୋଜନ କରାଯାଇଥିଲା । ଏଥିରେ ରିୟାଦରେ ରହୁଥିବା…
Read More...
Read More...
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଦୁ୍ତ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟର ସମାକ୍ଷା
ଭୁବନେଶ୍ୱର : ଆଜି ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ବିଭିନ୍ନ ବିଦୁ୍ୟତ ଭିତ୍ତିଭୂମିର ପୁନରୁଦ୍ଧାର…
Read More...
Read More...
SCB ମେଡିକାଲ କଲେଜ ଏବଂ ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ
କଲେଜ ହସ୍ପିଟାଲର ବିକାଶ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା
କରିଛନ୍ତି । ବୈଠକରେ ଉକ୍ତ ହସ୍ପିଟାଲର!-->…
Read More...
Read More...
ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ମୁସଲିମ ମହିଳାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା
ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣ ପାଇଁ ପ୍ରଧାନ ମନ୍ତ୍ରୀ ମୋଦି ସମର୍ପିତଭୁବନେଶ୍ୱର : ରାଜ୍ୟସଭାରେ ମଙ୍ଗଳବାର ଐତିହାସିକ ତିନି ତଲାକ୍ ବିଲ୍ଗୃ ହିତ ହେବା ଅବସରରେ ସମସ୍ତ ମୁସଲିମ ମାଆ ଭଉଣୀ ମାନଙ୍କୁ ସାମାଜିକ!-->!-->!-->…
Read More...
Read More...
ଭୀମଭୋଇ ମେଡିକାଲ କଲେଜ ସମସ୍ୟାର ସମାଧାନ
ଭୁବନେଶ୍ୱର : ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ କୋଠାରେ ଦେଖା ଦେଇଥିବା ସମସ୍ୟାର ତୁରନ୍ତ ସମାଧାନହୋଇପାରିଛି । ବିଧାନସଭାରେ କଂଗ୍ରେସ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମେଡିକାଲ କଲେଜ କୋଠାରେ ପାଣି!-->…
Read More...
Read More...
ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ,ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର – ଧର୍ମେନ୍ଦ୍ର ପ୍ରଧାନ
ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଥିବା ଓଡିଶାର ରସଗୋଲା ପ୍ରାଚୀନ ଓଡିଆ ସଂସ୍କୃତି ଏବଂ ଭୋଜନର ଏକ ଅଶଂବିଶେଷଭୁବନେଶ୍ୱର : ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି!-->!-->!-->…
Read More...
Read More...
