Browsing Category
National
ଇସ୍ତଫା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଇସ୍ତଫା । ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ମନୋହର ଲାଲ୍ । ହରିୟାଣାରେ ନୂଆ ସରକାର ଗଠନ ସମ୍ଭାବନା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।…
Read More...
Read More...
ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ
ଭାରତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସାମାଜିକ ଗଣମାଧ୍ୟମ ସାଇଟ ଏକ୍ସରେ ପୋଷ୍ଟ କରି 'ମିଶନ ଦିବ୍ୟାସ୍ତ୍ର' ପାଇଁ ଡିଆରଡିଓ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ।…
Read More...
Read More...
CAA ଲାଗୁ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଜାରି, ଏହି ୩ ପଡୋଶୀ ଦେଶର ଲୋକଙ୍କୁ ମିଳିବ ନାଗରିକତ୍ବ
ଲୋକସଭା ନିର୍ବାଚନ ୨୦୨୪ ଘୋଷଣା ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ…
Read More...
Read More...
ଇଲେକ୍ଟୋରାଲ୍ ବଣ୍ଡ ମାମଲାରେ ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଇଲେକ୍ଟୋରାଲ୍ ବଣ୍ଡ ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ସୁଦ୍ଧା ନିର୍ବାଚନ ବଣ୍ଡର ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ…
Read More...
Read More...
ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା
ଜଣେ ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ବିଭତ୍ସ ହତ୍ୟା। ଅଳିଆ ଗଦାରୁ ମିଳିଛି ତାଙ୍କ ମୃତଦେହ। ଶନିବାର ହାଇଦ୍ରାବାଦର ଜଣେ ୩୬ ବର୍ଷୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲାଆ ବକଲେର ରାସ୍ତାକଡରେ ଥିବା ଏକ ଅଳିଆ ଗଦାରୁ ମିଳିଛି।…
Read More...
Read More...
ବିଶ୍ୱର ସବୁଠୁ ଲମ୍ବା ଟନେଲ ‘ସେଲା ଟନେଲ’କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ସବୁଠୁ ଲମ୍ବା ଟନେଲ 'ସେଲା ଟନେଲ'କୁ ଉଦ୍ଘାଟନ କରିଛନ୍ତି । ପ୍ରତ୍ୟେକ ପରିକୂଳ ପରିସ୍ଥିତିରେ ମଧ୍ୟ ଯୋଗାଯୋଗ ରଖିବା ଏବଂ ଚୀନ ସୀମା ସହିତ ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ଏବଂ…
Read More...
Read More...
ଇନଫୋସିସର କୋ-ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ପ୍ରସିଦ୍ଧ ଲେଖିକା ସୁଧା ମୂର୍ତ୍ତି ହେଲେ ରାଜ୍ୟସଭା ପାଇଁ…
ଇନଫୋସିସର କୋ-ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ପ୍ରସିଦ୍ଧ ଲେଖିକା ସୁଧା ମୂର୍ତ୍ତି ରାଜ୍ୟସଭା ପାଇଁ ମନୋନୀତ । ରାଷ୍ଟ୍ରପତି ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...
Read More...
କମିଲା ଏଲ୍ପିଜି ସିଲିଣ୍ଡର ଦର
ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। କମିଲା ଏଲ୍ପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଏଲପିଜି…
Read More...
Read More...
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ମହଙ୍ଗା ଭତ୍ତା
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏହା ସହିତ ବର୍ତ୍ତମାନ କର୍ମଚାରୀମାନେ ୫୦ ପ୍ରତିଶତ ମହଙ୍ଗା ଭତ୍ତା…
Read More...
Read More...
ଖେଲୋ ଇଣ୍ଡିଆ ପଦକ ବିଜେତା ଆଥଲେଟମାନଙ୍କୁ ମିଳିବ ସରକାରୀ ଚାକିରି
କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଖେଲୋ ଇଣ୍ଡିଆ ପଦକ ବିଜେତା ଆଥଲେଟମାନଙ୍କୁ ମିଳିବ ସରକାରୀ ଚାକିରି । ଡିଓପିଟି ଓ କ୍ରୀଡା ବିଭାଗ ସହଯୋଗରେ ଆଥଲେଟମାନଙ୍କ ସମସ୍ତ ସୁବିଧା…
Read More...
Read More...
ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଆଜି ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସାଧାରଣଙ୍କ ପାଇଁ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ସେବାକୁ ଉତ୍ସର୍ଗ କରାଯାଇଛି । ଏହା ସହିତ ଅନ୍ୟାନ୍ୟ ଅନେକ…
Read More...
Read More...
ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ହାଇଦ୍ରାବାଦର ୟାଦଗିରି ଜିଲ୍ଲାର ରଙ୍ଗାପେଟରେ ରହୁଥିବା ଜଣେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ସୋସିଆଲ ମିଡିଆରେ ଧମକ ଦେଇଛି । ଏହି…
Read More...
Read More...
ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ଶାହବାଜ ଶରିଫ୍
ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି ପାକିସ୍ତାନ ମୁସଲିମ୍ ଲିଗ (ଏନ) ର ବରିଷ୍ଠ ନେତା ଶାହବାଜ ଶରିଫ୍ । ରବିବାର ଦିନ ଭୋଟିଂ ପରେ ତାଙ୍କ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ଶନିବାର ଦିନ ସେ…
Read More...
Read More...
ବିଶ୍ୱର ବଡ ବଡ ଦାର୍ଶନିକଙ୍କ ଠାରୁ ସନ୍ଥକବି ଭୀମ ଭୋଇ ବହୁତ ଉର୍ଦ୍ଧ୍ୱରେ – ଧର୍ମେନ୍ଦ୍ର ପ୍ରଧାନ
ରେଢାଖୋଲ/ସମ୍ବଲପୁର(ବ୍ୟୁରୋ): ପୃଥିବୀର ବଡ ବଡ ଦାର୍ଶନିକଙ୍କ ଠାରୁ ମହିମା ଧର୍ମର ମହାନ ପ୍ରଚାର ସନ୍ଥ କବି ଭୀମ ଭୋଇ ବହୁତ ଉର୍ଦ୍ଧ୍ୱରେ ରହିଛନ୍ତି ବୋଲି ଶନିବାର ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ମିନି ଷ୍ଟାଡିୟମରେ…
Read More...
Read More...
