Browsing Category
National
ସମୁଦ୍ରରେ ଓଲଟିଲା ଜାହାଜ, ୯୧ ମୃତ
ମୋଜାମ୍ବିକରେ ଘଟିଛି ଘଟଣା । ପ୍ରାୟ ୧୩୦ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଜାହାଜଟି ନାମ୍ପୁଲାରେ ଥିବା ଏକ ଦ୍ୱୀପକୁ ଯାଉଥିଲା । ଏହି ସମୟରେ ହିଁ ଜାହାଜଟି ବୁଡ଼ି ଯାଇଥିଲା । ଗତ ରବିବାର ଦିନ ଏହି ଘଟଣାଟି ଘଟିଥିଲା । ଜାହାଜରେ…
Read More...
Read More...
କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜରିଆରେ ମିଛ କଥା ସବୁ କହିଛି: ମୋଦି
ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଛନ୍ତି। କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଜାରି କରିଥିବା ଇସ୍ତାହାରକୁ ମୋଦି ମିଛର ଗନ୍ଥା ଘର ଓ ପ୍ରତିଟି…
Read More...
Read More...
ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ
ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୬.୫%ରେ ଅପରିବର୍ତ୍ତିତ ନେଇ RBIର ସୂଚନା । କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ସପ୍ତମ ଥର ପାଇଁ ରେପୋ…
Read More...
Read More...
ତିହାର ଜେଲ ଗଲେ କେଜ୍ରିୱାଲ୍
ଜେଲ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ…
Read More...
Read More...
ଭାରତ ରତ୍ନରେ ସମ୍ମାନିତ ହେଲେ ଲାଲକୃଷ୍ଣ ଆଡଭାନୀ
ଭାରତ ରତ୍ନରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଆଡଭାନୀଙ୍କୁ 'ଭାରତ ରତ୍ନ' ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ । ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ…
Read More...
Read More...
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୬ ମୃତ
ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ। ୫ ଜଣ ଚୀନ ନାଗରିକଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି। ଚୀନ ଇଞ୍ଜିନିୟରଙ୍କ କନଭୟକୁ ଟାର୍ଗେଟ କରିଥିଲେ ଆତ୍ମଘାତୀ ଆକ୍ରମଣକାରୀ। ଇସଲାମବାଦରୁ ଦାସୁ କ୍ୟାମ୍ପକୁ ଯିବା ବେଳେ ଖାଇବର…
Read More...
Read More...
ମୋବାଇଲ୍ ଚାର୍ଜିଂ ବେଳେ ସର୍ଟସର୍କିଟ କାରଣରୁ ବିସ୍ଫୋରଣ, ୪ ଛୁଆ ମୃତ
ମୋବାଇଲ୍ ଚାର୍ଜିଂ ବେଳେ ଚାଲିଗଲା ୪ ଜୀବନ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୋଦିପୁରମର ଜନତା କଲୋନୀରେ । ସର୍ଟସର୍କିଟ ପରେ ମୋବାଇଲ୍ ବିସ୍ଫୋରଣ ହୋଇ ଘରେ ନିଆଁ ଲାଗି ଯାଇଥିଲା । ଭୟାବହ ଅଗ୍ନିକାଣ୍ଡରେ ଘରେ ଥିବା ୪…
Read More...
Read More...
ଜେଲରୁ ଥାଇ ଲୋକଙ୍କ ସମସ୍ୟା ବୁଝିଲେ କେଜ୍ରିୱାଲ
ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ । କିନ୍ତୁ ଚାରିକାନ୍ଥ ଭିତରୁ ଚାଲୁଛି ସରକାର । ଆମେ କହୁଛୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଥା । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ।…
Read More...
Read More...
ଭୂଟାନର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂଟାନ ତରଫରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପ୍ରାପ୍ତ ହେବାରେ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ଶାସନାଧ୍ୟକ୍ଷ । ଭୂଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ…
Read More...
Read More...
ଅରବିନ୍ଦ କେଜ୍ରିୱାଲ ଗିରଫ
ଗିରଫ ହେଲେ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦାମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।କିଛି ଘଣ୍ଟା ଧରି ଘରେ ଇଡି ଟିମ ତାଙ୍କୁ…
Read More...
Read More...
କେଜ୍ରିୱାଲଙ୍କ ଘରେ ପଶିଲା ଇଡି
କେଜ୍ରିୱାଲଙ୍କ ଘରେ ପଶିଲା ଇଡି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଇଡି ଟିମ୍। ମଦ ଦୁର୍ନୀତି ମାମଲାରେ ତଦନ୍ତ ଲାଗି କେଜ୍ରିୱାଲଙ୍କ ଦିଲ୍ଲୀ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ପହଞ୍ଚିଛନ୍ତି।…
Read More...
Read More...
କାର୍ଯ୍ୟରତ ସାମ୍ବାଦିକମାନେ ପୋଷ୍ଟାଲ ବାଲାଟ ଜରିଆରେ ଦେଇପାରିବେ ମତଦାନ
ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତ ନିର୍ବାଚନ କମିଶନ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ କାର୍ଯ୍ୟରତ…
Read More...
Read More...
ଘରେ ପ୍ରେମିକ ସହ ଦେଖି ଝିଅକୁ ମାରିଦେଲା ମା’
ଘରେ ପ୍ରେମିକ ସହ ଦେଖି ଝିଅକୁ ମାରିଦେଲା ନୃଶଂସ ମାଆ । ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦରେ । ପୋଲିସ କହିବା ଅନୁସାରେ ବୁଧବାର ହାଇଦ୍ରାବାଦର ଜଣେ ମହିଳା ତାଙ୍କ ୧୯ ବର୍ଷର ଝିଅକୁ ପ୍ରେମିକ ସହ ତାଙ୍କ ଘରେ ଦେଖିବାକୁ…
Read More...
Read More...
CAAକୁ ନେଇ କୌଣସି ପ୍ରକାର ରୋକ୍ ଲଗାଇବାକୁ ସିଧା ସିଧା ମନା କରିଦେଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି ଦେଶରେ ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଦାଖଲ ହୋଇଥିବା ୨ ଶହରୁ ଅଧିକ ଆବେଦନର ଶୁଣାଣି । ସୁପ୍ରିମକୋର୍ଟ ସିଏଏକୁ ନେଇ କୌଣସି ବି ପ୍ରକାର ରୋକ୍ ଲଗାଇବାକୁ ସିଧା ସିଧା ମନା କରିଦେଇଛନ୍ତି ।…
Read More...
Read More...
